ରାଶିଫଳ: କେମିତି ବିତିବ ଆପଣଙ୍କ ଦିନ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ବାହାର ଗତିବିଧି ଆପଣଙ୍କ ପାଇଁ ଲାଭକାରୀ ରହିବ । ଆପଣଙ୍କ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୋଇପାରେ । ଏହି ଅଭ୍ୟାସ ଆପଣଙ୍କୁ ଚିଡଚିଡା ବନେଇ ପାରେ । ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସୂତ୍ରରୁ ଲାଭ ମିଳିବ । ଆଜି ଦିନରେ କାମର ଚାପ କମ ରହିବ ଓ ଆପଣ ଆପଣଙ୍କ ପରିବାର ସହିତ ସମୟ ବିତେଇବାର ମଜା ନିଅନ୍ତୁ ।

ବୃଷ: ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇପାରେ । ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ । ଆଉ କାହାଠୁ ସାହାଯ୍ୟର ଆଶା ରଖନ୍ତୁ ନାହିଁ ନହେଲେ ନିରାଶ ହୋଇ ପାରନ୍ତି । ଯେଉଁ କାର୍ଯ୍ୟ ଆପଣ ଅନ୍ୟ ମାନଙ୍କ ପାଇଁ ନିଜର ସ୍ୱଇଚ୍ଛାରେ କରିବେ। ବନ୍ଧୁବାନ୍ଧବଙ୍କ ହସ୍ତକ୍ଷେପ ହେବା କାରଣରୁ ବୈବାହିକ ଜୀବନରେ ଅସୁବିଧା ଆସିପାରେ ।

ମିଥୁନ :ମାତାପିତାଙ୍କୁ ଅଣଦେଖା କରିବା ଆପଣଙ୍କ ଭବିଷ୍ୟର ସମ୍ଭାବନାକୁ ଶେଷ କରିଦିଏ । ଭଲ ସମୟ ବହୁତ ବେଶୀ ଦିନ ଯାଏଁ ରହେନି । ମଣିଷର କର୍ମ ଧ୍ବନିର ତରଙ୍ଗ ପରି। ଆମେ ଯାହା କରୁ,ସେଇୟା ହିଁ ପାଉ । ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ । ଏହା ଭଲଭାବରେ ଜାଣି ରଖନ୍ତୁ ନଚେତ ପରେ ପଶ୍ଚାତାପ କରିବାକୁ ପଡ଼ିବ ।

କର୍କଟ: ଆଜି ଦିନ ସାରା କିଛି ବିଶେଷ ନ କରି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ । ଆଜି ଆପଣ ଲୋକପ୍ରିୟ ହେବେ । ଦିନରେ ସ୍ବପ୍ନ ଦେଖିବା ଆପଣଙ୍କ ପାଇଁ କ୍ଷତିପୂର୍ଣ ହୋଇ ପାରେ, ସେଥିପାଇଁ ଏହି ବିଶ୍ଵାସରେ ନ ରୁହନ୍ତୁକି ଆପଣଙ୍କ ପାଇଁ ଅନ୍ୟ ଜଣେ କେହି କାମ କରିବେ । ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ । ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ ।

ସିଂହ : ହଠାତ ଯାତ୍ରା କରିବା କାରଣରୁ ଆପଣ ଥକି ପଡିବେ । ମାଂସପେଶୀକୁ ଆରାମ ଦେବା ପାଇଁ ଶରୀରକୁ ତେଲରେ ମାଲିସ କରନ୍ତୁ । ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ । କେହି ଜଣେ ପୁରୁଣା ସାଙ୍ଗ ସଂଧ୍ୟା ବେଳେ ଫୋନ କରି ପୁରୁଣା ସ୍ମୃତି ମନେ ପକେଇବେ ।

କନ୍ୟା :ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ମହତ୍ଵପୂର୍ଣ୍ଣ ବ୍ୟବସାୟ ବୁଝାମଣା କରିବା ସମୟରେ ଅନ୍ୟ ମାନଙ୍କ ଚାପରେ ଆସନ୍ତୁ ନାହିଁ । ଖରାପ ସଙ୍ଗରେ ରହନ୍ତୁ ନାହିଁ ନଚେତ, ନିଜର ପ୍ରତିଷ୍ଠା ହରାଇ ବସିବେ । ଆପଣଙ୍କ ଜୀବନସାଥୀଙ୍କ ମନ ଆଜି ବହୁତ ଭଲ ଅଛି। ଆପଣଙ୍କୁ କୌଣସି ଉପହାର ମିଳିପାରେ ।

ତୁଳା: କାର୍ଯ୍ୟସ୍ଥଳୀରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରିପାରେ । ଯେଉଁ ବ୍ୟକ୍ତିମାନେ କର ଚୁକ୍ତି ନ କରନ୍ତି ଓ କର ଚୋରି କରନ୍ତି , ସେମାନେ ସାବଧାନ । ଆଜି ଆପଣ ଫଶିପାରନ୍ତି । ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ୍ଚ ହୋଇପାରେ । ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିଅନ୍ତୁ, କାରଣ ହେଇପାରେ କି କଳିକୁ ବହୁତ ଡେରି ହେଇ ଯାଇପାରେ ।

ବିଛା: ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇଁ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ । ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଆପଣ ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତପାଇଁ ଯୋଜନା କରିବେ । କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତିତର୍କ ହୋଇପାରେ ।

ଧନୁ: ଆଜି ଜଣେ ଆଧ୍ୟାତ୍ମିକ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ମିଳିପାରେ ଯାହା ଯୋଗୁଁ ମନକୁ ବହୁତ ଶାନ୍ତି ମିଳିବ । ଅର୍ଥ ବଢିବା ପରେ ବି ଆପଣଙ୍କ ଆଶା ପୁରଣ ହେବ ନାହିଁ । ସନ୍ଧ୍ୟା ବେଳକୁ ସାଙ୍ଗ ସାଥୀଙ୍କ ସହିତ ସମୟ କାଟିବା ଆନନ୍ଦ ଦେବ । ଆପଣଙ୍କର ଜୀବନରେ ପ୍ରେମର ଗଙ୍ଗା ବୋହିବ, ତେଣୁ ଆପଣ ସଚେତ ଥାନ୍ତୁ । କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ।

ମକର: ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ । ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀ ଖୁବ ଭଲ । ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ । ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ । ସାଙ୍ଗ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ କଟିବ ।

କୁମ୍ଭ : ଲମ୍ବା ସମୟ ଯାଏଁ ଫୋନେରେ କଥା ନ ହୋଇ ଆପଣ ନିଜ ପ୍ରିୟାକୁ ଚିଡ଼େଇବେ । ଭାଗିଦାରୀରେ ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଭଲ ଦିନ। ଏହା କାରଣରୁ ସମସ୍ତଙ୍କୁ ଲାଭ ମିଳିବ । କିନ୍ତୁ ଭାଗିଦାର ସହିତ ହାତ ମିଳେଇବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ବିଚାର କରନ୍ତୁ । ଯାତ୍ରା ଯୋଗୁଁ ବହୁତ ଆନନ୍ଦ ମିଳିପାରେ । ଆପଣଙ୍କ ଜୀବନସାଥୀ ସହିତ ବିବାଦ ହୋଇ ପାରେ, କିନ୍ତୁ ରାତି ଯାଏଁ ସବୁ କିଛି ଠିକ ହୋଇଯିବ ।

ମୀନ: ଆଜି ଯାହା ସଂଯୁକ୍ତ ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି । କୌଣସି ଅନାବଶ୍ୟକ କାମରେ ଆଜି ଆପଣ ଆପଣଙ୍କର ସମୟ ନଷ୍ଟ କରିବେ । ଜୀବନସାଥୀଙ୍କର ବନ୍ଧୁବାନ୍ଧବଙ୍କ ହସ୍ତକ୍ଷେପ ବୈବାହିକ ଜୀବନର ସନ୍ତୁଳନ ଖରାପ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+