ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ, ପଢନ୍ତୁ
ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....
ମେଷ: ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ । ମହତ୍ଵପୁର୍ଣ ଲୋକଙ୍କ ସହିତ କଥା-ବାର୍ତା ହେଲା ସମୟରେ ଆଖି ନାକ ଖୋଲା ରକ୍ଷନ୍ତୁ, ହେଇ ପାରେକି କୌଣସି ବହୁମୂଲ୍ୟ କଥା କିମ୍ବା ବିଚାର ମନକୁ ଆସି ପାରେ ।
ବୃଷ: ନୂତନ ସୂତ୍ରରୁ ଧନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ନିଜର ପ୍ରେମ ଜୀବନ ବିଷୟରେ ବେଶୀ କଥା ହୁଅନ୍ତୁ ନାହିଁ । ଆପଣଙ୍କ କଠିନ ପରିଶ୍ରମକୁ ପୁରସ୍କାର ମିଳିବ, କାରଣ କାରଣ ଆପଣଙ୍କ ପଦରେ ଉନ୍ନତି ହୋଇ ପାରେ ।

ମିଥୁନ: ଆର୍ଥିକ ଲାଭ ବିଷୟରେ ଭାବନ୍ତୁ ନାହିଁ, କାରଣ ଆଗକୁ ଯାଇକି ଆପଣଙ୍କୁ ଏହା ଠୁ ବହୁତ ଲାଭ ମିଳିବ । ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି । ଆପଣଙ୍କ ବୈବାହିକ ଜୀବନରେ ସବୁ ମଜା ସରିଗଲା ପରି ଜଣା ପଡୁଛି । ନିଜର ଜୀବନସାଥୀ ସହିତ କଥା ହୁଅନ୍ତୁ ଓ କିଛି ମଜା କଲା ପରି ଯୋଜନା ବନାନ୍ତୁ ।
କର୍କଟ: ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ । କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ । ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି ।
ସିଂହ: ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଯେଉଁ ମାନେ କୌଣସି ଜମି ଜମା ଆଗରୁ କିଣିଥିଲେ ଏବଂ ଏବେ ତାହା ବିକ୍ରି କରିବାକୁ ଚାହୁଁଛନ୍ତି , ଆଜି ସେମାନଙ୍କୁ ଭଲ କ୍ରତା ମିଳିବାର ସମ୍ଭାବନା ଅଛି ଏବଂ ଉକ୍ତ ଜମିକୁ ବିକ୍ରୟ କରି ଭଲ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ ।
କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।
ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।
ବିଛା: ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ । ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି । ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ ।
ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେବ। ଅଶାନ୍ତି ଲାଗି ରହିବ ।
ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ।
କୁମ୍ଭ: ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ । ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାମ ନଷ୍ଟ କରିବାକୁ ଚେଷ୍ଟା କରିପାରେ - ତେଣୁ ନିଜ ଚାରି ଆଡେ ଆଖି ପକାନ୍ତୁ ଓ ଜଗନ୍ତୁ ।
ମୀନ: ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ । ଘନିଷ୍ଠ ବନ୍ଧୁ ଓ ଭାଗିଦାର ଆପଣଙ୍କ ଠୁ ରୁଷ୍ଟ ହୋଇ ଆପଣଙ୍କ ଜୀବନରେ ଅସୁବିଧାରେ ବୃଦ୍ଧି ଆଣି ପାରିବେ । ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି,କାରଣ ଆଜି ଆପଣଙ୍କ ଦିନ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications