ଆଜିର ରାଶିଫଳ : ଜାଣନ୍ତୁ ମଙ୍ଗଳମୟ ହେବ କି ଆପଣଙ୍କ ଦିନ ?

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ, ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....

ମେଷ: ସୁନ୍ଦର ଜୀବନ ବଞ୍ଚିବା ପାଇଁ ନିଜର ଜିଦ ଓ ଉଦ୍ଧତ ହେବ ପ୍ରକୃତି କୁ ଛାଡ଼ନ୍ତୁ। କାରଣ ଆପଣଙ୍କ କେବଳ ସମୟ ନଷ୍ଟ ହେବ । ଆପଣଙ୍କ ଖର୍ଚ୍ଚ ନେଇ ଆଜି ଆପଣଙ୍କ ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ । ଆପଣଙ୍କ ବଦଖର୍ଚ୍ଚ ଉପରେ ସେ ଆଜି ଆପଣଙ୍କୁ ଉପଦେଶ ଦେଇପାରନ୍ତି ଯାହା ଆପଣଙ୍କୁ ଭାଷଣ ଦେଲାପରି ଲାଗିପାରେ ।

ବୃଷ: ଆପଣଙ୍କ ଜୀବନରେ ପରଦା ପଛରେ କିଛି ବେଶୀ ଚାଲୁଛି । ଯେତିକି ଆପଣ ଭାବି ପାରିବେ, ଆଉ ଥିବା କିଛି ଦିନରେ ବହୁତ ଭଲ ସୁଯୋଗ ଆପଣଙ୍କ ହାତକୁ ଆସିବ । ଏହି ରାଶିର ବ୍ୟକ୍ତିମାନେ ଆଜି ମଦ୍ୟ ଏବଂ ସିଗାରେଟ ଠାରୁ ଦୂରରେ ରହିବ ଉଚିତ କାରଣ ଆପଣଙ୍କୁ ଏହା ସମୟ ବର୍ବାଦ ହେଲାପରି ପରେ ଲାଗିବ । ଲମ୍ୱା ସମୟ ପରେ ଜୀବନ-ସାଥୀ ସହିତ ସମୟ କାଟିବାକୁ ସୁଯୋଗ ମିଳିବ ।

astrology

ମିଥୁନ: ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ । ଆପଣଙ୍କ ପିଲା ମାନେ କୌଣସି ଖୁସି ଖବର ଆଣି ପାରନ୍ତି । ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ଯଦି ଆପଣଙ୍କୁ ଲାଗୁଚି କି ଆପଣ ଅନ୍ୟଙ୍କ ସାହାଯ୍ୟ ବିନା ହିଁ ମହତ୍ଵପୁର୍ଣ କାମ କରି ପାରିବେ, ତାହେଲେ ଆପଣଙ୍କ ଭାବନା ବହୁତ ଭୁଲ ଅଛି ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା କରନ୍ତୁ । ଯାହାକୁ ଆପଣ ପସନ୍ଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇପାରେ। ଏନେଇ ବିବାଦ ଲାଗିପାରେ । ସାବଧାନ ରହିବା ସହିତ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ିପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ । ନକ୍ଷେତ୍ର କହୁଛନ୍ତିକି ଆଜି ଆପଣ ନିଜର ଦିନ ଟିଭି ଦେଖିବାରେ ବିତାଇବେ । ପରିବାର ସହିତ ଦିନ କାଟିବେ । କିଛି ନୂଆ ବହି ପଢିବେ ।

କନ୍ୟା: ଆଜି ଆପଣଙ୍କ ଘରର କୌଣସି ସଦସ୍ୟ ଆପଣଙ୍କ ବିରୁଦ୍ଧରେ କଥା କହିପାରନ୍ତି । ଏହାଦ୍ୱାରା ଆପଣଙ୍କର ଭାବନା ଆହତ ହୋଇପାରେ । ଆପଣ ଏନେଇ ବେଶୀ ଦୁଃଖି ହେବେ । କାହାକୁ ମନର କଥା କହି ପାରିବେ ନାହିଁ । ଦିନଟି ଭଲରେ ବିତିବ ନାହିଁ । ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଅନ୍ୟକୁ ବୁଝେଇବାର ଶକ୍ତିର ଲାଭ ଉଠାନ୍ତୁ, ତାହା ଉନ୍ନତି କରିବାରେ ସାହାଯ୍ୟ କରିବ । ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି ।

ତୁଳା: ଧନଲାଭର ଆଜି ବହୁତ ସମ୍ଭାବନା ଅଛି । ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ । ବୈବାହିକ ଜୀବନରେ ସବୁ ଅସୁବିଧା ପରେ ବି ଆପଣ ଓ ଆପଣଙ୍କ ଜୀବନସାଥୀ ପୁଣି ଠାରେ ପ୍ରେମର ଗଭୀରତା ଅନୁଭବ କରିବେ । ଦିନଟି ମୋଟା ମୋଟି ଭାବେ ଭଲରେ ବିତିବ । ଅନ୍ୟକୁ ବୁଝେଇବାର ଶକ୍ତିର ଲାଭ ଉଠାନ୍ତୁ, ତାହା ଉନ୍ନତି କରିବାରେ ସାହାଯ୍ୟ କରିବ । ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ ।

ବିଛା: ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ । ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ । ପ୍ରେମର ଦୃଷ୍ଟିରୁ ଏହା ଉତ୍ତମ ଦିନ । କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ । ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି ।

ଧନୁ: ଦିନଟି ପୁରା ଟେନସନରେ ବିତିବ। ଅଫିସରେ ଅଧିକ କାମ ପଡିବ । ଯାହାକୁ ନେଇ ଆପଣ ଚିନ୍ତାରେ ପଡିବେ । ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ ।

ମକର: ବିଦେଶକୁ ଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ଦେଖା ଗଲେ ଆଜି ଦିନଟା ଭଲ କଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ । ଦିନଟି ମଧ୍ୟମ ଧରଣର ରହିବ।

କୁମ୍ଭ: ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି । ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ । ଲୋକେ ଆପଣଙ୍କ ପ୍ରସ୍ତାବ ମାଗିବେ ଓ ଆପଣ ଜାଗା କହିବେ, ତାହା ବିନା ଭାବିଚିନ୍ତି ନେଇ ନେବେ । ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ । ଅଲଗା-ଅଲଗା ଚିନ୍ତାଧାରା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବାଦ-ବିବାଦ ହୋଇ ପାରେ ।

ମୀନ: ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟା ଶୁଭ। ଏହାକୁ ସଫଳ କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଅନ୍ତୁ । ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ । ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ । କାର୍ଯ୍ୟକ୍ଷେତ୍ରରେ କୌଣସି କାମ ଅଟକିଯିବା ହେତୁ ଆଜି ସଂଧ୍ୟାର ବହୁମୂଲ୍ୟ ସମୟ ଆପଣଙ୍କର ଖରାପ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+