ଆଜିର ରାଶିଫଳ : କେମିତି ବିତିବ ଆପଣଙ୍କ ଦିନ,ଜାଣନ୍ତୁ
କେମିତି ବିତିବ ଆଜିର ଦିନ ? ପ୍ରେମ,ଶିକ୍ଷା ଓ ଯାତ୍ରା କ୍ଷେତ୍ରରେ କେମିତି ରହିବ ଆପଣଙ୍କ ଦିନ ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...
କେମିତି ବିତିବ ଆଜିର ଦିନ ? ପ୍ରେମ,ଶିକ୍ଷା ଓ ଯାତ୍ରା କ୍ଷେତ୍ରରେ କେମିତି ରହିବ ଆପଣଙ୍କ ଦିନ ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

ମେଷ: ଆଜି ଦିନଟି ଭଲରେ ବିତିବ । ଦିନଟି କାମ, କାମରେ ହିଁ ବିତିବ । ପରିଶ୍ରମ ପାଇଁ ଉପରସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । କାମ ଲାଗି ଅଧିକ ପରିଶ୍ରମ ପଡିଲେ ମଧ୍ୟ ଦିନଟି ଖୁସିରେ ବିତିବ ।
ବୃଷ: ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ଦିନଟି ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରଣ କରିବ ।
ମିଥୁନ: ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ । ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟି କଟିବ । ସବୁ ଜିନିଷ ଏକତ୍ର ଆପଣଙ୍କ ନିକଟକୁ ଆସିପାରେ । ବ୍ୟବସାୟରେ ଲାଭ ହୋଇ ପୁଞ୍ଜି ବଢାଇପାରେ ।
କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ଯଦିଓ ଆପଣ ଯେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଚିନ୍ତା କରିବେ ନାହିଁ କିନ୍ତୁ ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।
ସିଂହ: ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ ।
କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ । ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ପାଇଁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।
ତୁଳା: ଆପଣ ନିଜର ମାତାଙ୍କ ନିମନ୍ତେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ପର୍କିୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ୱନ କରନ୍ତୁ । ଯଦି ସମ୍ଭବ ହୁଏ ଆଜି ଯାତ୍ରା କରନ୍ତୁ ନାହିଁ । ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇ ରୁହନ୍ତୁ ।
ବିଛା: ଏହି ରାଶିର ବ୍ୟକ୍ତି ଆଜି ଦିନଟି ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ । ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ନହେଲେ କଷ୍ଟ ପାଇବେ । ଏଥିରେ ଆପଣଙ୍କର ମଙ୍ଗଳ ନିହିତ ରହିଛି । ଦିନଟିରେ ସୁଃଖ ଓ ଦୁଃଖରେ ମଧ୍ୟ କଟିବାରେ । ଏଥି ପାଇଁ ହଡବଡ ହୋଇପାରନ୍ତି । ଲେଖକଙ୍କ ପାଇଁ ଦିନଟି ମଙ୍ଗଳମୟ ।
ଧନୁ: ବହୁଦିନ ଧରି ଆପଣ ଯନ୍ତ୍ରଣାରେ ପେଷି ହେଉଛନ୍ତି । ବର୍ତ୍ତମାନ ଆପଣଙ୍କ ପାଇଁ କୋଳାହଳ ହେବାର ସମୟ ବୋଲି ଅନୁମାନ କରାଯାଉଛି । ଆଜିର ଦିନରେ ଆରମ କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଶୁଭ ଚିନ୍ତା କରନ୍ତୁ ।
ମକର: ଏହି ଶୁଭ ଦିନରେ ଘରେ ଏକ ଶୁଭ କାର୍ଯ୍ୟକ୍ରମ ଆୟୋଜନ କରିବାର ସମ୍ଭାବନା ଅଛି । କିଛି କିଣିବା ପାଇଁ ଆଜି ଏକ ଶୁଭ ଦିନ । ଷ୍ଟକ୍ ମାର୍କେଟରେ ବିନିଯୋଗ କଲେ ଲାଭବାନ ହେବ । ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିବେ । ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । ପତି-ପତ୍ନୀଙ୍କ ସହିତ ଚାଲିଥିବା ପାର୍ଥକ୍ୟର ସମାଧାନ ହୋଇପାରିବ ।
କୁମ୍ଭ: ଏହି ଶୁଭ ଦିନରେ ଘରେ ଏକ ଶୁଭ କାର୍ଯ୍ୟକ୍ରମ ଆୟୋଜନ କରିବାର ସମ୍ଭାବନା ଅଛି । କିଛି କିଣିବା ପାଇଁ ଆଜି ଏକ ଶୁଭ ଦିନ । ଷ୍ଟକ୍ ମାର୍କେଟରେ ବିନିଯୋଗ କଲେ ଲାଭବାନ ହେବ । ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିବେ । ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ ।
ମୀନ : ଆଜି ଶରୀର କ୍ଳାନ୍ତ ଏବଂ ଅସ୍ଥିର ଅନୁଭବ କରିବ । ପିଲାମାନଙ୍କ ସମସ୍ୟା ତୁମକୁ ଚିନ୍ତାଗ୍ରସ୍ତ କରିବ । ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ହେତୁ ଅସନ୍ତୋଷ ଦେଖାଦେବ । ବିରୋଧୀମାନେ ଚିନ୍ତା ବଢାଇବେ, ମନ ନକାରାତ୍ମକ ଚିନ୍ତାଧାରା ଦ୍ବାରା ଘେରି ରହିବ । ସନ୍ତାନଙ୍କ ସହିତ ମତଭେଦ ହୋଇପାରେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications