ଆଜିର ରାଶିଫଳ: କେମିତି ବିତିବ ଆପଣଙ୍କ ଆଜିର ଦିନ
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ। ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ । ଯଦି ଆପଣ ସମସ୍ତଙ୍କର ଦାବି ପୂରୁଣା କରିବାକୁ ଚେଷ୍ଟା କରିବେ,ତାହେଲେ କେବଳ ବିଫଳତା ଆପଣଙ୍କ ହାତକୁ ଆସିବ । ଦିନଟା ସେତଟା ଭଲରେ ବିତିବନି ।
ବୃଷ: ଆପଣଙ୍କ ଜୀବନସାଥୀ ନିଜର ସାଙ୍ଗ ମାନଙ୍କ ସହିତ ଟିକେ ଅତି ବ୍ୟସ୍ତ ରହିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କୌଣସି ଭଲ ରୋଷେଇ କରିପାରନ୍ତି ଯାହାଦ୍ୱାରା ଆପଣଙ୍କ ପୁରା ଦିନର କ୍ଲାନ୍ତି ଦୂର ହୋଇପାରେ ।
ମିଥୁନ: ଭଲ ଜୀବନ ପାଇଁ ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ୱରେ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ । ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ, ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥହାନିର ସମ୍ଭାବନା ଅଛି । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ ।
କର୍କଟ: ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ପ୍ରେମ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ । ଯଦି ଆଜି ଆପଣ କିଣା କିଣି ପାଇଁ ବାହାରନ୍ତି,ତାହେଲେ ଗୋଟେ ନୂତନ ପୋଷାକ କିଣି ପାରନ୍ତି । ବନ୍ଧୁ ବାନ୍ଧବଙ୍କ କାରଣରୁ ଜୀବନସାଥୀ ସହିତ ବାଦବିବାଦ ହୋଇ ପାରେ । କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ ।
ସିଂହ: ଆପଣ ଧର୍ଯ୍ୟବାନ ରହିବା ସହିତ । ଆଜି ଆପଣଙ୍କ ଘରକୁ କୌଣସି ଅଜଣା ଅତିଥି ଆସିପାରନ୍ତି । କିନ୍ତୁ ତାଙ୍କର ଉପସ୍ଥିତି ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ । ଯଦି ଆପଣ ସାମାଜିକ ଭୋଜି ଓ କାର୍ଯ୍ୟକ୍ରମରେ ଭାଗ ନେବେ,ତାହେଲେ ଆପଣ ନିଜର ସାଙ୍ଗସାଥୀ ମାନଙ୍କ ସହିତ ସମ୍ବନ୍ଧରେ ବୃଦ୍ଧି ଆଣି ପାରିବେ । ପିଲାମାନେ ପାଠ ପଢାରେ ଆଗ୍ରହୀ ହେବେ । ଗୁରୁଜନଙ୍କ ସାହାଯ୍ୟ ନେଇ ପାରନ୍ତିି ।
କନ୍ୟା: ଆଜି ଆପଣ ପରିବାର ସହିତ ଭଲ ସମୟ ବିତାଇବେ । ବୈବାହିକ ଜୀବନର ଦୃଷ୍ଟିରୁ ଯଦି ଦେଖିବେ ତାହେଲେ ଜିନିଷ ଆପଣଙ୍କ ପକ୍ଷରେ ଦେଖା ଯିବ । ଦିନ ସାରା ବାହାର ଲୋକଙ୍କ ସହିତ ସମୟ କଟାଇଲା ପରେ ସନ୍ଧ୍ୟାରେ ନିଜ ଜୀବନସାଥିଙ୍କ ସମୟ ଦେଇପାରନ୍ତି ।
ତୁଳା: ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ପରିବାରର କେହାର ବାହାଘରର ଖବର ଶୁଣି ଆପଣ ବହୁତ ଖୁସି ଅନୁଭବ କରିବେ । ତଥାପି, ତାଙ୍କଠୁ ଦୂର ରହିବାର ବିଚାର ଆପଣଙ୍କୁ ଦୁଃଖୀ କରିପାରେ । କିନ୍ତୁ ଆପଣଙ୍କୁ ଭବିଷ୍ୟର ଚିନ୍ତା ଛାଡିକି ବର୍ତ୍ତମାନ ଉପରେ ଧ୍ୟାନ ଦେବା ଉଚିତ ।
ବିଛା: ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟରେ ଭାବିବା ଭୁଲି ଯାଇଛନ୍ତି । ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ । ଖର୍ଚ୍ଚକୁ ନେଇକି ଜୀବନସାଥୀଙ୍କ ସହିତ ବାଦବିବାଦ ଲାଗିରହିବ। ଆପଣଙ୍କ ପିତାଙ୍କ ସହିତ ଆଜି ଆପଣ ବନ୍ଧୁଭାବ ସହ କଥା ହୋଇପାରନ୍ତି । ଏହା ତାଙ୍କୁ ଖୁସି ମଧ୍ୟ ଦେବ ।
ଧନୁ: ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ମନୋଦଶାରେ ପାଇବେ । ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ । ଏହା ଆଜି ଆପଣଙ୍କ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିବ ।
ମକର: ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ । କିନ୍ତୁ କାମର ଅଧିକତା ହେତୁ ତାହା କରିବାରେ ଅକ୍ଷମ ହେବେ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କୁ ଆଜି ବିଶେଷ ଖବର ମିଳିବ । ନିଜର କେୟାର କରିବା ପରେ ଆପଣ ବହୁତ ଆରାମ ଅନୁଭବ କରିବେ।
କୁମ୍ଭ : ନିଜ ଖୁସିକୁ ଅନ୍ୟ ମାନଙ୍କ ସହିତ ବାଣ୍ଟିଲେ ଆପଣଙ୍କ ସ୍ୱାସ୍ଥ୍ୟରେ ବୃଦ୍ଧି ଆସିବ । କିନ୍ତୁ ମାନେ ରଖନ୍ତୁ କି ଏହାକୁ କରିବା ଆପଣଙ୍କ ପାଇଁ ପାରେ । ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ । ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି । ସେମାନଙ୍କୁ ସମୟ ଦିଅନ୍ତୁ ।
ମୀନ : ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି । କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର । ଆପଣ ଅନୁଭବ କରିବେକି ବୈବାହିକ ଜୀବନ ସତରେ ଆପଣଙ୍କ ପାଇଁ ଖୁସି ନେଇକି ଆସିଛି । ପତ୍ନୀଙ୍କ ସହିତ ଭଲ ସମୟ ବିତାଇବେ ।












Click it and Unblock the Notifications