Get Updates
Get notified of breaking news, exclusive insights, and must-see stories!

ଦୈନିକ ରାଶିଫଳ : କେମିତି ବିତିବ ଆପଣଙ୍କ ଆଜିର ଦିନ,ଜାଣନ୍ତୁ

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଆପଣଙ୍କ ମାନସିକ ଚାପି କିଛି ମାତ୍ରାରେ କାମ ହୋଇ ପାରେ । ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ । ଆଜି କାମ ସବୁ ଭଲରେ ସରିବ, କିନ୍ତୁ ଦିନ ଯାକ ଆପଣ ବିରକ୍ତ ହେବା ସାଙ୍ଗରେ ଥକା ଓ କ୍ଳାନ୍ତିକର ଅନୁଭବ କରିବେ ।

ବୃଷ: ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ । ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ । ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ ।

astrology

ମିଥୁନ: ଧନଲାଭର ଆଜି ବହୁତ ସମ୍ଭାବନା ଅଛି । କିନ୍ତୁ ଏହା ସହିତ ଆପଣ କିଛି ଦାନପୁଣ୍ୟ ବି କରିବା ଉଚିତ କାରଣ ଦାନପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ । ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ ।

କର୍କଟ: ବନ୍ଧୁଙ୍କ ସହିତ ରହିବା ଦ୍ବାରା ଆପଣଙ୍କ ମାନସିକ ଶାନ୍ତି ମିଳିବ । ଆପଣ ଭାଗ୍ୟଶାଳୀ କି ଆପଣଙ୍କ ପାଖରେ ଏମିତି ବଂନ୍ଧୁ-ବାନ୍ଧବ ଅଛନ୍ତି । ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ ।

ସିଂହ: ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ । ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି । ଆପଣଙ୍କ ଜୀବନସାଥୀର ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା । ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳିପାରେ ।

କନ୍ୟା: ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ । ସେ ଆପଣଙ୍କ ଜୀବନରେ ଏକ ଆର୍ଶୀବାଦ ସଦୃଶ ପାଲଟିବେ । ଅସୁବିଧା ସମୟରେ ଠିଆ ହେବେ । ବ୍ୟବସାୟୀ ଲାଭାବାନ ହେବେ ।

ତୁଳା : ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ । ଆଜି ଦିନ ସାରା କିଛି ବିଶେଷ ନ କରିବା ଦ୍ବାରା ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପରେ ଆକର୍ଷିତ କରିବାରେ ସଫଳ ରହିବେ । ବାହାରକୁ ବୁଲି ଯାଇ ପାରନ୍ତି ।

ବିଛା : ଆପଣଙ୍କ ପ୍ରିୟାର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରିପାରେ । ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ । ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ ।

ଧନୁ: ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳି ଅନୁଭବ କରିବେ । ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳିପାରେ। ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ ।

ମକର: ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇପାରେ । କାମକାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ହୋଇ ପାରେ । ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ପଛ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଃଖୀ ହେବାର ସମ୍ଭାବନା ଅଛି ।

କୁମ୍ଭ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳିପାରେ । କିନ୍ତୁ ନିଜର ଉତ୍ସହାକୁ ନିୟନ୍ତ୍ରଣରେ ରଖନ୍ତୁ । କାରଣ ଅତି ଖୁସି ହେବା ବିପଦ ସ୍ତୃଷ୍ଟି କରିପାରେ । ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳିପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ପ୍ରେମ ଆଜି ଆପଣଙ୍କୁ ଉତ୍ତେଜିତ କରିବା ତେଣୁ ଯାହାକୁ ବି ଆପଣ ଭଲ ପାଉଛନ୍ତି ତାଙ୍କୁ ଆଜି ଯୋଗାଯୋଗ କରନ୍ତୁ ଓ ଦିନର ଲାଭ ଉଠାନ୍ତୁ ।

ମୀନ: ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ । ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ । ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+