Get Updates
Get notified of breaking news, exclusive insights, and must-see stories!

କିନ୍ନରଙ୍କୁ ଦାନ କରନ୍ତୁ ଏହି ଜିନିଷ, ଦୂର ହେବ ସଂଙ୍କଟ

Astrology: ହିନ୍ଦୁ ଧର୍ମରେ ଦାନର ମହତ୍ୱ ରହିଛି, ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ପୁରାଣରେ ମଧ୍ୟ କିନ୍ନରଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଆପଣ ଜାଣିଛନ୍ତି କି କିନ୍ନରଙ୍କୁ ଦାନ ଦେବା ଅତ୍ୟନ୍ତ ଶୁଭ ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ଗ୍ରହ ଉପରେ ଶୁଭ ଫଳ ପଡିଥାଏ । ଶୁଭ ଫଳାଫଳ ମିଳିଥାଏ । ଜଣେ କିନ୍ନରଙ୍କୁ ଦାନ କରିବା ବହୁତ ଶୁଭ ମନେ କରାଯାଏ । ଏପରି କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବଜାୟ ରହିଥାଏ ।

କିନ୍ନରଙ୍କ ସମ୍ପର୍କ ବୁଧ ଗ୍ରହ ସହ ରହିଛି । ଯଦି ଆପଣ ବୁଧୁବାର କିନ୍ନରଙ୍କୁ ଦାନ କରନ୍ତି, ତେବେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବୁଧ ଗ୍ରହ କିନ୍ନରଙ୍କୁ ଦିଆଯାଇଥିବା ଦାନ ଏବଂ ସମ୍ମାନରୁ ଶୁଭ ଫଳାଫଳ ପ୍ରଦାନ କଲେ । ଦାନ କରିବା ସହ କିନ୍ନରଙ୍କୁ ସମ୍ମାନ କରନ୍ତୁ ଅପମାନ କରନ୍ତୁ ନାହିଁ ।

Astrology

କିନ୍ନରଙ୍କୁ ସବୁଜ ରଙ୍ଗର ପୋଷାକ, ଚାଉଳ, ଟଙ୍କା ଦାନ କରିବା ଶୁଭ ଅଟେ । କିନ୍ନରଙ୍କୁ ବାଜା ଦାନ କରିବା ମଧ୍ୟ ଶୁଭ । ଯୁକ୍ତିତର୍କ କିମ୍ବା ଅପମାନ ନ କରି ସମ୍ମାନ ଦେଇ ଦାନ କରନ୍ତୁ ।

ଭୁଲରେ ମଧ୍ୟ କିନ୍ନରଙ୍କୁ ପୁରୁଣା ପୋଷାକ ଦାନ କରନ୍ତୁ ନାହିଁ । ନୂଆ କପଡା ଦାନ କରିପାରିବେ । ସେହିପରି ଝାଡୁ, ପ୍ଲାଷ୍ଟିକ୍, ଷ୍ଟିଲ ବାସନ ଆଦି କିନ୍ନରଙ୍କୁ ଦାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଲକ୍ଷ୍ମୀ ରୋଷ କରିବା ସହ ଘରେ ସଂକଟ ଆସିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+