ଆଜିର ରାଶିଫଳ, ଜାଣନ୍ତୁ କେମିତି ବିତିବ ଆପଣଙ୍କ ଦିନ
କେମିତି ବିତିବ ଆପଣଙ୍କ ଦିନ ପ୍ରେମ,ଶିକ୍ଷା ଓ ପରିବାର ସହ କିପରି ଦିନଟି କଟିବ ସେନେଇ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ ପ୍ରେମ,ଶିକ୍ଷା ଓ ପରିବାର ସହ କିପରି ଦିନଟି କଟିବ ସେନେଇ ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...
ମେଷ: ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ ପ୍ରତି ମନ ବଳିବ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ନିଜର ଧ୍ୟାନ ରଖନ୍ତୁ ।

ମିଥୁନ: ଆଜି ଆପଣଙ୍କ ଅନ୍ୟ ଜଣଙ୍କ ପାଇଁ ସହାନୁଭୂତି ପ୍ରକାଶ କରିବେ। ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ । ମନୋବଳ ଦୃଢ ହେବ, ମାନସିକ ଶାନ୍ତି ମିଳିବ । ଦିନଟି ଭଲରେ ବିତିବ ।
କର୍କଟ: ଦିନଟି ଆପଣଙ୍କ ପାଇଁ ଶୁଭଙ୍କର । ସ୍ୱାଦିଷ୍ଟ ଖାଦ୍ୟ ଏବଂ ଫଳମୂଳ ଓ ମିଷ୍ଟାନ୍ନ ଖାଇବେ । ଆପଣଙ୍କର ମନୋବଳ ଏବଂ ସମ୍ବେଦନଶୀଳତା ଉନ୍ନତ ରହିବ । ଧନ ଲାଭର ସଂକେତ ମିଳୁଛି । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦିନଟି ଭଲ ରହିବ ।
ସିଂହ: ଆଜି ଆପଣଙ୍କର ଭାବନା ଅଧିକ ରହିବ ଯାହାଦ୍ୱାରା ଆପଣ ମାନସିକ ଭାବେ ଅସ୍ଥିର ରହିବେ । କୌଣସି ମତେ କୌଣସି ଲୋକ ପାଇଁ ପ୍ରତିନିଧିତ୍ୱ ନିଅନ୍ତୁ ନାହିଁ କିମ୍ୱା ସାକ୍ଷୀ ହୁଅନ୍ତୁ ନାହିଁ । ତର୍କ ବିତର୍କ ଏବଂ ବିବାଦରୁ ଦୂରେଇ ରହନ୍ତୁ । ଆଇନ କାନୁନ ମାମଲାରେ ସାବଧାନ ହେବା ଆବଶ୍ୟକ ।
କନ୍ୟା: ମହିଳା ମାନଙ୍କର ମିତ୍ରଙ୍କ ସହିତ ମଧୁର ହେବା ସମ୍ଭାବନା ଅଛି । ବନ୍ଧୁ ମାନଙ୍କ ସହ ବାହାରେ କିଛି ସୁରମ୍ୟ ସ୍ଥାନରେ ମଉଜ ମଜଲିସ କରିବାର କାର୍ଡରେ ରହିଛି । ପିଲାଙ୍କଠାରୁ ଖୁସିର ଲହରି ପହଞ୍ଚିପାରେ।
ତୁଳା: ବ୍ୟବସାୟରେ ପାଇଁ ଦିନଟି ଅନୁକୂଳ ରହିବ । ଚୂଡାନ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ହେବ । ପଦୋନ୍ନତିର ସୁଯୋଗ ମହଜୁତ ରହିଛି । ଘରେ ଶାନ୍ତି ଏବଂ ସଦ୍ଭାବ ପରିପୂର୍ଣ୍ଣ ରହିବ । ପରିବାର ସହ ଦିନ କାଟିବେ ।
ବିଛା: ଆପଣ କର୍ମକ୍ଷେତ୍ରରେ ସତର୍କତା ରୁହନ୍ତୁ। ଆପଣ ଆଳସ୍ୟ ଓ ନିରୁତ୍ସାହ ଅନୁଭବ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆଜି ଦିନଟି ଠିକ୍ ସୁବିଧାଜନକ ନୁହେଁ । ଅନିର୍ଦ୍ଧାରିତ ଖର୍ଚ୍ଚ ପାଇଁ ପ୍ରସ୍ତୁତ ରହନ୍ତୁ । ଭ୍ରମଣ ପାଇଁ ଇଚ୍ଚୁକ ରହିବେ ।
ଧନୁ: ଆପଣଙ୍କ କଥା କହିବାର ଶୈଳୀ ଏବଂ ବ୍ୟବହାର ପାଇଁ ସାବଧାନ ରହନ୍ତୁ। ବହୁତ ଅଧିକ ସମ୍ବେଦନଶୀଳତା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ଆପଣ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ଅଧିକ ହୋଇପାରେ ।
ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସିର ଦିନଟି। ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଆଜି କେବଳ ଗୋଟିଏ ପରେ ଗୋଟିଏ ସଫଳତା ଆପଣଙ୍କୁ ମିଳିବ। କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା କରି ହିଁ ଆପଣଙ୍କ ଲକ୍ଷ୍ୟ ପ୍ରାପ୍ତ କରିବାକୁ ସଫଳ ହେବେ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
କୁମ୍ଭ: ବ୍ୟବସାୟ ଭାଗିଦାର ଏବଂ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ ଓ ବନ୍ଧୁତ୍ୱ ବ୍ୟବହାର କରିବେ । ପରିବାର ସହିତ ସମୟ ବିତାଇବା ନିଶ୍ଚିନ୍ତ ଭାବେ ସୁଖମୟ ହେବ । ଆପଣ ଆଜି ସକାଳୁ ସତେଜ ଅନୁଭବ କରିବେ ।
ମୀନ: ଏହି ଦିନଟି ବହୁତ ରଚନାତ୍ମକ ହେବା ଆଶା କରାଯାଉଛି । ଆଜି ଆପଣ ଆଶାତୀତ ଭାବେ ଭାବୁକତା ଏବଂ ବିଚାରଶୀଳତା ଅନୁଭବ କରିବାର ସମ୍ଭାବନା ଅଛି । ଦେଖି ଚାହିଁ କଥା କୁହନ୍ତୁ ।












Click it and Unblock the Notifications