ଆଜିର ରାଶିଫଳ: ଜାଣନ୍ତୁ କିପରି ବିତିବ ଦିନ
ଆଜି କେମିତି ବିତିବ ଆପଣଙ୍କ ଦିନ ? ଶିକ୍ଷା, ପାରିବାରିକ ଜୀବନ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହ ଯୋଡି ହୁଅନ
ଆଜି କେମିତି ବିତିବ ଆପଣଙ୍କ ଦିନ ? ଶିକ୍ଷା, ପାରିବାରିକ ଜୀବନ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହ ଯୋଡି ହୁଅନ୍ତୁ ..

ମେଷ: ଆପଣଙ୍କର ଆଜିର ଦିନଟି ଚିନ୍ତାରେ ବିତିପାରେ। ଅନ୍ୟ କାହା ସହ ସମ୍ପର୍କ ଅଧିକ ଭଲ କରିବା ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ଆଜି ଧନ ପ୍ରାପ୍ତିର ସୁଯୋଗ ରହିଛି। ବିବାହ ସମ୍ବନ୍ଧୀୟ ଭଲ ଖବର ଆସିପାରେ।
ବୃଷ: ଆଜି ଆପଣ ପରିବାର ସହିତ ସମୟ ଅତିବାହିତ କରିବେ। ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ ହେବ। ଦର୍ଶନୀୟ ସ୍ଥାନକୁ ଯିବାର ଯୋଜନା କରିବେ। ଆତ୍ମବିଶ୍ବାସ ବୃଦ୍ଧି ହେବ।
ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ । ବିନା ସହାଯ୍ୟରେ ଧନ ପ୍ରାପ୍ତି ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ ।ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ ।
କର୍କଟ: ଆଜି ଆପଣ କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତ ନିଅନ୍ତୁ ନାହିଁ । ଆପଣଙ୍କର ଭାବିଚିନ୍ତି କଥା କୁହନ୍ତୁ ,ନଚେତ୍ ଆପଣଙ୍କର ପରିବାରରେ ବିବାଦ ଦେଖା ଦେଇପାରେ । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁ ଥିବା ଭୁଲ ବୁଝାମଣାକୁ ଦୂରେଇ ଦେବା ବହୁତ ଭଲ ହେବ।
ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବ । ଅନ୍ୟ ଠାରୁ ସାହାଯ୍ୟ ମିଳିପାରେ । ପରିବାର ସହ ସମୟ ଅତିବାହିତ କରନ୍ତୁ। ଭ୍ରମଣ ସମୟରେ ଧ୍ୟାନ ରଖନ୍ତୁ କେହି ଯେମିତି ଆପଣଙ୍କ ଠାରୁ ଦୂରେଇ ନଯାଆନ୍ତି । ବିବାହ ନେଇ ଖବର ଆସିପାରେ । ମହିଳା ମାନେ ଆଜି ପରିଶ୍ରମୀ ହେବେ ।
କନ୍ୟା: ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଅନ୍ୟମାନଙ୍କ ନିକଟରେ ପ୍ରଶଂସିତ ହେବେ । ବାକି ଥିବା କାମଗୁଡିକ ଆଜି ସଫଳତାର ସହିତ ଶେଷ କରିବେ ।
ତୁଳା: କର୍ମକ୍ଷେତ୍ରରେ ସହନଶୀଳ ହେବେ। କ୍ଷମତାରେ ଥିବା କେହି ଜଣେ ଥଟ୍ଟାମଜା କରିବେ। ମନୋବଳ ଦୃଢ ହେତୁ ଅସୁବିଧାରୁ ମୁକୁଳିବେ। ସହଜରେ ସମସ୍ତ ସମସ୍ୟାର ସମାଧାନ କରିବେ, ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ନୂତନ ଯାନବାହନ କିଣିପାରନ୍ତି ।
ବିଛା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ଅତୀତକୁ ମନେ ପକାଇ ଯନ୍ତ୍ରଣା ପାଇବେ । ସାଙ୍ଗସାଥୀଙ୍କ ସହ ସମୟ ବିତାଇବେ। ଜୀବନସାଥୀଙ୍କୁ ମନ କଥା କହିବେ। ମନ୍ଦିର ଯାଆନ୍ତୁ ଶୁଭଫଳ ପ୍ରାପ୍ତି ହେବ।
ଧନୁ: ଆପଣ ଆପଣଙ୍କ ହିତକୁ ଯେପରି ଜୀବନ୍ତ ରଖୁଛନ୍ତି ତାହା ଆପଣଙ୍କ ମସ୍ତିଷ୍କକୁ ବ୍ୟସ୍ତ ରଖୁଛି । ଆପଣଙ୍କୁ ଯାହା ଭଲ ଲାଗେ, ସେ ବଗିଚା କାମ ହେଉ, କି ରୋଷେଇ ଏପରିକି ପୁରୁଣା ବହି ପଢିବା ମଧ୍ୟ ହେଉ, ତାହା କରନ୍ତୁ ।
ମକର: ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ହେଉଛି ଭଲ ଦିନ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡିପାରେ ।
କୁମ୍ଭ: ଏକ ଅପ୍ରୀୟ ପରିସ୍ଥିତି ଆପଣଙ୍କ ସମ୍ମୁଖକୁ ବାସ୍ତବିକତାକୁ ଆଣିବ । ବର୍ତ୍ତମାନ ଆପଣ ଅନୁଭବ କରିବେ ଭଗବାନଙ୍କ ପ୍ରତି ଆପଣଙ୍କ ଥିବା ଭକ୍ତିରୁ ଆପଣ କେତେ ଶକ୍ତି ପାଇଥାଆନ୍ତି ।
ମୀନ: ଆଜି ସାହିତ୍ୟ ସମ୍ୱନ୍ଧୀୟ କୌଣସି ନୂତନ ତଥ୍ୟ ଲୋକଲୋଚନକୁ ଆଣିପାରନ୍ତି । ଏହା ଆପଣଙ୍କ ଦକ୍ଷତାର ପ୍ରମାଣ ଦେଇପାରେ । ଲେଖା ଲେଖିରେ ମଧ୍ୟ ଆପଣ ସମୟ ବିନିଯୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମାଳାପ ତଥା ମୌଜ ମଜଲିସରେ ସମୟ ଅତିବାହିତ ହେବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications