ଜାଣନ୍ତୁ ଆସନ୍ତକାଲି କିପରି କଟିବ ଆପଣଙ୍କ ଦିନ

ମେଷ:ଚାକିରୀ କ୍ଷେତ୍ରରେ ଉନ୍ନତି । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ । ବ୍ୟବସାୟରେ ଲାଭ ପାଇବାରୁ ମନ ଭଲ ରହିବ । ଧନଲାଭ ହେବ । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ । କର୍ମକ୍ଷେତ୍ରରେ ଚାପରେ ରହିପାରନ୍ତି । ଜୀବନସାଥୀଙ୍କ ସମର୍ଥନ ପାଇବେ ।ଦିନଟି ଆପଣଙ୍କ ପାଇଁ ଉତ୍ତମ ରହବି ।

ବୃଷ:ପୁରୁଣା ସାଙ୍ଗମାନଙ୍କ ସହ ଦେଖା ହୋଇପାରେ । ପିତାମାତାଙ୍କ ସମର୍ଥନ ପାଇବେ । ହେଲେ ଦିନର ଦ୍ୱିତୀୟ ଭାଗରେ ଘରେ ବିବାଦ ସୃଷ୍ଟି ହୋଇପାରେ । ଅନ୍ୟ ମାନଙ୍କ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ନିଜ ଜୀବନସାଥୀଙ୍କ ସହ ସମୟ ବିତାଇବା ପସନ୍ଦ କରିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି ।

horoscope

ମିଥୁନ:ବ୍ୟବସାୟରେ ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ସମ୍ମାନୀତ ହେବେ । ପାରିବାରିକ ସମସ୍ୟାର ସମାଧାନ ହେବ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସୁସ୍ୱାଦୁ ଭୋଜନ କରିବେ । ପିଲାମାନଙ୍କ ସହ ସମୟ ବିତାଇବେ ।

କର୍କଟ:ଅଯଥା କଥାକୁ ନେଇ ଚିନ୍ତାରେ ରହିବେ ଏବଂ ପରିବାରରେ ବିବାଦ ଦେଖିବା ପାଇଁ ମିଳିପାରେ । କିଛି ଶୁଭ ଖବର ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କ୍ଳାନ୍ତ ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟରେ ଉନ୍ନତି ହେବେ ।

ସିଂହ: ବ୍ୟବସାୟରେ ଶୁଭଫଳ ମିଳିବ । କର୍ମ କ୍ଷେତ୍ରରେ ମାନସମ୍ମାନ ମିଳିବ । ପାରିବାରିକ ଜୀବନ ସୁଖଦ ରହିବ । ବାକି ଦେଖିଥିବା ଟଙ୍କା ଫେରିପାଇବେ । ଭବିଷ୍ୟତ ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ଜଳଯାତ୍ରା କରନ୍ତୁ ନାହିଁ । ଆଜି ସତର୍କ ରୁହନ୍ତୁ ।

କନ୍ୟା: ବ୍ୟବସାୟରେ ଲାଭଜନକ ହେବ । ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପରିବାରର ବରିଷ୍ଠ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଚିନ୍ତାରେ ରହିବେ । ପଡୋଶୀଙ୍କ ସହ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । ନୂତନ ବସ୍ତୁ କ୍ରୟ କିରିବେ ।

ତୁଳା:ନିଜ ବ୍ୟବହାରରେ ସମସ୍ତଙ୍କୁ ନିଜର କରିବେ । ସନ୍ତାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ । ବ୍ୟବସାୟ କ୍ଷେତ୍ରରେ ଲାଭରେ ରହିବେ । ପରିବାର ସହ ସମୟ ବିତାଇବେ ।

ବିଛା: ବ୍ୟବସାୟରେ ସମ୍ପର୍କିତଙ୍କ ସହ ଅର୍ଥର କାରବାର କରନ୍ତୁ ନାହିଁ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଦିନଟି ଉତ୍ତମ ରହିବ । ସାଙ୍ଗସାଥିଙ୍କ ସହ ସମୟ ବିତାଇବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଜୀବନସାଥୀଙ୍କ ସହ ସମୟ ବିତାଇବା ପସନ୍ଦ କରିବେ ।

ଧନୁ:କର୍ମକ୍ଷେତ୍ରରେ କିଛି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟରେ କିଛି ଖାସ ଭଲା ପାଇବେ ନାହିଁ । ଘର ପାଇଁ କିଛି ନୂତନ ଦ୍ରବ୍ୟ କିଣି ପାରନ୍ତି । ଶୁଭ ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ।

ମକର: ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ କ୍ଷତି ସହିବା ପାଇଁ ପଡିପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିବ ।

କୁମ୍ଭ : କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ ।

ମୀନ: ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆର୍ଥିକ ଅବସ୍ଥା ଦୃଢ ହେବ । ଆଜି ଆପଣ ଏକ ନୂତନ ଆୟର ଉତ୍ସ ପାଇପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଆହୁରି ଗଭୀର ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+