ଦୈନିକ ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ଆଜି କମ୍ ପ୍ରୟାସରେ ବଡ଼ ସଫଳତା ମିଳିବ
ଦୈନିକ ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ଆଜି କମ୍ ପ୍ରୟାସରେ ବଡ଼ ସଫଳତା ମିଳିବ
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।
ମେଷ: କୌଣସି ଶୁଭ ଖବର ପାଇପାରନ୍ତି । ପରିବାରରେ ସୁଖ, ଶାନ୍ତି ବଜାୟ ରହିବ । ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଆଶା କରୁଥିବା ଦିଗରେ ସଫଳତା ପାଇବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ଆବଶ୍ୟକ । ଆଜି ଆପଣ ବହୁତ କ୍ଲାନ୍ତ ଏବଂ ଭାରପ୍ରାପ୍ତ ଅନୁଭବ କରିପାରନ୍ତି । ପରିବାରକୁ ସମୟ ଦିଅନ୍ତୁ ।

ମିଥୁନ: ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ସ୍ୱାଭାବିକ ରହିବ । ଆଜି ଆପଣ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ସମର୍ଥନ ପାଇବେ, ଆଜି ଆପଣ ନିଜ ପିତାଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଛାତ୍ରଛାତ୍ରୀ ଆଜି କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡିକରେ ସଫଳତା ପ୍ରାପ୍ତ କରିବେ ।
କର୍କଟ: ଆଜି ସାବଧାନ ରୁହନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ମନ ଶାନ୍ତ କରି କାମ କରନ୍ତୁ ।ଆର୍ଥିକ ଅବସ୍ଥା ଖରାପ ହୋଇପାରେ । ଲାଭ ପାଇବା ପାଇଁ ବ୍ୟବସାୟୀମାନଙ୍କୁ ଆଜି କଠିନ ପରିଶ୍ରମ କରିବାକୁ ପଡିପାରେ । କଠିନ ପରିଶ୍ରମ ବ୍ୟର୍ଥ ହେବ ନାହିଁ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି ।
ସିଂହ: ପରିବାର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିମାନେ ଟଙ୍କା ପ୍ରସଙ୍ଗରେ ବହୁତ ସତର୍କ ରୁହନ୍ତୁ । ଅନ୍ୟମାନଙ୍କ ପରାମର୍ଶରେ ବ୍ୟବସାୟିକ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ସ୍ୱାଭାବିକ ହେବାକୁ ଯାଉଛି ।
କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣ ପୁରସ୍କୃତ ହେବେ । ଆପଣ ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଖୁସି ଦ୍ଵିଗୁଣିତ ହେବ। ସରକାରୀ ଚାକିରି କରୁଥିବା ବ୍ୟକ୍ତି ମାନେ ଆଜି ଉଚ୍ଚ ପଦବୀ ପାଇବା ସମ୍ଭାବନା ରହିଛି । ଖୁଚୁରା ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ସମ୍ଭବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ତୁଳା: ଆଜି ଦିନଟି ଶୁଭ ରହିବ । ସବୁ କ୍ଷେତ୍ରରେ ସଫଳ ହେବେ । ନୂଆ ଘର ଆଦି କ୍ରୟ କରି ପାରନ୍ତି । ପିଲାମାନେ ଜିଦଖୋର୍ ହେବେ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି ।
ବିଛା: କାର୍ଯ୍ୟରତ ବ୍ୟକ୍ତି ଆଜି ଯାତ୍ରା କରିପାରନ୍ତି । ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ, ସଠିକ୍ ଫଳାଫଳ ପାଇବେ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି । ଆୟ ତୁଳନାରେ ବ୍ୟୟ କରନ୍ତୁ ।
ଧନୁ: ଭଲ ଭାବରେ ଚିନ୍ତା କରିବା ପରେ ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କ ଜୀବନସାଥୀ ଆପଣଙ୍କର ସମର୍ଥନ ଆବଶ୍ୟକ କରନ୍ତି । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ବୃତ୍ତିଗତ ଜୀବନକୁ ନେଇ ଚିନ୍ତାରେ ରହିବେ । ଅଧିକ ଚାପ ନିଅନ୍ତୁ ନାହିଁ । ସଠିକ୍ ସମୟ ଆସିଲେ, ଆପଣଙ୍କୁ ସୁଫଳ ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।
ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ । ତେବେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଅର୍ଥ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ । ପାରିବାରିକ ଜୀବନର ଅବସ୍ଥା ସୁଖଦ ହେବ ।
କୁମ୍ଭ: ଦୀର୍ଘ ସମୟ ପରେ ଆଜି ଆପଣ ନିଜ ସାଥୀଙ୍କ ସହିତ ସମୟ ବିତାଇବେ । ଯଦି ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଅନ୍ୟପକ୍ଷରେ, ବ୍ୟବସାୟୀମାନଙ୍କ ପାଇଁ ଆଜି ଭଲ ଦିନ ସ୍ୱାସ୍ଥ୍ୟ ଭଳ ରହିବ ।
ମୀନ: ମାନସିକ ସ୍ତରରେ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଆର୍ଥିକ ଅବସ୍ଥା ଭଲ ହେବ । ନିଜ ଜୀବନସାଥୀ ସହିତ ସମ୍ପର୍କରେ ସ୍ୱଚ୍ଛତା ରଖନ୍ତୁ । ମିଥ୍ୟା କହିବା ଠାରୁ ଦୂରେଇ ରୁହନ୍ତୁ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications