Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: କେମିିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ

କିପରି ବିତିବ ଆପଣଙ୍କ ଦିନ ? ପ୍ରେମ ସଂପର୍କର କିପରି ରହିବ ସ୍ଥିତି ? ଶିକ୍ଷା, ପାରିବାରିକ ଜୀବନ, ଭବିଷ୍ୟତ ଓ ବିଦେଶ ଯାତ୍ରା ଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିିଆ ରାଶିଫଳ ସହ ଯୋଡି ହୋଇ ରୁହନ୍ତୁ ...

କିପରି ବିତିବ ଆପଣଙ୍କ ଦିନ ? ପ୍ରେମ ସଂପର୍କର କିପରି ରହିବ ସ୍ଥିତି ? ଶିକ୍ଷା, ପାରିବାରିକ ଜୀବନ, ଭବିଷ୍ୟତ ଓ ବିଦେଶ ଯାତ୍ରା ଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିିଆ ରାଶିଫଳ ସହ ଯୋଡି ହୋଇ ରୁହନ୍ତୁ ...

rashi

ମେଷ: ଆପଣ ମାନସିକଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । ଯଦିଓ ଅମଲାତନ୍ତ୍ର ସମ୍ୱଦ୍ଧୀୟ କାର୍ଯ୍ୟ ଆପଣଙ୍କୁ ଲାଭବାନ କରାଇବ । କାର୍ଯ୍ୟାଳୟରେ ପ୍ରଚୁର କାମ ଆପଣଙ୍କୁ ଅପେକ୍ଷା କରୁଛି । ଏହା ସାମାନ୍ୟ ସମୟ ଅପେକ୍ଷା ଅଧିକ ଲାଗିପାରେ । ଫଳ ସ୍ୱରୁପ, ସନ୍ଧ୍ୟା ଯୋଜନା ସ୍ଥଗିତ ହୋଇପାରେ ।

ବୃଷ : ଦୃଢ ଇଚ୍ଛାଶକ୍ତି ଯୋଗୁଁ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଆର୍ଥିକ ଲାଭ ଅର୍ଜନ କରିବେ । ଛାତ୍ର ମାନଙ୍କ ପାଇଁ ଏହା ଏକ ଭଲ ସମୟ ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି ।

ମିଥୁନ: ଘରୋଇ କାର୍ଯ୍ୟ କ୍ଷେତ୍ର ରେ ଲାଭବାନ ହେବେ। ଆପଣ ଙ୍କ ପଡୋଶୀ ଙ୍କ ବ୍ୟବହାର ରେ ଦୁଃଖୀ ହେବେ। କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ ହେବେ। ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।

କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ଅନ୍ୟ କାହା ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ଘରେ ପଡ଼ିବ । ଆପଣଙ୍କ ମନର କଥା ପରିପ୍ରକାଶ କରନ୍ତୁ । ଛାତ୍ରଛାତ୍ରୀ ମାନେ ନିରାଶ ହୁଅନ୍ତୁ ନାହିଁ।

ସିଂହ: ମାଆ ବାପାଙ୍କ ଏବଂ ଗୁରୁଜନମାନଙ୍କ ପକ୍ଷ ରୁ ଲାଭ ପ୍ରାପ୍ତ କରିବେ। ଆପଣଙ୍କର ଅଂହକାରକୁ ଦୂର କରନ୍ତୁ । ଆପଣଙ୍କର ବକ୍ତବ୍ୟ ଏବଂ କ୍ରୋଧକୁ ସଂଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ।

କନ୍ୟା: ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ ,ନଚେତ୍‍ ଆପଣ ଅସୁବିଧା ରେ ପଡ଼ିବେ । ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୁଳଭାବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ଆପଣ ତରତର ଭାବେ କାର୍ଯ୍ୟ କରିବେ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କହିବେ , ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ୱ ଉପରେ ଚିନ୍ତାର କାରଣ ହୋଇପାରେ । ପରେ ନିଜକୁ ଦୋଷୀ ଅନୁଭବ କରିବେ , ତେଣୁ ସାବଧାନ ରୁହନ୍ତୁ!

ତୁଳା: ବନ୍ଧୁ ସାକ୍ଷାତ ହୋଇପାରେ । ବନ୍ଧୁ ମାନଙ୍କ ସହ ଯୋଜନା କରିପାରନ୍ତି ବୁଲିଯିବା ପାଇଁ ,ଅଥବା ସେଠାରେ ମଧ୍ୟାନ୍ନ ଭୋଜନ କିମ୍ୱା ବନ୍ଧୁଙ୍କ ଦ୍ୱାରା ମଧ୍ୟ ହୋଇପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ସ୍ତ୍ରୀଙ୍କ ସହ ମଧୁର ସମ୍ପର୍କ ରହିବ ।

ବିଛା: ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ । କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ! ସଫଳତା ପାଇଁ ଉତ୍ସବ ପାଳନ କରନ୍ତୁ, ଯେହେତୁ ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।

ମକର: ସବୁ କାର୍ଯ୍ୟ ଠିକ୍‍ ଠାକ୍‍ ଚାଲିଥିବା ସତ୍ୱେ ଆପଣ ସନ୍ତୁଷ୍ଟ ନୁହନ୍ତି । ନକାରାତ୍ମକ ଚିନ୍ତା ଛାଡନ୍ତୁ । ଗଣ୍ଠି ଜନିତ ଯନ୍ତ୍ରଣା ଅନୁଭବ ହେବ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜ ବ୍ୟବସାୟୀ ସାଥି ସହିତ ଶତ୍ରୁତା ହୋଇପାରେ । ସାବଧାନ ରୁହନ୍ତୁ ।

କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭାବ ଏବଂ ଉତ୍ସାହରେ ଭରା ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମ ବିଶ୍ୱାସ ଯୋଗୁଁ ଆପଣ ସଫଳ ହେବେ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ, ଏପରିକି ଯଦି ଇଚ୍ଛା କରୁଛନ୍ତି, ଏକ ନୂଆ ଗାଡି ମଧ୍ୟ କିଣି ପାରନ୍ତି ।

ମୀନ: ଘରେ ଏକ ଶାନ୍ତ ବାତାବରଣ ସୃଷ୍ଟି ହେବ । ସହଯୋଗୀଙ୍କ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ କରିବ । ଏହି ପରିସ୍ଥିତିରେ ଆକ୍ରମଣାତ୍ମକ ହୁଅନ୍ତୁ ନାହିଁ ଯେଉଁଠାରେ ମିଠା କଥା କହି ଆପଣ ସହଜରେ କାମ କରାଇପାରିବେ । ଆପଣଙ୍କ ମାଆଙ୍କ ଆଡୁ ଆପଣ ଭଲ ଖବର ଆଶା କରୁଛନ୍ତି କି ? ଏହା ନିଶ୍ଚିତ ଆଜି ଆସୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+