ଆଜିର ରାଶିଫଳ: ଆଜି ଦିନ ହେବ କି ପ୍ରେମମୟ?
କେମିତି ରହିବ ଆପଣଙ୍କ ଆଜିର ଦିନ ? ପ୍ରେମ,ଶିକ୍ଷା, ବ୍ୟବସାୟ ଆଦିରେ କଣ ରହିଛି ରାଶି ଉପରେ ଗ୍ରହର ସ୍ଥିତି? ଏସବୁ ବିଷୟ ରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ....
କେମିତି ରହିବ ଆପଣଙ୍କ ଆଜିର ଦିନ ? ପ୍ରେମ,ଶିକ୍ଷା, ବ୍ୟବସାୟ ଆଦିରେ କଣ ରହିଛି ରାଶି ଉପରେ ଗ୍ରହର ସ୍ଥିତି? ଏସବୁ ବିଷୟ ରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ....

ମେଷ: ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଉଛି଼ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ, ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି ସେଗୁଡିକର ସାମନା କରିବେ । ଭାବିଚିନ୍ତି କାମ କରନ୍ତୁ ।
ବୃଷ: ସୁସ୍ଥ ରହିବେ । ଆଜି ବିବାହ ଯୋଗ ରହିଛି । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ସୁଖବର ଖୁସିର କାରଣ ହେବ । ଆର୍ଥିକ ଖର୍ଚ୍ଚ ବଢିବ ।
ମିଥୁନ: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ । ଆପଣ କିଛିକାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ସୁସ୍ଥ ରହିବେ । ପରିବାର ସହ ସମୟ ବିତାଇବେ।
କର୍କଟ: ଆଜି ଆରାମରେ ରହନ୍ତୁ । ଶାରୀରିକ ଓ ମାନସିକ ଅବସ୍ଥା ଖରାପ ହୋଇପାରେ । ହଠାତ ଖର୍ଚ୍ଚ କରିବେ । ନୂଆ କାମ ଆରମ୍ଭ କରି ପାରନ୍ତି। ଆଜି ଯାତ୍ରା କରନ୍ତୁ ନାହିଁ । ନଚେତ୍ ଦୁର୍ଘଟଣାର ଶିକାର ହୋଇପାରନ୍ତି।
ସିଂହ: ଦିନସାରା ଶାରୀରିକ ଚିନ୍ତା ଓ ଅସୁସ୍ଥତାରେ ରହିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାବଧାନତାର ସହ ସରକାରୀ ତଥା ସମ୍ପତ୍ତି ଜନିତ କାଗଜରେ ହସ୍ତାକ୍ଷର କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ ।
କନ୍ୟା: ନିଜ ପ୍ରିୟଜନଙ୍କ ସହ ଭଲ ସମ୍ପର୍କ ରହିବ । ବନ୍ଧୁ ମିଳନ ହେବ । କୁଟିଳ ଲୋକଙ୍କୁ ଚିହ୍ନିବାରେ ସକ୍ଷମ ହେବେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରତିଷ୍ଠା ମିଳିବ।
ତୁଳା:ମନ ବଳ କମ ରହିବା ଯୋଗୁଁ କୌଣସି କାମ ସ୍ଥିର କରିବାରେ କଷ୍ଟ ହେବ। ଜରୁରୀ ଓ ନୂତନ କାମର ନିର୍ଣ୍ଣୟ ନିଅନ୍ତୁ ନାହିଁ । ଘରଲୋକଙ୍କ ସହିତ ପାଟିତୁଣ୍ଡ ହେବ । ନିଜ କଥା ଉପରେ ସଂଯତ ରଖନ୍ତୁ । କୌଣସି କାର୍ଯ୍ୟ ଲୁଚିଛପି କରନ୍ତୁ ନାହିଁ । ନଚେତ୍ ପରେ କେହି ସାହାଯ୍ୟ କରିବେ ନାହିଁ।
ବିଛା: ଆଜି ଦିନଟି ଏକ ସ୍ମରଣୀୟ ଦିନ । ଶାରୀରିକ ତଥା ମାନସିକ ଦୃଷ୍ଟିରୁ ଭଲ ରହିବ । ବହୁମୂଲ୍ୟ ସମୟ ନିଜ ପ୍ରିୟଜନଙ୍କ ପାଇଁ ଦେବେ । ଭଲ ଖବର ମିଳିବ । ବୁଲିବା ପାଇଁ ଯାଇପାରନ୍ତି।
ଧନୁ: ଆଜିର ଦିନ ଆପଣଙ୍କ ପାଇଁ କଷ୍ଟାଦୟକ ହେବ । ଘରେ ପାଟିତୁଣ୍ଡରେ ହୋଇପାରେ। ନିଜେ ଠିକରେ କଥାବାର୍ତ୍ତା କରନ୍ତୁ । ରାଗରୁଷା ଠାରୁ ନିବୃତ ରୁହନ୍ତୁ । ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବା ସହିତ ଖର୍ଚ୍ଚ ବଢିବ ।ସାବଧାନ ରୁହନ୍ତୁ।
ମକର: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ । ଆଜି ଆପଣ ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ସାକ୍ଷାତ ଲାଭ କରିପାରନ୍ତି । କୌଣସି ବନ୍ଧୁଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଉପହାର ପାଇପାରନ୍ତି । ଯାତ୍ରା ଯୋଗ ରହିଛି ।
କୁମ୍ଭ: ଆଜି ସୁଫଳଦାୟକ ଦିନ । ଅତି ସୁବିଧାର ସହ ସମସ୍ତ କାମ ସାରିବେ, ଯାହା ପାଇଁ ଆପଣ ଖୁସି ରହିବେ। କାର୍ଯ୍ୟସ୍ଥଳରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଜ କାମରେ ତୃପ୍ତ କରିବେ । ଯାହା ପାଇଁ ଏହା ପଦୋନ୍ନତି କରାଇବାରେ ସହାୟକ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ ।
ମୀନ: ଆଜି ଆପଣ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ହେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications