ଗଣେଶ ଚତୁର୍ଥୀରେ ଏହି ୩ଟି ରାଶିର ଭାଗ୍ୟ ବଦଳିବ
Ganesh Chaturthi: ହିନ୍ଦୁ ପାଞ୍ଚି ଅନୁସାରେ ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ଗଣେଶ ଚଚୁର୍ଥୀ ବା ଗଣେଶ ପୂଜା ପାଳନ କରାଯାଏ । ଏହି ବର୍ଷ ଗଣେଶ ପୂଜା ସେପ୍ଟେମ୍ବର ୭ ତାରିଖରେ ପାଳନ କରାଯିବ । ତେବେ ଏହି ଦିନ ଅତ୍ୟନ୍ତ ଶୁଭେ ବିବେଚନା କରାଯାଏ । ହେଲେ କିଛି ରାଶି ଉପରେ ଏହାର ଖୁବ୍ ଭଲ ପ୍ରଭାବ ପଡିବ । ଚାଲନ୍ତୁ ଜାଣିବା କେଉଁ କେଉଁ ରାଶିର ଭାଗ୍ୟ ଗଣେଶ ଚଚୁର୍ଥୀଠୁ ବଦଳିବା ପାଇଁ ଯାଉଛି ।
ବୃଷ ରାଶି- ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ଏହି ରାଶିର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କ ପାଇଁ ବିଶେଷ ଲାଭଦାୟକ ରହିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ ହାସଲ ପାଇବେ । ପ୍ରଶଂସାର ସାଉଁଟିବେ । ଶିକ୍ଷକଙ୍କଠାରୁ ସହାୟତା ପାଇବେ। ସେହିପରି କର୍ମକ୍ଷେତ୍ରରେ ଭଲ ପଦବୀ ପାଇବେ । ବ୍ୟବସାୟୀଙ୍କ ନୂଆ ବ୍ୟବସାୟ କିଛି ଆରମ୍ଭ କରିପାରନ୍ତି । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଧନ ଲାଭ ହେବ । ପାରିବାରିକ ଜୀବନରେ ସୁଖ ବୃଦ୍ଧି ପାଇବ।

କର୍କଟ ରାଶି- ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ସହଭାଗୀତାରେ କାମ ଆରମ୍ଭ କରିବା ଏହା ଏକ ଶୁଭ ସମୟ । ଆୟ ବୃଦ୍ଧି ହେବାର ସମୟ । ଦାମ୍ପତ୍ୟ ଜୀବନରେ ସାଥୀଙ୍କ ସହଯୋଗ ମିଳିବ । ଅନେକ ଦିନରୁ ଲାଗି ରହିଥିବା କାର୍ଯ୍ୟ ପୂରଣ ହେବ ।
କନ୍ୟା ରାଶି- ଭଗବାନ ଗଣେଶଙ୍କର କନ୍ୟା ରାଶିର ଲୋକମାନଙ୍କ ଉପରେ ବିଶେଷ ଆଶୀର୍ବାଦ ରହିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ କନ୍ୟା ରାଶି ଗଣେଶଙ୍କ ପ୍ରିୟ ରାଶି । ବ୍ୟବସାୟୀମାନେ ଲାଭରେ ରହିବା ସହ ବ୍ୟବସାୟକୁ ବିସ୍ତାର କରିପାରନ୍ତି। ଚାକିରି କରୁଥିବା ଲୋକଙ୍କ ଆୟ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରିକ ସୁଖ ବଜାୟ ରହିବ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications