ଆଜିର ରାଶିଫଳ: କେମିତି ବିତିବ ଆପଣଙ୍କ ଦିନ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

rashiphal

ମେଷ: ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳିପାରେ । ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ । ଆପଣ ତାଙ୍କ ସହିତ କଥାହେବା ଦରକାର । ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ । ବନ୍ଧୁଙ୍କ ସହିତ ବ୍ୟକ୍ତିଗତ କଥା ସେୟାର କରିବେ । ସେ ଆପଣଙ୍କ ଦୁଃଖ ବୁଝିବେ ।

ବୃଷ: ଆପଣଙ୍କ ସହିତ ମିଶୁଥିବା ଲୋକଙ୍କୁ ଭଲ ବ୍ୟବହାର ରଖନ୍ତୁ । ବହୁତ କମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେଇ ପାରନ୍ତି । ଆଜି ନିଜ ସ୍ୱାସ୍ଥ୍ୟ ସୁଧାରିବା ଉପପରେ ଧ୍ୟାନ ଦିଅନ୍ତୁ । ଯେଉଁ ବ୍ୟକ୍ତିମାନେ ଅକାରଣ ଧନ ଅପବ୍ୟୟ କରନ୍ତୁ ନାହିଁ ।

ମିଥୁନ: କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇପାରେ । ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାରିବାରିକ ଦାୟିତ୍ଵକୁ ଅଣଦେଖା କରିପାରନ୍ତି । ପରିବାର ସନ୍ତୋଷ ହେବେ ନାହିଁ । ଦିନଟି ସେତେଟା ଭଲରେ ବିତିବ ନାହିଁ । ଯୋଗ ଓ ଧ୍ୟାନ ଦ୍ୱାରା ଆଜି ଆପଣ ନିଜକୁ ସୁଦୃଢ଼ କରିପାରିବେ ।

କର୍କଟ : ପରିବାର ସହିତ ଭଲ ସମୟ ବିତାଇବେ । କିଛି ନୂଆ କାମ ଆରମ୍ଭ କରିପାରନ୍ତି । ପିଲାମାନେ ଖୁସି ଖବର ଦେବେ । ଅତ୍ୟଧିକ ମାନସିକ ଚାପ ଓ ଥକାର ବିଷୟ ହୋଇପାରେ । ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ବହୁତ ଆରାମ କରନ୍ତୁ ବୈବାହିକ ଜୀବନ ଦୃଷ୍ଟିରୁ ସ୍ୱାଦିଷ୍ଟ ଖାଦ୍ୟ ଓ ଭଲ ନିଦର ପୁରା ମଜ଼ା ଆପଣ ନେଇ ପାରିବେ ।

ସିଂହ: ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ । ଭାବି ଚିନ୍ତି ନିବେଶ କରନ୍ତୁ । ଦରକାର ସମୟରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ପରିବାର ତୁଳନାରେ ନିଜର ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେବା ଦେଖା ଯିବେ ।

କନ୍ୟା: ଆପଣଙ୍କ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ । ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । କୌଣସି ଛୋଟମୋଟ କଥାକୁ ନେଇ ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ କଳହ ହୋଇପାରେ । ଆପଣଙ୍କର ସବୁ ଜିନିଷ ପାଇବାର ଖୁବ ଯୋଗ୍ୟତା ଅଛି, ତେଣୁ ଯାହା ମୌକା ମିଳିବ ତାକୁ ଆପଣାନ୍ତୁ ।

ତୁଳା: ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ । ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ । ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ । ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ ।

ବିଛା : ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ । ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ । ଆପଣଙ୍କ ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଧନୁ : ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଖୁସି ମୁହୂର୍ତ୍ତ ଆଣିଦେବ। ଆପଣଙ୍କର ଆଚରଣ ଯୋଗୁଁ ପରିବାର ଲୋକ ଓ ଜୀବନ ସାଥୀ ଅପମାନିତ ହୋଇପାରନ୍ତି । ଦେଖି ଚାହିଁ କଥା କୁହନ୍ତୁ । ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ । ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଦେଖା କରିବେ ।

ମକର: ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ । ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ । ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି ସେମାନଙ୍କ ଭିନ୍ନ ରୂପ ଆପଣଙ୍କୁ କଷ୍ଟ ଦେବ। ଆପଣଙ୍କ ରାଗ ବଢ଼ି ପାରେ, ଯାହା କାରଣରୁ ପରିବାର ଲୋକ ନିରାଶ ହେବେ । ଆଜି ଜିନର ଆରମ୍ଭ ବହୁତ ଭଲ ରହିବ ।

କୁମ୍ଭ : ଆପଣ ନିଜର ଲକ୍ଷ ସ୍ଥଳରେ ପାଇବା ପାଇଁ ଏକାଗ୍ରତା ରକ୍ଷା କରନ୍ତୁ। ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠୁ ଅଧିକ ମିଳିବ । ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ । କିଛି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି ।

ମୀନ: ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ । ଦିନଟି ଶୁଭ ହେବା ସହିତ ଧନ ଲାଭର ୟୋଗ ରହିଛି । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+