Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: ସୁଧୁରିବ କି ଆପଣଙ୍କ ପାରିବାରିକ ସ୍ଥିତି, ଜାଣନ୍ତୁ

କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...

କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...

astrology

ମେ​ଷ :​‌ ଆଜିର ଦିନଟିକୁ ଆପଣ ଆନନ୍ଦମୟ ରହିବ। ମନ ଅତ୍ୟନ୍ତ ପ୍ରସନ୍ନ ରହିବ। ଆପଣ ଆଜି ସ୍ନେହୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବ୍ୟବସାୟ ରେ ଲାଭ ମିଳିବ। ଆର୍ଥିକ ସହାୟତା ମିଳିବ। ପୂର୍ବ ସ୍ଥିତି ସୁଧୁରିବ। ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ । ଆପଣଙ୍କ ଆଧିପତ୍ୟ ବିସ୍ତାର କରିବାର ସ୍ଵଭାଵ ଆଲୋଚନାର କାରଣ ପାଲଟିବ । ଆପଣଙ୍କ ଜୀବନସାଥୀ ସବୁ ଭୁଲ ଭୁଲିକି ପ୍ରେମ ସହିତ ଆପଣଙ୍କ ପାଖକୁ ଆସିବେ, ତେବେ ଜୀବନ ଆହୁରି ସୁନ୍ଦର ଲାଗିବ।

ବୃଷ : ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ଏନେଇ ଖୁବ୍ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ପରିବାର ସହିତ ସମୟ ବିତାଇବେ। ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ । ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ । ଆପଣଙ୍କ ଜୀବନସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକି ବି ଭୁଲି ପାରୁ ନାହାନ୍ତି ।

ମିଥୁନ : ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ଆତ୍ମସଂଯମୀ ହେବେ। ନିଜ ଉପରେ ନିୟନ୍ତ୍ରଣ ରଖିବେ। ଆଇନ କାମରେ ଆଜି ସଫଳ ହେବେ। ଅର୍ଥ ଲାଭ ହେବାର ଯୋଗ ରହିଛି। ସନ୍ତାନ ପାଠ ପଢା ପାଇଁ ଚିନ୍ତା ବୃଦ୍ଧି ହେବ। ସେମାନେ ପରିଶ୍ରମୀ ହେବେ। ନୂତନ ଗ୍ରାହକ ମାନଙ୍କ ସହିତ କଥା ହେବ ପାଇଁ ଆଜି ଉତ୍ତମ ଦିନ । କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ । ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି ।

କର୍କଟ : ଦିନଟି ଭଲରେ କଟିବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ପରିବାର ସହିତ ସମୟ ବିତାଇବେ। ଶାରିରୀକ ସୁସ୍ଥତା ବଜାୟ ରହିବ। ବନ୍ଧୁ ମିଳନର ଯୋଗ ରହିଛି। ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ । ଆପଣ ତାଙ୍କୁ ଶାନ୍ତିରେ ବସିକି ବୁଝାନ୍ତୁ। ଆଜି ପାର୍କ ରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା ।

ସିଂହ : ଆଜି ଧନ ଓ ସମ୍ମାନ ମିଳିପାରେ। କାର୍ଯ୍ୟାଳୟ ରେ ଆପଣଙ୍କ କାମକୁ ଖୁବ୍ ପ୍ରଶଂସା କରିବେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ଦୂର ଯାତ୍ରା କରି ପାରନ୍ତି। ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥଛଡ଼ା ନ କରନ୍ତି । ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ । ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ ।

କନ୍ୟା : ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭ ଦାୟକ। ବାଣିଜ୍ୟ କାରବାର ଲାଭଦାୟକ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। ପୁରୁଣା ବନ୍ଧୁଙ୍କ ସହ ମିଳନ ହୋଇପାରେ। ମା ଙ୍କ ଅସୁସ୍ଥତା କଷ୍ଟ ଦେବ। ଦେଖି ଚାହିଁ ରୁହନ୍ତୁ। ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ ।

ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ ଆହୁରି ମଧୁମୟ କରନ୍ତୁ। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ। ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ ।

ବିଛା : ଧୈର୍ଯ୍ୟର ସହିତ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ଆଜିର ଦିନରେ କରନ୍ତୁ ନାହିଁ। କେଉଁ ଆଡେ ଯାତ୍ରା କରୁଥିଲେ ସବାଧାନ ରୁହନ୍ତୁ। ଦୁର୍ଘଟଣା ର ସାମ୍ନା କରିପାରନ୍ତି । ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ ।

ଧନୁ : ସେବା ଭାବନାର ଆଗରେ ରହିବେ। କାର୍ଯ୍ୟାଳୟ ରେ ଭଲ କାମ କରି ଲୋକପ୍ରିୟ ହେବେ। ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବ ଦୂର ହେବ। ପିଲାମାନେ ପରିଶ୍ରମୀ ହେବେ। ପାଠ ପଢା କୁ ନେଇ ଅଧିକ ଚିନ୍ତା କରିବେ।

ମକର : ଅଯଥା ଖର୍ଚ୍ଚ ଆପଣଙ୍କୁ ଅସୁବିଧାରେ ପକାଇବା। ଅନ୍ୟକୁ ଦୟାଭାବ ସହିତ କଥା ହୁଅନ୍ତୁ। ମନରେ ଅହଂକାର ରଖନ୍ତୁ ନାହିଁ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ପ୍ରମୋସନ ମିଳିବା ଖୁସିରେ ଖୁସି ହେବେ ପୁରା ପରିବାର।

କୁମ୍ଭ : ଦିନଟି ଭଲରେ ବିତିବ । ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। କେଉଁ ବି ସୋର୍ସରୁ ଅର୍ଥାଗମ ହେବ। ଏହା ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିବ। ପରିବାର ସହିତ ବାହାରକୁ ବୁଲି ଯାଇ ପାରନ୍ତି। ଭଲ ଜାଗାକୁ ବୁଲି ଯିବା ଯୋଗୁଁ ମନ ଅତ୍ୟନ୍ତ ଖୁସି ରହିବ।

ମୀନ : ସୁସ୍ଥ ଓ ନିରାମୟ ରହିବେ। ପୂର୍ବ ଚିନ୍ତିତ କାମରେ ଆଜି ସଫଳତା ମିଳିବ। କଠିନ ପରିଶ୍ରମ ଦ୍ବାରା ଆପଣ ସର୍ବଦା ସଫଳ ହେବେ। ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ । ବୁଲାବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ । ଯଦି ଆପଣ ଠିକ ଲୋକଙ୍କ ସମ୍ପର୍କ ଓ ନେବାଦେବା କରିବେ। ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାଗନ୍ତୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+