ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ଦେଖା ଦେବ ଆର୍ଥିକ ସମସ୍ୟା

Astro Tips: ଶାସ୍ତ୍ର ଅନୁସାରେ ଦାନ ଦେବାର ଏକ ବିଶେଷ ମହତ୍ୱ ରହିଛି । ଦାନ କରିବା ଦ୍ୱାରା ଜୀବନରେ ଶାନ୍ତି ରହିଥାଏ । ହେଲେ କିଛି ଏପରି ଜିନିଷ ଅଛି ଯାହାକୁ ଦାନ ଦେଲେ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ ଏବଂ ଜୀବନରେ ଅଶାନ୍ତି ବୃଦ୍ଧି ପାଇଥାଏ ।

ଶାସ୍ତ୍ର ଅନୁସାରେ ଘରେ ବ୍ୟବହାର କରୁଥିବା ଷ୍ଟିଲ ବାସନ ଦାନ କରିବା ଉଚିତ୍ ନୁହେଁ । ତେବେ ଷ୍ଟିଲ୍ ସାମଗ୍ରୀ ଚୋରି କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ । ତେବେ ଷ୍ଟିଲ ବାସନ ଦାନ କଲେ ଜୀବନରେ ସୁଖ, ଶାନ୍ତି ଦୂର ହୋଇଥାଏ ଏବଂ ଘରେ ଝଗଡ଼ା ବୃଦ୍ଧି ପାଇଥାଏ ।

Astrology

ଅଇଁଠା ଖାଦ୍ୟ-ବାସି ବା ଅଇଁଠା ଖାଦ୍ୟ ଦାନ କରିବା ଅନୁଚିତ୍ । ଏପରି କରିବା ଦ୍ୱାରା ଘରେ ସର୍ବଦା ଧନର ଅଭାବ ଲାଗି ରହିଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ସେହିପରି କାହାରି ଅଇଁଠା ଖାଦ୍ୟ ଖାଇବା ମଧ୍ୟ ଅନୁଚିତ୍ ।

ଝାଡୁ: ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତିକ ଭାବରେ ବିବେଚନା କରାଯାଏ । କୁହାଯାଏ ଝାଡୁକୁ ଗୋଇଠା ମଧ୍ୟ ମାରିବା ଅନୁଚିତ୍ କାରଣ ଏହା ଧନ, ସମୃଦ୍ଧତା, ସୌଭାଗ୍ୟର ପ୍ରତିକ । ତେବେ ଝାଡୁ ଦାନ କରିବା ଅନୁଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+