For Quick Alerts
Turn On Notification  
For Daily Alerts
Oneindia App Download

ଦୈନିକ ରାଶିଫଳ: ଆଜିର ଦିନ ହେବ କି ଆପଣଙ୍କ ପାଇଁ ଶୁଭମୟ

ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ?

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ। ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ। ଆପଣ ଆପଣଙ୍କର ମୂଲ୍ୟବାନ ସମୟ ପିଲାମାନଂକ ସହିତ ବିତାଇବେ। ଏହି ଖୁସିର ସ୍ତ୍ରୋତ, ଆପଣ ମାନଙ୍କର ଆରୋଗ୍ୟତା ପାଇବା ପାଇଁ ଉତ୍ତମ ଉପାୟ ।

ବୃଷ: ଆଜି ସନ୍ଧ୍ୟାରେ କୌଣସି ପୁରୁଣା ସାଙ୍ଗ ସାଙ୍ଗରେ ଦେଖା ହେଇ ପାରେ ଓ ଆପଣ ବହୁତ ଖୁସି ଅନୁଭବ କରିବେ । ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି । ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ । ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ । ଅଧିକ କାମ ପାଇଁ ଆଜି ଆପଣଙ୍କ ମାନସିକ ଚାପ ବଢିପାରେ । କିନ୍ତୁ ସନ୍ଧ୍ୟାରେ ଟିକେ ଧ୍ୟାନ କରି ଆପଣ ଆପଣଙ୍କର ଉର୍ଜା ଫେରି ପାଇ ପାରିବେ ।

astrology

ମିଥୁନ: ଅସ୍ଥିର ସ୍ଵଭାଵ ଯୋଗୁଁ ନିଜ ପ୍ରିୟ ସହିତ ବିବାଦ ହୋଇ ପାରେ । ସାଙ୍ଗ ମାନେ ଆପଣଙ୍କୁ ପ୍ରଶଂସାରେ ଭରି ଦେବେ, କାରଣ ଆପଣ ବହୁତ କଠିନ କାର୍ଯ୍ୟ ପୁରା କରିବାରେ ସଫଳ ରହିବେ । ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ । ଅସହଜତା କାରଣରୁ ଆପଣ ନିଜ ବୈବାହିକ ଜୀବନରେ ଛନ୍ଦି ହେଲା ପରି ଅନୁଭବ କରିବେ । ଆପଣଙ୍କୁ ନିଜ ଜୀବନସାଥୀ ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି ।

କର୍କଟ: ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ । ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ । ଏମିତି ଲାଗୁଛିକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ଆଜି ବିଶେଷ ଧ୍ୟାନ ଦେବେ । ପରିବାରରେ କୌଣସି ଲୋକ ସହିତ ଯୁକ୍ତି-ତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ ।

ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି। ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ।

କନ୍ୟା: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି - ସବୁ ଥିରେ ଆପଣଙ୍କର ହିଁ ଚାଲିବ । ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ ।

ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ।

କୁମ୍ଭ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଯଦି ଆପଣଙ୍କୁ ଧନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ । ଆଜି ଏହି ସୁନ୍ଦର ଦିନରେ ପ୍ରେମ ସମ୍ବନ୍ଧରେ ଆସୁଥିବା ପ୍ରତେକଟି ଅଭିଯୋଗ ସମାପ୍ତ ହେବ ।

ମୀନ: ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ । ଏହା ପାଇଁ ଆପଣଙ୍କ ପ୍ରଶଂସା କରିବେ । ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ । ଆପଣଙ୍କ ସୃଜନଶୀଳତା କାର୍ଯ୍ୟ ଆଖ-ପାଖ ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକେଇ ପାରେ ଓ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ । ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ । ଆପଣଙ୍କ ଜୀବନସାଥୀଙ୍କର ଆନ୍ତରିକ ସୌନ୍ଦର୍ଯ୍ୟ ଆଜି ବାହାରକୁ ବାହରିକି ଆସିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All zodiac signs have their own characteristics and traits which define someone's personality. Wouldn't it be helpful if you started your day by already knowing about what's going to come your way?
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X