ଆଜିର ରାଶିଫଳ: ଜାଣନ୍ତୁ କେମିତି ବିତିବ ଦିନ
କେମିତି ବିତିବ ଆଜିର ଦିନ ? ପ୍ରେମ, ଦାମ୍ପତ୍ୟ ଜୀବନ ଓ ଶିକ୍ଷା କ୍ଷେତ୍ରରେ ମିଳିବ କି ଲାଭ ? ଏପରି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ....
କେମିତି ବିତିବ ଆଜିର ଦିନ ? ପ୍ରେମ, ଦାମ୍ପତ୍ୟ ଜୀବନ ଓ ଶିକ୍ଷା କ୍ଷେତ୍ରରେ ମିଳିବ କି ଲାଭ ? ଏପରି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ....

ମେଷ: ଆଜି ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ । ମଧ୍ୟାହ୍ନ ପରେ ଏହି ଶୁଭ କାର୍ଯ୍ୟ ଆରମ୍ଭ କଲେ ଅଧିକ ସଫଳତା ପ୍ରାପ୍ତ ହୋଇପାରେ । ଆପଣଙ୍କୁ ଆଜି କିଛି ସମସ୍ୟା ଘେରରେ ରହିବା ପାଇଁ ପଡିପାରେ । କିନ୍ତୁ ଦିନର ଶେଷ ଆଡକୁ ଖୁସି ମିଳିପାରେ। ଦିନ ଆରମ୍ଭରେ ପାଇଥିବା ଯନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗର ସାହାଯ୍ୟ ନିଅନ୍ତୁ ।
ବୃଷ: ଦିନଟି ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ବହୁତ ଖୁସିରେ ବିତିବ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ ।
ମିଥୁନ: ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଫଳ ଦେବ । ଆପଣଙ୍କ ପାଇଁ ଉଭୟ ଭଲ ଏବଂ ଖରାପ ଖବର ମଧ୍ୟ ଆଣିବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ ଏବଂ ପିଲାମାନେ ବ୍ୟସ୍ତତାର ମୁଖ୍ୟ କାରଣ ହୋଇପାରନ୍ତି । ଅର୍ଥ ହାନୀ ସହ ଅସୁସ୍ଥତା ଅନୁଭଭ କରିବେ ।
କର୍କଟ: ସହକର୍ମଙ୍କ ଠାରୁ ଆପଣଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ ମିଳିପାରେ । ପରିବାର ସହିତ ଭଲ ସମୟ ବିତିବ । ପୁରା ଦିନଟି ଆପଣଙ୍କ ମନ ଶାନ୍ତ ରହିବ ।
ସିଂହ: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ । ଦିନଟି ଲାଭ ଦାୟକ ହେବ ।
କନ୍ୟା: ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତୀତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ଦେଖାଇ ପାରନ୍ତି । ଦେଖି ଚାହିଁ ଦିନ କାଟନ୍ତୁ । ନିଜ ସ୍ବାସ୍ଥ୍ୟ ଓ କର୍ମ ପ୍ରତି ଧ୍ୟାନ ଦିଅନ୍ତୁ । ଦେଖିବେ ଜୀବନରେ ଅଧିକ ଉନ୍ନତି କରିବେ ।
ତୁଳା: ଆଜି ଆପଣଙ୍କ ଦିନଟି ହସଖୁସି, ଆମୋଦପ୍ରମୋଦରେ ବିତିବାର ସମ୍ଭାବନା ରହିଛି । ବହୁ ସାଂସ୍କୃତିକ କ୍ଷେତ୍ରରେ ମିଳାମିଶାରେ ଆଜି ବହୁତ ସମୟ ଅତିବାହିତ ହେବ । ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଲୋକ ଏବଂ ନିଜର ପୁରୁଣା ବନ୍ଧୁ ମାନଙ୍କ ସହିତ ମିଶିବା ଏକ ଆକର୍ଷଣର ବିଷୟ ।
ବିଛା: ସାଂସାରିକ ଜୀବନ ସୁଖମୟ ହେବ । ଧାର୍ମିକ କ୍ଷେତ୍ରରେ ଟଙ୍କା ପଇସା ଖର୍ଚ୍ଚ କରିବା ସମୟରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତୁ । ନିଜ ଆତ୍ମୀୟଙ୍କର ବ୍ୟବହାର ଉପରେ ନଜର ରଖନ୍ତୁ । ଆପଣଙ୍କ ବିରୁଦ୍ଧରେ କେହି ଚକ୍ରାନ୍ତ କରିପାରନ୍ତି। ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ହୃଦୟ ଜୟ କରିବାକୁ ଯାଏ ତାହାକୁ ବାଧା ଦିଅନ୍ତୁ ନାହିଁ ।
ଧନୁ: ଦିନଟି ଆପଣଙ୍କ ପାଇଁ ସୁଖ ଦାୟକ। ମଉଜମସଲିସରେ ଦିନଟି ଅତିବାହିତ ହେବ। ଅନେକ ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ସାଂସ୍କୃତିକ କାର୍ଯ୍ୟରେ ହସ୍ତକ୍ଷପ କରିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ।
ମକର: ଆଜି ଆପଣଙ୍କ ପାଇଁ ଅତି ଉତ୍ତମ ଏବଂ ଘଟଣା ବହୁଳ ରହିବ । ଆପଣଙ୍କ ମିଳନ ବନ୍ଧୁବର୍ଗ ଏବଂ ପ୍ରିୟଜନଙ୍କ ସହିତ ହୋଇପାରେ, ଯାହାକି ବହୁ ଦିନ ହେଲା ହୋଇପାରି ନାହିଁ । ଏହି ଦିନ ବ୍ୟବସାୟ, ସାମାଜିକ ସମ୍ପର୍କ ଏବଂ ଅନ୍ୟ କାର୍ଯ୍ୟକଳାପ ପାଇଁ ଏକ ଭଲ ଦିନ ।
କୁମ୍ଭ: ଆଜି ଆପଣଙ୍କର ମାନସିକ ଚିନ୍ତା କିଛି କମ ହୋଇପାରେ । ଆପଣ ଉତ୍ସାହିତ ଅନୁଭବ କରିବାର ସମ୍ଭାବନା ଅଛି । ବନ୍ଧୁ ଓ ପ୍ରିୟଜନ ମାନଙ୍କ ସହିତ ମିଳିତ ହେବେ । ଆଜି ଆପଣଙ୍କୁ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବାର ଯୋଜନା ଅଛି । ଏହି କାର୍ଯ୍ୟ କରନ୍ତୁ।
ମୀନ: ଗଭୀର ଭାବରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟିକୁ ବାଛନ୍ତୁ। ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହିପାରନ୍ତି । ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ଏବଂ ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ଆରାମ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications