ଆଜିର ରାଶିଫଳ : କିପରି ରହିବ ଆପଣ ଦିନ, ଜାଣନ୍ତୁ
ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ? ପ୍ରେମ, ଶିକ୍ଷା ଓ ପରିବାର ପାଇଁ କଣ ରହିବ ଗ୍ରହର ସ୍ଥିତି ? ଏସମସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ ...
ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ? ପ୍ରେମ, ଶିକ୍ଷା ଓ ପରିବାର ପାଇଁ କଣ ରହିବ ଗ୍ରହର ସ୍ଥିତି ? ଏସମସ୍ତ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ ...

ମେଷ: କୌଣସି ପୁରୁଣା ରୋଗରୁ ଆପଣ ମୁକ୍ତି ପାଇବେ । ପରିବାର ଲୋକଙ୍କ ସହିତ ମିଶି ସନ୍ଧ୍ୟାରେ ଉପଭୋଗ କରିପାରନ୍ତି । ଆପଣ ନିହାତି ସଫଳ ହେବେ ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି । ଆବଶ୍ୟକତା ଠାରୁ ଅଧିକ ସମୟ ସାଙ୍ଗମାନଙ୍କ ସହିତ କଟାଇବ ଭଲ ନୁହେଁ । ଏହାଦ୍ୱାରା ଆପଣ ଭବିଷ୍ୟତରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ ।
ବୃଷ: ଆପଣ ଆଜି କ୍ଳାନ୍ତିକର ଅନୁଭବ କରିବେ । ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ ।
ମିଥୁନ: ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ,ମଦ ପାନ କରିବାଠୁ ପରିହାର କରନ୍ତୁ । ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ । ଘରର ପରିବେଶ କାରଣରୁ ଆପଣ ଦୁଃଖୀ ହୋଇ ପାରନ୍ତି ।
କର୍କଟ: ଆପଣଙ୍କ ଭାବିବା ଶକ୍ତି ଓ ଶରୀରର ପ୍ରତିକ୍ରିୟାକୁ ଦୁର୍ବଳ କରିପାରେ । ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ । ଆପଣଙ୍କ ଘର ଲୋକ ଆପଣଙ୍କ ପରିଶ୍ରମ ଓ ସମର୍ପଣକୁ ପ୍ରଶଂସା କରିବେ । ପ୍ରେମ ଆପଣଙ୍କୁ ନିରୁତ୍ସହିତ କରିବା ନାହିଁ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ । ଜୀବନସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିପାରନ୍ତି ।
ସିଂହ: ଅନ୍ୟ ମାନଙ୍କ ଆଲୋଚନା କରିବାର ଆପଣଙ୍କ ଅଭ୍ୟାସ କାରଣରୁ ଆପଣଙ୍କୁ ବି ଆଲୋଚନାର ଶିକାର ହେବାକୁ ପଡ଼ି ପାରେ । ନିଜର ସେନ୍ସ ଅଫ ହ୍ୱିୟୁମରରେ ବୃଦ୍ଧି ଆଣନ୍ତୁ ଓ ଯୁକ୍ତି-ତର୍କ କରନ୍ତୁ ନାହିଁ । ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ । ଆଜି ଆପଣଙ୍କ ପାଇଁ ଗୋଟେ ହିତକାରୀ ଦିନ, ତାହାର ଅଧିକ ଲାଭ ଉଠାନ୍ତୁ । ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନ ଲୋକ ପରାମର୍ଶ ପ୍ରଦାନ କରିବେ ।
କନ୍ୟା: ଆଜି ଦିନ ସାରା ମଜାମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି । ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ । ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ । ଘରର ଛୋଟ ସଦସ୍ୟ ମାନଙ୍କ ସହିତ ମଧ୍ୟ ସମୟ କାଟିବା ନିହାତି ଦରକାର ।
ତୁଳା: ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ । ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ। ସନ୍ଧ୍ୟା ବେଳେ ଟିକେ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି। ନିଜର ଜୀବନସାଥୀଙ୍କର କୌଣସି ଛୋଟ କଥାକୁ ନେଇକି ମିଛ କହିବା କାରଣରୁ ଆଜି ଆପଣ ନିରାଶ ହୋଇ ପାରନ୍ତି ।
ବିଛା: ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ । ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ବ୍ୟାପାରରେ ଲାଭ ପାଇବାର ଉପଦେଶ ଓ ଉପାୟ କହିପାରେ ତାକୁ ମାନିଲେ ଆପଣ ଲାଭାନ୍ବିତ ହୋଇପାରିବେ । ଆପଣଙ୍କ ଜୀବନସାଥୀ କୌଣସି ସୁନ୍ଦର ବିସ୍ମୟ ଦ୍ୱାରା ଆପଣଙ୍କ ଦିନକୁ ଉତ୍ତମ ବନେଇ ପାରନ୍ତି ।
ଧନୁ: ପରିବାର ସହିତ ଟିକେ ସମୟ ବିତାନ୍ତୁ । ପ୍ରେମ ସମ୍ଭନ୍ଧରେ ଟିକେ ବାଧା ଆସି ପାରେ । ନିଜର ବରିଷ୍ଠ ମାନଙ୍କୁ ଅବହେଳା କରନ୍ତୁ ନାହିଁ । ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି । ଦରକାର ସମୟରେ ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ପରିବାର ନୁହେଁ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବ ।
ମକର: ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ । ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ । ଆଜି ନିଜ ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ ,ଫଳରେ ମନ ଖରାପ ହୋଇ ପାରେ । ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ।
କୁମ୍ଭ: ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ । ଲେଖକ ଓ ସଂଚାର କର୍ମୀ ମାନେ ପ୍ରଧାନ ଉପଲବ୍ଧି ପାଇବେ । ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ।
ମୀନ: ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ । ଆଜି ନିଜର ଜୀବନସାଥୀଙ୍କ ସହିତ ସମୟ କଟାଇଲା ବେଳେ ଆପଣ ଜାଣିପାରିବେ ଯେ ସେମାନଙ୍କୁ ସମୟ ଦେବା କେତେ ଆବଶ୍ୟକ । ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ଖୁସି ଫେରିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications