ଆଜିର ରାଶିଫଳ: ଜାଣନ୍ତୁ କେମିତି ବିତିବ ଆପଣଙ୍କ ଦିନ, ପଢନ୍ତୁ

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

astrology

ମେଷ: ବନ୍ଧୁ ମାନଙ୍କ ସହିତ ମୌଜ ମଜଲିସରେ ଦିନଟି କଟିବ । ବନ୍ଧୁଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ଆପଣ ନିଜ ସନ୍ତାନମାନଙ୍କ ଠାରୁ ସାହାଯ୍ୟ ପାଇବେ । କୌଣସି ଏକ ସୁନ୍ଦର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

ବୃଷ: କର୍ମଚାରୀ ମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର । ସହକର୍ମୀମାନେ ତଥା ଉପରିସ୍ଥଙ୍କ ସହଯୋଗ ମିଳିପାରେ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳେ । ପୂର୍ବରୁ ବାକିଆ କାମ ପୂରା କରିବେ ।

ମିଥୁନ: ଆଜି ଦିନଟି ଭଲରେ ବିତିବ ନାହିଁ। ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଦୁର୍ବଳ ରହିବେ । କୌଣସି ବି କାମରେ ଆପଣ ଆଗ୍ରହ କମ୍‌ ହୋଇଯାଇପାରେ । ସାବଧାନର ସହ ଦିନଟି ବିତାନ୍ତୁ ।

କର୍କଟ: ଆପଣ ଶକ୍ତି ଏବଂ ଆଗ୍ରହ ହରାଇ ପାରନ୍ତି । ଆପଣଙ୍କର ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ନେଚତ କଳହ ହୋଇପାରେ । ଆଶାନୁତିତ ଖର୍ଚ୍ଚ କରିବା ପ୍ରସ୍ତୁତ ରୁହନ୍ତୁ । ବଦ ଖର୍ଚ୍ଚ କରନ୍ତୁ ନାହିଁ ।

ସିଂହ: ଆଜି ଆପଣ ଆପଣଙ୍କ ପତି-ପତ୍ନୀଙ୍କ ଭିତରେ କଳି ହୋଇପାରେ । ଦାମ୍ପତ୍ୟ ଖୁସି ରହିବ ନାହିଁ । ଘଟଣା ବହୁତ ଜଟିଳ ଆଡକୁ ଗତି କରିପାରେ ଏବଂ ଏହାକୁ ହ୍ୟାଣ୍ଡେଲ୍‌ କରିବା କଷ୍ଟକର ହୋଇପାରେ । ଆପଣଙ୍କ ନାମ ବଦନାମ ହେବା ଠାରୁ ନିଜକୁ ଦୂରେଇ ରଖନ୍ତୁ ।

କନ୍ୟା: ଆଜି ଦିନଟି ବ୍ୟବସାୟୀଙ୍କ ପାଇଁ ଅତି ଉତ୍ତମ । ଆପଣ ଆପଣଙ୍କ ପ୍ରତିଯୋଗୀ, ଏବଂ ସହକର୍ମୀ ମାନଙ୍କ ଅପେକ୍ଷା ଆପଣ ଆଗରେ ରହିବେ । ସହକର୍ମୀମାନେ ଟିକିଏ ସାହାଯ୍ୟକାରୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରନ୍ତି । ଆପଣଙ୍କର ଘରେ ଅନେକ ଆନନ୍ଦ ଏବଂ ଖୁସି ଆପଣଙ୍କ ଅପେକ୍ଷାରେ ଅଛି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

ତୁଳା: ଆପଣଙ୍କ ନମ୍ର ବ୍ୟବହାର ଦ୍ୱାରା ଆପଣ ଅଜଣାଙ୍କ ମନ ଜୟ କରିବେ । ଆଲୋଚନା ଏବଂ ତର୍କ ମାଧ୍ୟମରେ ଆପଣ ଭାବନା ଅନ୍ୟମାନକୁ ଖୁସି ଏବଂ ପ୍ରଭାବିତ କରିପାରେ । କାର୍ଯ୍ୟ କରିବା କ୍ଷେତ୍ରରେ, ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତି ଅନ୍ୟମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରନ୍ତୁ ନାହିଁ ।

ବିଛା: ଆପଣଙ୍କର ଶାରୀରିକ ଏବଂ ମାନସିକ ଅସୁସ୍ଥତା ଆପଣଙ୍କର ଚିନ୍ତାର କାରଣ ହେବ । ଆପଣଙ୍କର ମାଆ ମଧ୍ୟ ଅସୁସ୍ଥ ହୋଇପାରନ୍ତି ।ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ଏବଂ ମର୍ଯ୍ୟଦା ଯୋଗୁଁ ଆପଣ ଅଶାନ୍ତି ହୋଇପାରନ୍ତି ।

ଧନୁ: ଆଜି ଦିନଟି ଭକ୍ତି , ପୂଜା ଓ ଶାନ୍ତିର ଦିନ । ଭାଇ ଭଉଣୀ ମାନଙ୍କ ସାନିଧ୍ୟ ମିଳିବ । ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ, ସଫଳତା ମିଳିବ । ସାଙ୍ଗ ସାଥିଙ୍କ ସହ ମୌଜ ମସ୍ତିରେ ଦିନଟି ବିତିବ। ଗ୍ରହଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ । ଶତୃ ପରାଜୟ ହେବେ । ଦୂର ଯାତ୍ରାର ସମ୍ଭାବନା ରହିଛି ।

ମକର: ଆଜି ଦିନଟି ଅତି ଭଲ ରହିବ ନାହିଁ । ମନ ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଧ୍ୟାନ କରନ୍ତୁ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ଅବୁଝାମଣା ଏବଂ ଅସୁସ୍ଥତା ଆପଣଙ୍କୁ ଅଶାନ୍ତି ରଖିବ । ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ ।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ । ପରିବାରରେ ହସଖୁସି ଭରି ରହିବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଖୁସି ମଉଜ ବଜାୟ ରହିବ । ଆପଣଙ୍କ ଭାବନାରେ ପ୍ରତିକୂଳ ଭାବନା ଦେଖା ଦେଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ଦ୍ୱାରା ତାହା ବାହାର କରିବାକୁ ଚେଷ୍ଟା କରନ୍ତୁ ।

ମୀନ: ଆପଣ ଆପଣଙ୍କ ଶରୀର ପ୍ରତି ସମ୍ବେଦନଶୀଳତା ଦେଖାଇପାରନ୍ତି । ନିଜ ଲୋକଙ୍କଠାରୁ ଆପଣ ଅଳ୍ପ କିଛି ଦିନ ଅଲଗା ରହିପାରନ୍ତି । ବିବାଦ ଏବଂ ଅବୁଝାମଣା ହେବାର ଆଶା କରାଯାଏ । ଏନେଇ ମନରେ ଦ୍ବନ୍ଦ ଲାଗି ରହିବ । ଶାନ୍ତମନରେ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+