Get Updates
Get notified of breaking news, exclusive insights, and must-see stories!

ଦୈନିକ ରାଶିଫଳ: ଆଜିର ଦିନ ପାଲଟିବ କି ଆପଣଙ୍କ ପାଇଁ ଶୁଭମୟ, ପଢନ୍ତୁ ରାଶିଫଳ

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଆପଣଙ୍କୁ ଅତି ଶୀଘ୍ର ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଓ ନିଜ ଠୁ ସ୍ୱତନ୍ତ୍ର ହେବାକୁ ଆବଶ୍ୟକତା ଅଛି,କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ । ଉତ୍ତମ ସ୍ୱାସ୍ଥ୍ୟର ଲାଭ ଉଠେଇବାଠୁ ଆପଣଙ୍କୁ ବାଧା ଦେଇ ପାରେ । ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ ।

ବୃଷ: ଆଜି ସନ୍ଧ୍ୟାରେ କୌଣସି ପୁରୁଣା ସାଙ୍ଗ ସାଙ୍ଗରେ ଦେଖା ହେଇ ପାରେ ଓ ଆପଣ ବହୁତ ଖୁସି ଅନୁଭବ କରିବେ । ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି । ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ । ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ । ଅଧିକ କାମ ପାଇଁ ଆଜି ଆପଣଙ୍କ ମାନସିକ ଚାପ ବଢିପାରେ । କିନ୍ତୁ ସନ୍ଧ୍ୟାରେ ଟିକେ ଧ୍ୟାନ କରି ଆପଣ ଆପଣଙ୍କର ଉର୍ଜା ଫେରି ପାଇ ପାରିବେ ।

astrology

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ । ସ୍ଥାନୀୟ ସମ୍ପତିଠୁ ଜଡ଼ିତ ନେବା-ଦେବା ହେବ ଓ ଲାଭ ମଧ୍ୟ ମିଳିବ । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ । ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ ।

କର୍କଟ: ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ । ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ । ଏମିତି ଲାଗୁଛିକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ଆଜି ବିଶେଷ ଧ୍ୟାନ ଦେବେ । ପରିବାରରେ କୌଣସି ଲୋକ ସହିତ ଯୁକ୍ତି-ତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ ।

ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି। ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।

ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ।

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ଝଗଡା ଲାଗିପାରେ । ଯାହା ଆପଣକୁ ଦୁଃଖ ଦେବ । ମାନସିକ ଚିନ୍ତା ବଢିବ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ ।

ମୀନ: ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ । ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ । ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ । ଜୀବନ-ସାଥୀ ସହିତ ହସ-ଖୁସିରେ ପ୍ରତି ମୁହୂର୍ତ୍ତ ଆପଣ ଅନୁଭବ କରିବେକି ଆପଣ ନିଜର ଯୌବନ ଅବସ୍ଥାକୁ ଫେରି ଯାଇଛନ୍ତି । ବେରୋଜଗାରମାନଙ୍କୁ ଆଜି ଚାକିରୀ ମିଳିବା କଷ୍ଟ ହୋଇପାରେ । କିନ୍ତୁ ଆପଣ ଆପଣଙ୍କର ଚେଷ୍ଟା ଜାରି ରଖନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+