ପର୍ସ'ରେ ରଖନ୍ତୁ ନାହିଁ ଭଗବାନଙ୍କ ଫଟୋ, ବଢିବ ସମସ୍ୟା
Vastu Tips: ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ପର୍ସରେ ରଖାଯାଇଥିବା କିଛି ଏପରି ଜିନିଷ ବ୍ୟକ୍ତିର ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଯେଉଁଥି ପାଇଁ ଅର୍ଥ ଅଭାବ ଲାଗି ରହିଥାଏ । ତେବେ ଏପରି କିଛି ଜିନିଷ ଆଦୌ ପର୍ସରେ ରଖିବା ଉଚିତ୍ ନୁହେଁ। ଚାଲନ୍ତୁ ଜାଣିବା କ'ଣ ପର୍ସରେ ରଖିବା ଉଚିତ ।
ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ପର୍ସରେ କେବେ ବି ଟଙ୍କା ମୋଡିକି ରଖନ୍ତୁ ନାହିଁ । ନୋଟ୍ ସବୁ ବେଳେ ସିଧା ଏବଂ ସଜେଇକି ରଖନ୍ତୁ । କୌଣସି ତୀକ୍ଷ୍ଣ କିମ୍ବା ଧାତୁ ଜିନିଷକୁ ପର୍ସରେ ରଖିବା ଉଚିତ୍ ନୁହେଁ । ପର୍ସରେ ଛୁରୀ, ପିନ୍ ଏବଂ ଚାବି ଭଳି ଜିନିଷ ରଖିବା ଅନୁଚିତ । ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଏପରି କରିବା ଦ୍ୱାରା ବ୍ୟକ୍ତି ଧୀରେ ଧୀରେ ଦାରିଦ୍ର ଆଡକୁ ଗତି କରିଥାଏ ।

ପର୍ସକୁ କେବେବି ଖାଲି ରଖିବା ଉଚିତ୍ ନୁହେଁ । ଏହା ଅର୍ଥ ଅଭାବର ଏକ ସଙ୍କେତ । ତେଣୁ, ଅଳ୍ପ ପରିମାଣରେ ହେଲେ ମଧ୍ୟ ସବୁ ବେଳେ ପର୍ସରେ ଟଙ୍କା ରଖନ୍ତୁ । ବିଲ୍ କିମ୍ବା ପୁରୁଣା ରସିଦ ପରି ଜିନିଷକୁ ନିଜ ପର୍ସ କିମ୍ବା ୱାଲେଟରେ ରଖନ୍ତୁ ନାହିଁ ।
ପର୍ସରେ କାଗଜ ରଖିବା ଦ୍ବାରା ରାହୁଙ୍କ ଦୋଷ ସୃଷ୍ଟି ହୁଏ । ଯାହା ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି କରିଥାଏ । ତେଣୁ ପର୍ସରୁ ପୁରୁଣା ଜିନିଷ ରଖନ୍ତୁ ନାହିଁ । ସେହିପରି ପିତୃପୁରୁଷଙ୍କୁ ସମ୍ମାନ ଦେବା ଉଚିତ୍ କିନ୍ତୁ ସେମାନଙ୍କ ଫଟୋ କେବେ ବି ପର୍ସରେ ରଖିବା ଉଚିତ୍ ନୁହେଁ । ଏପରିକି ପର୍ସରେ ଭଗବାନଙ୍କ ଫଟୋ ମଧ୍ୟ କେବେବି ରଖିବା ଉଚିତ୍ ନୁହେଁ ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications