ଦୈନିକ ରାଶିଫଳ: କେମିତି ବିତିବ ଆପଣଙ୍କ ଆଜିର ଦିନ,ଜାଣନ୍ତୁ
ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।
ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ମେଷ: ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ। କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ। ଆଜି ଆପଣ ବହୁତ ଗୁଡ଼େ ଜିନିଷ ଉପରେ ଖର୍ଚ୍ଚ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ସୁନିୟୋଯିତ ଯୋଜନା କରିବାକୁ ପଡ଼ିବ । ଏହାଦ୍ୱାରା ଆପଣଙ୍କର ବହୁତ ଅସୁବିଧା ଦୂର ହୋଇପାରିବ । ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ ।
ବୃଷ: ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ । ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ । ଆଜିକୁ କାମ ଆଜି ସାରିଦେବ ଉଚିତ। ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି । ଆପଣଙ୍କ ଜୀବନସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ ।

ମିଥୁନ: ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ। ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ । ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଆପଣ ଯଦି ଆପଣଙ୍କ ପ୍ରେମୀଙ୍କୁ ବିବାହ କରିବାକୁ ଚାହାନ୍ତି ତାହେଲେ ସେ ବିଷୟରେ କଥା ହେବ ପୂର୍ବରୁ ସେ କେମିତି ପ୍ରତିକ୍ରିୟା କରିବେ ସେ ବିଷୟରେ ବି ଭାବି ରଖନ୍ତୁ । ଆପଣଙ୍କ କଠିନ ପରିଶ୍ରମକୁ ପୁରସ୍କାର ମିଳିବ, କାରଣ ଆପଣଙ୍କ ପଦରେ ଉନ୍ନତି ହୋଇ ପାରେ ।
କର୍କଟ: ଆର୍ଥିକ ଲାଭ ବିଷୟରେ ଭାବନ୍ତୁ ନାହିଁ, କାରଣ ଆଗକୁ ଯାଇକି ଆପଣଙ୍କୁ ଏହା ଠୁ ବହୁତ ଲାଭ ମିଳିବ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ । ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ । ଆପଣଙ୍କ ଜୀବନସାଥୀ ଏବେ ହୋଇଥିବା ଯୁକ୍ତିତର୍କକୁ ଭୁଲି ନିଜର ଭଲ ସ୍ୱଭାବର ପରିଚୟ ଦେବେ ।
ସିଂହ: ଆର୍ଥିକ ଲାଭ ବିଷୟରେ ଭାବନ୍ତୁ ନାହିଁ, କାରଣ ଆଗକୁ ଯାଇକି ଆପଣଙ୍କୁ ଏହା ଠୁ ବହୁତ ଲାଭ ମିଳିବ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ । ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ । ଆପଣଙ୍କ ଜୀବନସାଥୀ ଏବେ ହୋଇଥିବା ଯୁକ୍ତିତର୍କକୁ ଭୁଲିକି ନିଜର ଭଲ ସ୍ୱଭାବର ପରିଚୟ ଦେବେ ।
କନ୍ୟା: ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ । ସେ ଆପଣଙ୍କ ଜୀବନରେ ଏକ ଆର୍ଶୀବାଦ ସଦୃଶ ପାଲଟିବେ । ଅସୁବିଧା ସମୟରେ ଠିଆ ହେବେ । ବ୍ୟବସାୟୀ ଲାଭାବାନ ହେବେ ।
ତୁଳା : ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ । ଆଜି ଦିନ ସାରା କିଛି ବିଶେଷ ନ କରିବା ଦ୍ବାରା ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପରେ ଆକର୍ଷିତ କରିବାରେ ସଫଳ ରହିବେ । ବାହାରକୁ ବୁଲି ଯାଇ ପାରନ୍ତି ।
ବିଛା : ଆପଣଙ୍କ ପ୍ରିୟାର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରିପାରେ । ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ । ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ ।
ଧନୁ: ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳି ଅନୁଭବ କରିବେ । ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳିପାରେ। ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ ।
ମକର: ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇପାରେ । କାମକାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ହୋଇ ପାରେ । ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ପଛ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଃଖୀ ହେବାର ସମ୍ଭାବନା ଅଛି ।
କୁମ୍ଭ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳିପାରେ । କିନ୍ତୁ ନିଜର ଉତ୍ସହାକୁ ନିୟନ୍ତ୍ରଣରେ ରଖନ୍ତୁ । କାରଣ ଅତି ଖୁସି ହେବା ବିପଦ ସ୍ତୃଷ୍ଟି କରିପାରେ । ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳିପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ପ୍ରେମ ଆଜି ଆପଣଙ୍କୁ ଉତ୍ତେଜିତ କରିବା ତେଣୁ ଯାହାକୁ ବି ଆପଣ ଭଲ ପାଉଛନ୍ତି ତାଙ୍କୁ ଆଜି ଯୋଗାଯୋଗ କରନ୍ତୁ ଓ ଦିନର ଲାଭ ଉଠାନ୍ତୁ ।
ମୀନ: ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ । ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ । ପାରିବାରିକ ଲୋକଂକ ସାହାଯ୍ୟ ଆପଣଙ୍କ ଦରକାରକୁ ପୁରା କରିବ । ଆଜି ଆପଣ ଜଣେ ଏମିତି ବ୍ୟକ୍ତିନ୍କୁ ଦେଖା କରିବେ ଯିଏ ଆପଣଙ୍କୁ ନିଜର ଜୀବନଠୁ ବି ଅଧିକ ଭଲ ପାଇବେ । ଆପଣଙ୍କ ଜୀବନ ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications