ଆଜିର ରାଶିଫଳ : ଭଲରେ ବିତିବ ଆପଣଙ୍କ ଦିନ
ପ୍ରେମ, ଶିକ୍ଷା, ବ୍ୟବସାୟ ଓ ବିଦେଶ ଭ୍ରମଣ ଯୋଗ ଆଦି ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା, ବ୍ୟବସାୟ ଓ ବିଦେଶ ଭ୍ରମଣ ଯୋଗ ଆଦି ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ନିଜର ଶରୀରର ଅସୁସ୍ଥତା ଲାଗି ରହିବ। ମନ ଭଲ ନ ଥିବାରୁ ଖୁସି ମିଳିବ ନାହିଁ । ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ହେବ। ପରିବାର ସଦସ୍ୟଙ୍କ ସହ ମନୋମାଳିନ୍ୟ ହେଇପାରେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ।
ବୃଷ: କ୍ରୋଧ ନିୟନ୍ତ୍ରଣ କରନ୍ତୁ। ପରିବାର ସହିତ ସମୟ ବିତାନ୍ତୁ। ମାନସିକ ଶାନ୍ତି ପାଇଁ ନୂଆ ସ୍ଥାନକୁ ବୁଲି ଯାଆନ୍ତୁ। ବହି ପଢନ୍ତୁ। ବ୍ୟବସାୟୀଙ୍କୁ ଆଜି ନିଜ ପାର୍ଟନର ଙ୍କ ଠାରୁ ସହଯୋଗ ମିଳିବ।
ମିଥୁନ: ନୂତନ ଏବଂ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିପାରେ। ସ୍ତ୍ରୀଙ୍କ ସହ କ୍ବଲିଟୀ ଟାଇମ ବିତାଇବା ସହିତ ଦୂର ଯାତ୍ରା କରିବେ । ନୂତନ ବସ୍ତ୍ର କିଣିବା ଯୋଗ ରହିଛି। ଆଜି କାହା ସହ ପ୍ରେମ ହୋଇପାରେ। ନିଜ କଥାରେ ଆଜି କାହାକୁ ବସିଭୁତ କରିପାରନ୍ତି। ଶାରୀରିକ ସୁସ୍ଥତା , ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ।
କର୍କଟ: ଆପଣଙ୍କ ପାଇଁ ଦିନଟି ଶୁଭ ଫଳ ଦାୟକ। ପାରିବାରିକ ସମ୍ପର୍କ ଭଲ ରହିବ । ଶାରୀରିକ ସୁସ୍ଥତା ବଜାୟ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ କାଟିବା । ସହ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ପତ୍ନୀଙ୍କ ସହ ବେଶୀ ଭଲ ସମ୍ପର୍କ ରହିବ ।
ସିଂହ: ଦିନଟି ଖୁସିରେ କଟିବ । କିଛି ନୂଆ କରିବା ପାଇଁ ପ୍ରେରଣା ପାଇବେ । ପ୍ରେମିକା ଙ୍କ ସହିତ ପ୍ରେମାଳାପ ହେବ । ପିଲାଙ୍କ ପାଠ ପଢା ରେ ପ୍ରଗତି ହେବ । ପିଲାମାନେ ସଫଳ ହେବେ। କୌଣସି ଏକ କାର୍ଯ୍ୟକ୍ରମର ଆୟୋଜକ ଭାବରେ କାମ କରିପାରନ୍ତି ।
କନ୍ୟା: ଆପଣଙ୍କ ପାଇଁ ଦିନଟି ଭଲ ରହିବ ନାହିଁ। ପ୍ରେମିକାଙ୍କ ସହ ମତ ଭେଦ ହେବ । ମାଆଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ । ଅଯଥା ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି |
ତୁଳା: ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅଯଥା ଅର୍ଥ ବ୍ୟୟ ବଢିବ । ବିଦେଶରୁ ଶୁଭ ଖବର ମିଳିବ। ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ । ଶରୀର ଓ ମନ ଭଲ ରହିବ । ଧନ ଲଗାଣ କ୍ଷେତ୍ରରୁ ଲାଭ ବାନ ହେବେ। ସ୍ତ୍ରୀ ଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ ।
ବିଛା: ଧନ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ରହିଛି। ଅଯଥା ଖର୍ଚ୍ଚକୁ ଟାଳନ୍ତୁ । ପରିବାରରେ ଅନ୍ୟ ବ୍ୟକ୍ତିଙ୍କ ଦଖଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ପରିବାରରେ ସୁ ସମ୍ପର୍କ ସ୍ଥାପନ କରନ୍ତୁ । ଶାରୀରିକ ପରିସ୍ଥିତି ଜଟିଳ ହେବ । ଦୁଃ ଚିନ୍ତା କରନ୍ତୁ ନାହିଁ । ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ । ଏଥି ପ୍ରତି ଧ୍ୟାନ ଦିଅନ୍ତୁ।
ଧନୁ: ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ । ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ । ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କୁ ଖୁସି ହେବେ ।
ମକର: ଆଜି ଦିନଟି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ବିତାଇବେ । ଏନେଇ ଆପଣ କିଛି ଅର୍ଥ ଖର୍ଚ୍ଚ କରିବେ। ଆଇନ କାମ କରନ୍ତୁ। ମାତ୍ର କୌଣସି କାର୍ଯ୍ୟକରିବାକୁ ଆପଣଙ୍କ ଇଛା କମିଯିବ । ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ ।
କୁମ୍ଭ: ଆଜି ଆପଣଙ୍କ ଦିନଟି ଅତି ଶୁଭ ଫଳ ପ୍ରଦାନ କରିବ। ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆପଣ କିଛି ନୁଆ ବନ୍ଧୁମଧ୍ୟ କରିବେ । ସେମାନଙ୍କ ସହ ଏକ ସଂକ୍ଷିପ୍ତ ପରିଭ୍ରମଣରେ ଯିବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ପ୍ରକୃଷ୍ଟ ଦିନ। ବିବାହ ଆଦି କାମରେ ସଫଳ ହେବେ।
ମୀନ: ବ୍ୟବସାୟରେ ଲାଭ ହେବ । ଆପଣଙ୍କ ବୃତ୍ତିରେ ଆପଣଙ୍କର କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ସନ୍ତୁଷ୍ଟ କରିବ । ପଦୋନ୍ନତିର ସମ୍ଭାବନା ଅଛି । ଆପଣଙ୍କ ପରିବାରଠାରୁ ଉପକୃତ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications