କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ଜାଣନ୍ତୁ
କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ? ଏନେଇ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ? ଏନେଇ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଆପଣ ମାନସିକ ଭାବରେ ବିଶ୍ରାମବିହୀନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମନ ଲଗାଇବାରେ ସକ୍ଷମ ହେବେ ନାହିଁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ସ୍ଥଗିତ ରଖନ୍ତୁ । ଅଫିସ୍ ତରଫରୁ ଗୋଟିଏ ଯାତ୍ରାର ଆଶଙ୍କା ଅଛି । ଦେଖି ଚାହିଁ କାମ କରନ୍ତୁ।
ବୃଷ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳମୟ ହେବ ।ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନଚେତ୍ ଆଗାମୀ ଦିନ ଗୁଡ଼ିକ କଷ୍ଟ ସହିତ ବିତେଇବାକୁ ପଡିପାରେ।
ମିଥୁନ: ଆଜି ଦିନରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ବଢିଆ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧି, ଏବଂ ବନ୍ଧୁ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍ କରି ଆନନ୍ଦ ନେଇପାରନ୍ତି । ଶରୀର ସୁସ୍ଥ ରହିବ ।
କର୍କଟ: ଆଜି ଦିନରେ ଆପଣ ଦ୍ୱନ୍ଦ ଭିତରେ ରହିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବା ନେଇ ଭାବନ୍ତୁ। ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହେବାର ଦେଖାଦେଇପାରେ । ଆପଣ ପାଟିରେ ଲଗାମ ରଖନ୍ତୁ ଏବଂ ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ମହିଳାମାନେ ସ୍ୱାର୍ଥବିହୀନ ଏବଂ ବୃହତ୍ମନା ହୋଇପାରନ୍ତି । ଗୋଟିଏ ଭଲ ଜାଗାକୁ ବୁଲିଯିବାର ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ ହେବେ ତେବେ ସୁଯୋଗ ହାତଛଡା ହୋଇଯିବ ।
କନ୍ୟା: ଆଜି ଆପଣଙ୍କ ଚିନ୍ତା ବଢିବ । ବ୍ୟବସାୟ, ପାରିବାରିକ ସମସ୍ୟା ଦୂର ହୋଇପାରେ। ପରିବାର ସହ ସମୟ ଅତିବାହିତ କରନ୍ତୁ। ଭ୍ରମଣ ସମୟରେ ଧ୍ୟାନ ରଖନ୍ତୁ କେହି ଯେମିତି ଆପଣଙ୍କ ଠାରୁ ଦୂରେଇ ନଯାଆନ୍ତି । ସମସ୍ତଙ୍କ ସହ ସମ୍ପର୍କ ମଜବୁତ ହେବ ।
ତୁଳା: ଆଜି ଦିନଟି ବ୍ୟବସାୟୀମାନଙ୍କ ପାଇଁ ଭଲ ରହିବ । ପେଶାଦାର ମାନେ ଏବଂ ଅଫିସ୍ ଯାଉଥିବା ଲୋକମାନେ ସହକର୍ମୀମାନଙ୍କଠାରୁ ଆଶ୍ଚର୍ଯ୍ୟଜନକ ସହଯୋଗ ପାଇବେ। ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ଯାତ୍ରା କରି ପାରନ୍ତି।
ବିଛା: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ । ନିଜର ଦକ୍ଷତା ଉପରେ ଭରସା ରଖ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦ ଯନ୍ତ୍ରଣା ହୋଇପାରେ ।
ଧନୁ: ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳାମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ ।
ମକର: କାର୍ଯ୍ୟ ଚାପ ଆପଣଙ୍କୁ ବିରକ୍ତ କରିବ। ମିଟିଙ୍ଗଗୁଡିକରେ ପାଳନକାରୀ ଓ ସତର୍କ ରହିବା ଦ୍ଵାରା ଆପଣ ଦୀର୍ଘ ସମୟର ଲାଭ ପାଇପାରିବେ ଓ ଅନେକ ଉପାୟରେ ଲାଭବାନ ହୋଇପାରେ ଯାହାର ଆପଣଙ୍କ କୌଣସି ଆଶା ନଥିବ ।
କୁମ୍ଭ: ବିଦେଶରୁ ଆପଣଙ୍କ ପାଇଁ ଭଲ ଖବର ଆସି ଆପଣ ପାଇଁ ଖୁସି ଆଣିଦେବ । ସବୁ ସକାରାତ୍ମକ ଦେଖାଯାଉଛି ଓ ଏହା ଆପଣଙ୍କ ମନୋଭାବରେ ମଧ୍ୟ ପ୍ରତିଫଳିତ ହେଉଛି । ଆପଣଙ୍କ ଖୁସିକୁ ଆପଣଙ୍କ ପରିବାର ସହ ବାଣ୍ଟନ୍ତୁ।
ମୀନ: ଆଜି ଆପଣଙ୍କୁ କେହି ଫସାଇ ଦେଇ ପାରେ। ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ପତି-ପତ୍ନୀଙ୍କ ସହ ପୁରୁଣା ବିବାଦର ସମାଧାନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବିଶେଷ ଅର୍ଥହାନୀ ଘଟିବ ନାହିଁ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications