ଆଜିର ରାଶିଫଳ : ଭଲରେ ବିତିବ କି ଆପଣଙ୍କ ଦିନ ?
ପ୍ରେମ, ଶିକ୍ଷା, ବ୍ୟବସାୟ ଓ ବିଦେଶ ଭ୍ରମଣ ଯୋଗ ଆଦି ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା, ବ୍ୟବସାୟ ଓ ବିଦେଶ ଭ୍ରମଣ ଯୋଗ ଆଦି ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଖେଳ ଓ ଘର ବାହାରେ ହେଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ । ଆଜି ଆପଣଙ୍କର ମାତା-ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସମ୍ବନ୍ଧରେ ଉନ୍ନତି ହେବ । ଆଜି ଆପଣଙ୍କର ଖାଲି ସମୟରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି । ବୈବାହିକ ଜୀବନର ଦୃଷ୍ଟିରୁ ଆଜି ଦିନ ଉତ୍ତମ ରହିବ ।
ବୃଷ:ଆଜି ଆପଣଙ୍କୁ ଆରାମ କରିବାର ଅତି ଆବଶ୍ୟକ । ଆଜି ଦିନ ଆପଣଙ୍କ ପାଇଁ କୌତୁହଳଜନକ ରହିବ,କାରଣ ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇ ପାରନ୍ତି । ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ ।
ମିଥୁନ: ଆଜି ଆପଣଙ୍କ ପ୍ରିୟଙ୍କ ଏକ ଅଲଗା ରୂପ ଦେଖିବାକୁ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର କୁକର୍ମର ଫଳ ପାଇବେ । ଆଜି ଆପଣ ଆପଣଙ୍କର ବଳକା ସମୟ ସେହି ସବୁ କାମରେ ସଦୁପଯୋଗ କରିବେ ଯାହା ଆପଣ ବିଗତ ଦିନ ମାନଙ୍କରେ କରିନଥିଲେ । ବାରମ୍ବାର ବିବାଦ ହେବା କାରଣରୁ ଆପଣଙ୍କୁ ସମ୍ପର୍କ ଭାଙ୍ଗି ଦେବାକୁ ଇଚ୍ଛା ହୋଇପାରେ ।
କର୍କଟ: ଆପଣଙ୍କ ଉଦାର ସ୍ଵଭାବ ଆପଣଙ୍କ ପାଇଁ ଅନେକ ଖୁସି ମୁହୂର୍ତ୍ତ ନେଇକି ଆସିବ ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି । କୌଣସି ସଂପର୍କ ଭାଙ୍ଗନ୍ତୁ ନାହିଁ ।
ସିଂହ: ଅସନ୍ତୋଷ ଭାବନାକୁ ନିଜ ଉପରେ ଅବୈଧ ହବାକୁ ଦିଅନ୍ତୁ ନାହିଁ । ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ । ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ହେବେ । ଟିଭି ବା ମୋବାଇଲର ଅତ୍ୟଧିକ ବ୍ୟବହାର ଅଯଥା ସମୟ ଅପଚୟ ବ୍ୟତୀତ ଆଉ କିଛି ହୋଇପାରେନା। ଯଦି ଆପଣଙ୍କ ଜୀବନସାଥୀଙ୍କର ମନ ଖରାପ ଅଛି ଓ ଆପଣ ଚାହୁଁଛନ୍ତିକି ଦିନ ଭଲ ଯାଉ,ତାହେଲେ ଚୁପ ରୁହନ୍ତୁ ।
କନ୍ୟା: କୌଣସି ସାଙ୍ଗ ଆପଣଙ୍କ ସହିବା ଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇପାରେ। ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତ୍ୟେକ ନିଷ୍ପତି ଭାବିଚିନ୍ତି ନିଅନ୍ତୁ । ଆପଣଙ୍କୁ ଚିନ୍ତାମୁକ୍ତ ହୋଇ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ସମୟ ଖୋଜିବାକୁ ଚେଷ୍ଟା କରିବା କଥା । ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ । ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ । ବ୍ୟବସାୟ ପାଇଁ ହଠାତ କରାଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ।
ତୁଳା: ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ । ମସ୍ତିସ୍କ ଜୀବନର ଦ୍ୱାର ,କାରଣ ଭଲଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ । ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଆପଣଙ୍କ ଖର୍ଚ୍ଚ ନେଇ ଆଜି ଆପଣଙ୍କ ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ । ଆପଣଙ୍କ ବଦଖର୍ଚ୍ଚ ଉପରେ ସେ ଆଜି ଆପଣଙ୍କୁ ଉପଦେଶ ଦେଇପାରନ୍ତି ଯାହା ଆପଣଙ୍କୁ ଭାଷଣ ଦେଲାପରି ଲାଗିପାରେ ।
ବିଛା: ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ । ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ । ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ । ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ ।
ଧନୁ: ଆଜି ଆପଣ ମାନସିକ ଯନ୍ତ୍ରଣା ଯୋଗୁଁ ସ୍ଥିର ନ ରହି ପାରନ୍ତି । ତେଣୁ ସର୍ତକ ହୋଇ ଅନ୍ୟ ମାନଙ୍କ ସାମ୍ନାରେ କଥା ବାର୍ତା ହୁଅନ୍ତୁ । ଆଜି ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ । ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳି ପାରେ । ଗୃହିଣୀମାନେ ଆଜି ସେମାନଙ୍କ ବଳକା ସମୟରେ ଟେଲିଭିଜନରେ ଫିଲ୍ମ ଦେଖି ସମୟ ଅତିବାହିତ କରିବେ ।
ମକର: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକାରୁ ଆଜି ଆରମ ମିଳିବ । ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସାଙ୍ଗ ମାନଙ୍କ ଠୁ ଉତ୍ତମ ପରାମର୍ଶ ମିଳିବ । ଜୀବନରେ ଗୋଟେ ନୂତନ ସୁଯୋଗ ଆସି ପାରେ, ଯାହା ପ୍ରେମ ଓ ଭଲ ପାଇବାକୁ ନୂତନ ଦିଶା ଦେଖେଇବ । ଆଜି ଦିନ ସାରା କାର୍ଯ୍ୟାଳୟର ପରିବେଶ ଉତ୍ତମ ରହିବ ।
କୁମ୍ଭ: ନିଜକୁ ଏମିତି ଗତିବିଧି ସହିତ ସକ୍ରିୟ ରଖନ୍ତୁ ଆପଣକୁ ମାନସିକ ଶାନ୍ତି ଦେବ । ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ । ଆଜି ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ । ଯେହେତୁ ଗହଳି ଆପଣଙ୍କର ବ୍ୟକ୍ତିତ୍ୱ ନୁହେଁ ତେଣୁ ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ ।
ମୀନ:ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ । ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ । ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ । ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତାପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ଯିବେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications