ଆଜିର ରାଶିଫଳ: ସୁଖମୟ ହେବ କି ଆପଣଙ୍କ ଦିନ?

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

astrology
ମେଷ: ଆଜି ଆପଣ ବ୍ୟବସାୟ ଭଲ ଚାଲିବ। ପ୍ରେମ ପାଇଁ ଆଜି ଶୁଭ ଦିନ । ପ୍ରେମକାଙ୍କୁ ନିଜର ମନର କଥା କହିପାରନ୍ତି । ଏଥିରେ ପରିବାରର ସହମତି ମଧ୍ୟ ରହିବ । ପରିବାର ସହ ଭଲରେ ଦିନଟି ବିତିବ ।

ବୃଷ: ଆପଣଙ୍କ ଦିନଟି ଭଲ ନାହିଁ। ଆଜି ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଶତ୍ରୁ ସଂଖ୍ୟାରେ ବୃଦ୍ଧି ଘଟିବ । ସଫଳତା ମିଳିବ ନାହିଁ । ଏନେଇ ମନ ମଧ୍ୟ ଅସ୍ଥିର ରହିବ ।

ମିଥୁନ: ଆପଣଙ୍କ ଆଜିର ଦିନଟି ମଧ୍ୟମ ଧରଣର ରହିବ। ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ନାହିଁ। ଅଧିକ ଟଙ୍କା ଖର୍ଚ୍ଚ ହେବ । ସଫଳତା ମିଳିପାରେ।

କର୍କଟ: ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ କରନ୍ତୁ । ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି। ଅଧିକ ଖର୍ଚ୍ଚ ଯୋଗୁଁ ମନ ଖରାପ ହେବ।

ସିଂହ: ଦିନଟି ଖୁବ୍ ଭଲରେ ବିତିବ । ଇଚ୍ଛା ଥିଲେ ମଧ୍ୟ ପରିବାରକୁ ସମୟ ଦେଇ ପାରିବେ ନାହିଁ । ଛାତ୍ର ଛାତ୍ରୀମାନେ ପରିଶ୍ରମୀ ହେବେ। ପ୍ରେମ ସମ୍ପର୍କ ଭଲ ରହିବ।

କନ୍ୟା: ନିଜ କାମକୁ ନେଇ ଖୁସି ରହିବେ। ପରିବାର ସହିତ କ୍ବଲିଟୀ ଟାଇମ୍ ବିତେଇବେ। ଦିନଟି ଖୁସିରେ ବିତିବ। ଛାତ୍ର ଛାତ୍ରୀଙ୍କୁ ସଫଳତା ମିଳିବ।

ତୁଳା: କ୍ରିୟେଟିଭ କାର୍ଯ୍ୟକଳାପରେ ନିଜକୁ ଲିପ୍ତ କରିବା ଦ୍ୱାରା ଆପଣଙ୍କର ଦକ୍ଷତାରେ ବୃଦ୍ଧି ହେବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ । ଧ୍ୟାନର ସହିତ ଏଥିରେ ମନୋନିବେଶ କରନ୍ତୁ।

ବିଛା: ମାନସିକ ସ୍ତରରେ ଅସ୍ଥିର ରହିବେ। ତେଣୁ ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। କିଛି ସଫଳତା ମିଳିବ ନାହିଁ ବରଂ କ୍ଷତି ହୋଇପାରେ । ପଢାପଢି ପାଇଁ ଭଲ ଦିନ । ମନ ଦେଇ ପାଠ ପଢିଲେ ଛାତ୍ରଛାତ୍ରୀ ସଫଳ ହେବେ ।

ଧନୁ: ଆଜିର ଦିନ ଭଲରେ ବିତିବ ନାହିଁ। କୌଣସି କାରଣ ମନକୁ ଆନ୍ଦୋଳିତ କରିଦେଇପାରେ । ପରିବାରରେ ସମସ୍ୟା ଲାଗି ରହିବ। ପିଲାମାନେ ପଢାରେ ମନୋନିବେଶ କରିବେ। ଅଯଥା ଅର୍ଥହାନୀ ହେବ ।

ମକର: ସ୍ଥିର ଚିତ୍ତରେ ଭାବିଚିନ୍ତି କାମ କରନ୍ତୁ। ମାନସିକ ଶାନ୍ତି ଅବ୍ୟାହତ ପାଇଁ ଯୋଗ ଆଦି କରନ୍ତୁ। ପରିବାର ସହ ସମୟ ବିତାନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପତିପତ୍ନୀଙ୍କ ମଧ୍ୟରେ ସଠିକ ବୁଝାମଣା ରହିବ ।

କୁମ୍ଭ: ଆଜି ଦିନ ଆପଣଙ୍କ ପାଇଁ ଭଲ ରହିବ। ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ। ଛାତ୍ରଛାତ୍ରୀ ପାଠ ପଢାରେ ମନୋନିବେଶ କରିବେ। ପରିଶ୍ରମୀ ପିଲା ସଫଳ ହେବେ ।

ମୀନ: ବୈବାହିକ ସଂପର୍କ ଭଲ ରହିବ। ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। କାହା ପ୍ରତି ବିରକ୍ତିଭାବ ଦେଖନ୍ତୁ ନାହିଁ। ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି । କଳହ ହେଇ ପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+