ହୋଲିରେ କିପରି କଟିବ ଆପଣଙ୍କ ଦିନ, ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନ
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ଅନେକ ସମସ୍ୟାର ସମଧାନ ପାଇପାରିବେ । ବ୍ୟବସାୟୀମାନେ ନୂଆ କାରବାର କରିବାର ସୁଯୋଗ ପାଇପାରିବେ ଏବଂ ବାକି ଦେଇଥିବା ଟଙ୍କା ଫେରି ପାଇବେ । ଛାତ୍ରଛାତ୍ରୀ ମାନେ ପାଠକୁ ନେଇ ଚିନ୍ତାରେ ରହିବେ । ରାଜନୀତି କିମ୍ବା ସମାଜ ସେବା କରୁଥିବା ବ୍ୟକ୍ତି ମାନସମ୍ମାନ ପାଇବେ ।
ବୃଷ: ବହୁତ ସତର୍କ ରହିବା ପାଇଁ ପଡିବ । କୌଣସି ଛୋଟ କଥାକୁ ନେଇ କର୍ମକ୍ଷେତ୍ରରେ ବିବାଦ ଦେଖିବା ପାଇଁ ମିଳିବ । ସୁସ୍ୱାଦ ଭୋଜନ କରିବେ । ପିତାମାତାଙ୍କ ସମର୍ଥନ ପାଇବେ । ଆର୍ଥିକ ଅବସ୍ଥା ଭଲ ରହିବ। କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ । ଶୁଭ ଖବର ପାଇ ପାରନ୍ତି ।
ମିଥୁନ: ଛାତ୍ରଛାତ୍ରୀ ମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବାର ଯୋଗ ରହିଛି । ଅଳ୍ପ ପରିଶ୍ରମରେ ସଫଳତା ପାଇପାରିବେ । ପାରିବାରିକ ଜୀବନ ସୁଖଦ ହେବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଅଯଥା ଖର୍ଚ୍ଚାନ୍ତି ହୋଇପାରନ୍ତି ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ସେତେ ଭଲ ରହିବ ନାହିଁ । ଜଗିରଖି ନିଷ୍ପତ୍ତି ନିଅନ୍ତୁ । କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି । ପତିପତ୍ନୀ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇପାରେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ଓ ସମ୍ମାନ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ସାଧାରଣ କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ଦେଖାଦେଇପାରେ । ବ୍ୟବସାୟୀମାନେ ଆଜି କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ ।

ସିଂହ: ଆର୍ଥିକ ସ୍ଥିତି ମଜବୁତ ହେବ । ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସୁସ୍ୱାଦୁ ଭୋଜନ କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଘରର ପରିବେଶ ବହୁତ ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଜବୁତ ହେବ । ଖୁବଶୀଘ୍ର ଆପଣ ନୂଆ ପଦବୀ ପାଇପାରନ୍ତି । ବ୍ୟବସାୟୀ ଲାଭରେ ରହିବେ ।
କନ୍ୟା: ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । ପତି-ପତ୍ନୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ରହିବ । ପରିବାର ସହିତ ସମୟ ବିତାଇବା ପାଇଁ ପସନ୍ଦ କରିବେ । ବ୍ୟବସାୟୀ ଲାଭରେ ରହିବେ । କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।
ତୁଳା: ଆଜି ଧନଲାଭର ସମ୍ଭାବନା ରହିଛି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଅଜଥା କଥାକୁ ନେଇ ଚିନ୍ତାରେ ରୁହନ୍ତୁ ନାହିଁ । ବ୍ୟବସାୟୀଙ୍କ କଠିନ ପରିଶ୍ରମ ସଫଳ ହେବ ଏବଂ ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।
ବିଛା: କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି । ଏହି ଯାତ୍ରା ଆପଣଙ୍କୁ ସୁଫଳ ଦେବ । ଛାତ୍ରଛାତ୍ରୀ ପାଠପଢାରେ ଉନ୍ନତି କରିବେ ଏବଂ ନୂଆ ଚାକିରି ସୁଯୋଗ ପାଇପାରନ୍ତି । ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସ୍ଥିତି ଭଲ ରହିବ ।
ଧନୁ: କୌଣସି ଖବର ମନରେ ଅସ୍ଥିରତା ସୃଷ୍ଟି କରିବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଅଫିସରେ କାର୍ଯ୍ୟଭାର ଅଧିକ ହେବାର ସମ୍ଭାବନା ଅଛି । ବ୍ୟବସାୟୀଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଧୈର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ ।
ମକର: ସ୍ୱାସ୍ଥ୍ୟାଜନିତ ସମସ୍ୟା ଦେଖାଯିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ବ୍ୟବସାୟୀ କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଆର୍ଥିତ ସ୍ଥିତି ଭଲ ରହିବ । ଚାକିରୀ କରୁଥିବା ଲୋକ ଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।
କୁମ୍ଭ: ବ୍ୟବସାୟରେ ଲାଭ ପାଇପାରିବେ । ବନ୍ଧୁ ମିଳନର ସୁଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ । ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ ।
ମୀନ: ବ୍ୟବସାୟରେ ଉନ୍ନତି ହେବ ଏବଂ ଲାଭ ପାଇପାରିବେ । ଋଣ କରନ୍ତୁ ନାହିଁ । ପରିବାର ତରଫରୁ ଖୁସି ଖବର ପାଇପାରନ୍ତି । କିଛି ନୂଆ ସାମଗ୍ରୀ କିଣି ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । ମନ ଖୁସି ରହିବ
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications