Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: କିପରି ବିତିବ ଆପଣଙ୍କ ଆଜିର ଦିନ, ଜାଣନ୍ତୁ

ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନଇଣ୍ଡିଆ ଓଡ

ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରୁହନ୍ତୁ...

rashi phala

ମେଷ: ଆପଣ କରିଥିବା ପ୍ରଚେଷ୍ଟା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ଏବଂ ବ୍ୟସ୍ତ ରହିବେ । ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ ।

ବୃଷ: ଆଜି ଆପଣଙ୍କ ପାଇଁ ଶୁଭଦିନ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏପରିକି ଯଦି ଇଚ୍ଛା କରୁଛନ୍ତି ତେବେ ନୂଆ ଗାଡି ମଧ୍ୟ କିଣିପାରନ୍ତି ।

ମିଥୁନ: ଆଜି ଆପଣଙ୍କ ପାଇଁ ଦିନଟି ଆଶ୍ଚର୍ଯ୍ୟଜନକ ରହିବ । ଘରର ପରିବେଶ ଶାନ୍ତ ରହିବ । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ । ଛୁଟି କାଟିବା ପାଇଁ ଦୂର ସ୍ଥାନକୁ ଯିବାର ସମ୍ଭାବନା ରହିଛି ।

କର୍କଟ: ଦିନଟି ଆପଣଙ୍କ ପାଇଁ ଭଲଟରେ ବିତିବ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଭଲ । ବ୍ୟସ୍ତତା ଓ ମାନସିକ ଚାପ ବଢିବ । ଆଜି ଅନାବଶ୍ୟକ ଖର୍ଚ୍ଚ ବଢିବ । ଭଲ ପାଉଥିବା ବ୍ୟକ୍ତିଙ୍କ ସହ ତିକ୍ତତା ହେବ । ନିଜର ମନରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ: ଆପଣଙ୍କ ପାଇଁ ଦିନଟି ଶୁଭ ଦାୟକ । ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଦେହ ଓ ମନ ଭଲ ରହିବ । ବିଚଳିତ ହେଲେ ନକାରତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ଖାଦ୍ୟ ସମୟରେ ନ ମିଳିପାରେ।

କନ୍ୟା: କିଛି କରିବା ଆଗରୁ ଦୁଇଥର ଭାବନ୍ତୁ । ସାଙ୍ଗଙ୍କ ସହ ଦିନଟି ଭଲରେ କାଟିବେ । ଭାବବିହ୍ୱଳ ହେବେ । ଅନ୍ତରଙ୍ଗ ଲୋକଙ୍କ ସହ ମିଶିବେ । ପୁଅ ସାଙ୍ଗ ସାହାଯ୍ୟ କରିବେ ।

ତୁଳା: ମନ ବିଚଳିତ ରହିବ । ନୂଆ କାମ କରିବାରେ ମନ ଦ୍ୱନ୍ଦରେ ରହିବ । ସାଙ୍ଗଙ୍କ ସହ ଶତ୍ରୁତା ଯୋଗୁଁ ବିଚଳିତ ରହିବେ । ସୁନ୍ଦର କାର୍ଯ୍ୟ ହାସଲ ବେଳେ ମନ ସ୍ଥିର ରହିବା ଆବଶ୍ୟକ । ଯାତ୍ରା ଆଗକୁ କରିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ଓ ସମ୍ପର୍କ ଭଲ ରହିବ ନାହିଁ।

ବିଛା: ଅନ୍ୟ ଦିନ ପରି ଭଲ ରହିବ । ମନ ଓ ଶରୀର ଭଲ ରହିବ । ପରିବାର ବର୍ଗଙ୍କ ସହ ମନ ଖୁସି ରହିବ । ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଉପକାର ପାଇବେ । ପ୍ରେମିକ ପ୍ରେମିକାଙ୍କ ସହ ମଧୁର ସମ୍ପର୍କ ରହିବ। ସୁସମ୍ୱାଦ ପ୍ରାପ୍ତି ହେବ ।

ଧନୁ: ଆଜି ଆପଣ ସମସ୍ତ ପ୍ରକାର କଥାବାର୍ତ୍ତା କରିବା ବେଳକୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ କଥାମାନେ ବ୍ୟକ୍ତିମାନେ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତା ଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତିପ୍ରକାଶ କରାଇବ ।

ମକର: ସାମାଜିକ କାରଣ ଆପଣଙ୍କୁ ବ୍ୟସ୍ତ କରିବ ଏବଂ ଏଥିରେ ଆପଣଙ୍କର ନିଜର ସ୍ୱାର୍ଥ ମଧ୍ୟ ପୂରଣ ହେବ । ଆଜି ଆପଣଙ୍କ ପାଇଁ ଲାଭଦାୟକ ହେବାର ଆଶା କରାଯାଉଛି, ବିଭିନ୍ନ ଦିଗରେ ଏବଂ ବିଭିନ୍ନ କ୍ଷେତ୍ରରେ ଏହା ମଙ୍ଗଳକାରୀ ହେବ । ବନ୍ଧୁ କିମ୍ୱା ସମ୍ପର୍କୀୟଙ୍କ ସହିତ ଆକସ୍ମିକ ମିଳନ ଦୀର୍ଘକାଳୀନ ଭିତ୍ତିରେ ଆପଣଙ୍କ ପାଇଁ ଲାଭଦାୟକ ହେବ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଶୁଭଦିନ । ସମସ୍ତ କାର୍ଯ୍ୟ ସମୟ ପୂର୍ବରୁ ସହଜରେ ସମାପ୍ତ ହୋଇପାରିବ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଅନୁକୂଳ ରହିବ । ବ୍ୟବସାୟୀ ଏବଂ ପେଶାଦାରମାନେ ଏକ ବଡ ଆଶ୍ଚର୍ଯ୍ୟ ଜନକ ଖବର ପାଇବେ । ମିଳିତ ସହଯୋଗ, ପାର୍ଟନରସିପ୍‌ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଏକ ବଡ ସଫଳତା ଆସିବାର ଅଛି ।

ମୀନ: କୌଣସି ସମସ୍ୟା ଯୋଗୁଁ ମଧ୍ୟ ଆପଣଙ୍କୁ ବ୍ୟସ୍ତ ଏବଂ ବିରକ୍ତି କରୁଛି । ଆପଣଙ୍କୁ ଯୁକ୍ତିତର୍କରୁ ଦୁରେଇ ରହିବା ପାଇଁ ପରାମର୍ଶ ଦିଆ ହେଉଛି । ଦିନଟି ଖୁବ ଭଲରେ କଟିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+