ଆଜିର ରାଶିଫଳ : କେମିତି ରହିବ ଆପଣଙ୍କ ଦିନ, ଜାଣନ୍ତୁ
କେମିତି କଟିବ ଆପଣଙ୍କ ଆଜିର ଦିନ? ପ୍ରେମ, ଶିକ୍ଷା, ପରିବାରରେ କେମିତି ରହିବ ରାଶି ଉପରେ ଗ୍ରହର ସ୍ଥିତି, ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ୍ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ।
କେମିତି କଟିବ ଆପଣଙ୍କ ଆଜିର ଦିନ? ପ୍ରେମ, ଶିକ୍ଷା, ପରିବାରରେ କେମିତି ରହିବ ରାଶି ଉପରେ ଗ୍ରହର ସ୍ଥିତି, ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ୍ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ।

ବୃଷ: ପୂର୍ବରୁ ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ପାରିବାରରେ ସବୁ ଭଲ ରହିବ। ପରିବାର ସହ ସମୟ ବିତାନ୍ତୁ।
ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଗରିବଙ୍କୁ ଥିସାହାଯ୍ୟ କରିବେ । ଏପରି କରିବା ଦ୍ବାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ । ହସ ଖୁସିରେ ଦିନଟି ବିତିବ। ଦିନଟି ଆପଣଙ୍କ ପାଇଁ ଏତେ ଟା ଖରାପ ନୁହେଁ।
କର୍କଟ: ଆଜି ଆପଣଙ୍କ ଦିନଟି ଭଲ ନାହିଁ । କୌଣସି ଏକ କଥା କୁ ନେଇ ଚିନ୍ତିତ ରହିବେ । କାହାକୁ କଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ ମତାନ୍ତର ହୋଇପାରେ। ଅଯଥା ଅର୍ଥ ହାନି ହୋଇପାରେ । କିଛି ଅସୁବିଧାର ସମ୍ମୁଖିନ ହେବେ । ସତର୍କ ରୁହନ୍ତୁ।
ସିଂହ: ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ । ଦିନଟି ଖୁବ୍ ଭଲରେ ବିତିବ।
କନ୍ୟା: ବ୍ୟବସାୟ ଓ ଅବସର ମଧ୍ୟରେ ସମନ୍ୱୟ ରହିବ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ନଚେତ୍ ଅସୁବିଧାରେ ପଡ଼ି ପାରନ୍ତି। ପୁରୁଣା ବନ୍ଧୁ ଦେଖା ହୋଇପାରନ୍ତି।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଚମତ୍କାର । କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆଜି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି। । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସହ ସମୟ ବିତାନ୍ତୁ।
ବିଛା: କୌଣସି ଦୁର୍ଘଟଣାର ସାମ୍ନା କରି ପରାନ୍ତି, ଇଥିପରତି ସାବଧାନ ରୁହନ୍ତୁ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳହ ଉପୁଜିପାରେ । ଦେହ ଓ ମନ ଭଲ ରହିବ ନାହିଁ । ବ୍ୟସ୍ତ ଲାଗିବ । ବିଳାସବ୍ୟସନରେ ଅର୍ଥହାନି ହେବ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ ।
ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ। ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।ଆଜିର ଦିନ ଟି ଆପଣଙ୍କର ଭଲ ରେ କଟିବ।
କୁମ୍ଭ: ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । ଅଫିସରେ କାର୍ଯ୍ୟ ବ୍ୟସ୍ତ ରହିବେ । ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ପ୍ରେମିକାଙ୍କ ଦିନଟି ଭଲରେ କଟିବ ନାହିଁ। ଅସୁସ୍ଥତାର ପ୍ରଭାବ ସବୁଥିରେ ପଡ଼ିବ।
ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଧରଣର ଦିନ । ବେଶୀ ପରିଶ୍ରମ କରି ଅଧିକ କାର୍ଯ୍ୟ କରନ୍ତୁ ନାହିଁ । ମାତ୍ର ପରିଶ୍ରମର ଫଳ ମିଠା । କାମ କରିବା ପରେ ଅପଣକଙ୍କୁ ଶାନ୍ତି ମିଳିବ। ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ । ନଚେତ୍ ଅଯଥା ଅର୍ଥହାନୀ ହେବ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications