For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ଦିନ ହେବ କି ଆପଣଙ୍କ ପାଇଁ ମଙ୍ଗଳମୟ , ପଢନ୍ତୁ ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣୁନ୍ତୁ କଣ କହୁଛି ଆପଣଙ୍କ ରାଶି। ବ୍ୟବସାୟ, ପ୍ରେମ, ଶିକ୍ଷା ହେଉ କି ପାରିବାରିକ ସଂପର୍କ, ଏସବୁ କ୍ଷେତ୍ରରେ କେମିତି ରହିବ ଆପଣଙ୍କ ଆଜିର ଦିନ...

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ସାଙ୍ଗର ବେଖାତିର ଭାବ ଆପଣଙ୍କୁ କ୍ରୋଧିତ କରି ପାରେ । କିନ୍ତୁ ନିଜକୁ ଶାନ୍ତ ରଖନ୍ତୁ । ଏହି କଥାକୁ ଚିନ୍ତାର ବିଷୟ ହେବାକୁ ଦିଅନ୍ତୁ ନାହିଁ ଓ ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ । କୌଣସି କୌତୁହଳଜନକ ବ୍ୟକ୍ତିକୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି । ସହ କର୍ମଚାରୀ ମାନେ କାମ ସରିଲା ପରେ ଦେଖା କରିବାକୁ ଡାକି ପାରନ୍ତି ।

ବୃଷ: ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି । ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ନିଜର ଜୀବନସାଥୀ ସହିତ ଜୀବନର ସବୁଠୁ ଉତ୍ତମ ଦିନ କାଟି ପାରିବେ । ପରିବାର ସହିତ ଭଲ ସଂପର୍କ ରହିବ ।

ମିଥୁନ: ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ । ପଡୋଶୀଙ୍କ ସହିତ ଝଗଡା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ । ଯଦି ଆପଣ ସହଯୋଗ ନ କରନ୍ତି, ତାହେଲେ ଆପଣଙ୍କ ସହିତ କେହି ଝଗଡା କରି ପାରିବ ନାହିଁ । ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ । ଗୋଟେ ପ୍ରେମ ଭରା ହସ ଦେଇକି ନିଜର ପ୍ରେମୀର ଦିନରେ ଆଲୋକ ଅଣାନ୍ତୁ ।

କର୍କଟ: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୟେକ ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ । ଏମିତି କାର୍ଯ୍ୟ କରନ୍ତୁ ଯାହା କାରଣରୁ ଆପଣଙ୍କୁ ଖୁସି ମିଳିବ, କିନ୍ତୁ ଅନ୍ୟ ମାନଙ୍କ ହସ୍ତକ୍ଷେପଠୁ ନିଜକୁ ରକ୍ଷା କରନ୍ତୁ । ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ ।

ସିଂହ: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୱେକଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଆଜି ଆପଣଙ୍କ କଲା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ ଓ ଯାହା କାରଣରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି । ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ । ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀର ମହୁଠୁ ବି ଅଧିକ ମିଠା ଅଛି ।

କନ୍ୟା: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି - ସବୁ ଥିରେ ଆପଣଙ୍କର ହିଁ ଚାଲିବ । ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ ।

ତୁଳା: ଆପଣଙ୍କ ଇଚ୍ଛା ଓ ଆଶା ଉପରେ ଦରର ଛାଇ ପଡ଼ି ପାରେ । ଏହାର ସାମନା କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଆବଶ୍ୟକତା ଅଛି । ଆଗେ କରିଥିବା କାମର ପରିଣାମ ଆଜି ମିଳିବା ଯୋଗୁଁ , ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ । ଯେଉଁ ଲୋକ ମାନେ ଆପଣଙ୍କ ସମୀପ ଅଛନ୍ତି,ସେମାନେ ଆପଣଙ୍କ ଭୁଲ ଲାଭ ଉଠେଇ ପାରନ୍ତି ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ।

ଧନୁ: ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ । ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ । ଆପଣଙ୍କୁ ନିଜ ଆଡୁ ସବୁଠୁ ଭଲ ବ୍ୟବହାର କରିବା ଦରକାର,ନଚେତ ଆପଣଙ୍କ ପ୍ରିୟାର ମନ ବହୁତ ଅନିଶ୍ଚିତ ରହିବ । ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ।

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କର୍ମ ସ୍ଥାନରେ ସବୁ କିଛି ଆପଣଙ୍କ ପକ୍ଷରେ ଥିଲା ପରି ଲାଗିବ। ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ । ହୋଇ ପାରେ କି ଆପଣଙ୍କ କାମ କରିବା ଚାକରାଣୀ ଆଡୁ କୌଣସି ସମସ୍ୟା ଆସିବ, ଯାହା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ ।

କୁମ୍ଭ: ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ । ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ । ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ ।

ମୀନ: ଆଜି ଦିନ ସାରା ମଜାମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି । ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ । ଛୋଟ ପିଲା ଆପଣଙ୍କୁ ବ୍ୟସ୍ତ ରଖିବେ ଓ ମାନଙ୍କୁ ଶାନ୍ତି ଦେବେ । ଆପଣଙ୍କ ପ୍ରେମ ସମ୍ପର୍କରେ ଯାଦୁ ବାତାବରଣ ଲାଗି ରହିଛି,ତାହାର ସୁନ୍ଦରତାକୁ ଅନୁଭବ କରନ୍ତୁ । ସ୍ଥାନ ଓ କାଳ ଦେଖି ପରିସ୍ଥିତି ଅନୁଯାଇ ବ୍ୟବହାର କରନ୍ତୁ ଆବଶ୍ୟକ ନପଡ଼ିଲେ ଚୁପ ରୁହନ୍ତୁ କାରଣ ଅନବାଶ୍ୟକ କଥାବର୍ତ୍ତିପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All zodiac signs have their own characteristics and traits which define someone's personality.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X