For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ: ମଙ୍ଗଳମୟ ରହିବ କି ଆପଣଙ୍କ ଦିନ, ପଢନ୍ତୁ

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି । ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ । ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ। ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ ।

ବୃଷ: ପ୍ରତ୍ୱେକଟି ମଣିଷକୁ ଧ୍ୟାନ ଦେଇ ଶୁଣନ୍ତୁ, ହେଇ ପାରେ କି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳି ପାରେ । ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ । ବନ୍ଧୁ ବାନ୍ଧବ ମାନଙ୍କୁ ଦେଖା କରିବା,ଆପଣଙ୍କ ଆଶା ଠୁ ଅଧିକ ଉତ୍ତମ ରହିବ । ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ, ଏହି ସ୍ମୃତିର ଲାଭ ଉଠାନ୍ତୁ ।

astrology

ମିଥୁନ: ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ । ନିଜର ଅତିଥି ମାନଙ୍କ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କ ଏମିତିଆ ବ୍ୟବହାର ନ କେବଳ ଆପଣଙ୍କ ପରିବାରକୁ ଦୁଃଖୀ କରି ପାରେ, ତା ସହିତ ସମ୍ବନ୍ଧରେ ଦୂରତା ଆଣି ପାରେ ବ୍ୟକ୍ତିଗତ କଥା ଆପଣଙ୍କ ନିୟନ୍ତ୍ରଣରେ ରହିବ । ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ। ଆଜି ଦିନ ଆପଣଙ୍କ ପାଇଁ ବସନ୍ତ-କାଳ ପରି- ପ୍ରେମରେ ଭରା, ଯେଉଁଠି କେବଳ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଅଛନ୍ତି।

କର୍କଟ: ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ । କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ । ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି ।

ସିଂହ: ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଯେଉଁ ମାନେ କୌଣସି ଜମି ଜମା ଆଗରୁ କିଣିଥିଲେ ଏବଂ ଏବେ ତାହା ବିକ୍ରି କରିବାକୁ ଚାହୁଁଛନ୍ତି , ଆଜି ସେମାନଙ୍କୁ ଭଲ କ୍ରତା ମିଳିବାର ସମ୍ଭାବନା ଅଛି ଏବଂ ଉକ୍ତ ଜମିକୁ ବିକ୍ରୟ କରି ଭଲ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।

ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।

ବିଛା: ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ । ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି । ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ ।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେବ। ଅଶାନ୍ତି ଲାଗି ରହିବ ।

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ । ଆଜି ଆପଣଙ୍କ ପାଇଁ ଗୋଟେ ହିତକାରୀ ଦିନ, ତାହାର ଅଧିକ ଲାଭ ଉଠାନ୍ତୁ । ଆଜି ନିଜ ହିସାବରେ କିଛି ବି କାମ ହେବ ନାହିଁ କିନ୍ତୁ ତାହା ଯୋଗୁଁ ମନଦୁଃଖ କରନ୍ତୁ ନାହିଁ । ଆପଣଙ୍କ ବୈବାହିକ ଜୀବନ ଏହାଠୁ ଅଧିକ ରଙ୍ଗରେ ଭରା କେବେ ବି ନଥିଲା ।

କୁମ୍ଭ: ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି । ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ । ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ । ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ।

ମୀନ: ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ । ଘନିଷ୍ଠ ବନ୍ଧୁ ଓ ଭାଗିଦାର ଆପଣଙ୍କ ଠୁ ରୁଷ୍ଟ ହୋଇ ଆପଣଙ୍କ ଜୀବନରେ ଅସୁବିଧାରେ ବୃଦ୍ଧି ଆଣି ପାରିବେ । ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି,କାରଣ ଆଜି ଆପଣଙ୍କ ଦିନ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All zodiac signs have their own characteristics and traits which define someone's personality.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X