Surya Grahan 2024: ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି, ରୁହନ୍ତୁ ସତର୍କ
Surya Grahan 2024: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି ଲାଗିବା ପାଇଁ ଯାଉଛି । ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହାର ସୂତକ ଅବଧି ବୈଧ ହେବ ନାହିଁ । ଯଜି ଆପଣ ଏହି ସୂର୍ଯ୍ୟ ପରାଗ ଦେଖିବା ପାଇଁ ଚାହୁଁଛନ୍ତି ତେବେ ଅନଲାଇନ୍ ମାଧ୍ୟମରେ ଦେଖିପାରିବେ । ନାସା ୟୁଟ୍ୟୁବ୍ ଚ୍ୟାନେଲରେ ସୂର୍ଯ୍ୟ ପରାଗ ସିଧା ପ୍ରସାରଣ କରାଯିବ । ଏହା ବ୍ୟତୀତ, timenddate.com ରେ ମଧ୍ୟ ସିଧା ପ୍ରସାରଣ କରାଯିବା ନେଇ ସୂଚନା ରହିଛି ।

ସୂର୍ଯ୍ୟପରାଗ ଆଜି ରାତି ୯.12 ରେ ଆରମ୍ଭ ହୋଅ ଅପରାହ୍ନ ରାତି ୧.୨୫ରେ ଶେଷ ହେବ। ଏହା ହେଉଛି 'ପୂର୍ଣ୍ଣ ସୂର୍ଯ୍ୟପରାଗ', ଏପରି ସୂର୍ଯ୍ୟପରାଗ ୫୪ ବର୍ଷ ପରେ ଦୃଶ୍ୟମାନ ହେବାକୁ ଯାଉଛି। ସେଥିପାଇଁ ।
ସୂର୍ଯ୍ୟପରାଗ ଆଜି ରାତି ୯.12 ରେ ଆରମ୍ଭ ହୋଅ ଅପରାହ୍ନ ରାତି ୧.୨୫ରେ ଶେଷ ହେବ। ଏହା ହେଉଛି 'ପୂର୍ଣ୍ଣ ସୂର୍ଯ୍ୟପରାଗ', ଏପରି ସୂର୍ଯ୍ୟପରାଗ ୫୪ ବର୍ଷ ପରେ ଦୃଶ୍ୟମାନ ହେବାକୁ ଯାଉଛି। ସେଥିପାଇଁ ଏହା ଖୁବ୍ ଖାସ । ଏହି ପରାଗ ଅଷ୍ଟ୍ରେଲିଆ, ପଶ୍ଚିମ ଏସିଆ, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ଉତ୍ତର ପୋଲ, ଦକ୍ଷିଣ ପୋଲ, ଆୟର୍ଲାଣ୍ଡ, କାନାଡା, ମେକ୍ସିକୋ, ଦକ୍ଷିଣ-ପଶ୍ଚିମ ୟୁରୋପରେ ଦୃଶ୍ୟମାନ ହେବା ନେଇ ସୂଚନା ରହିଛି ।












Click it and Unblock the Notifications