ଦୈନିକ ରାଶିଫଳ: ମଙ୍ଗଳମୟ ହେବ କି ଆପଣଙ୍କ ଆଜିର ଦିନ

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଘରକୁ ଅତିଥି ଆସିବା କାରଣରୁ ଦିନ ଶୁଭ ରହିବ। ଆଜି ଆପଣ ବହୁତ କିଛି କରିବାକୁ ଚାହୁଁଛନ୍ତି, କିନ୍ତୁ ହୋଇ ପାରେ କି ଆପଣ କିଛି ଜିନିଷକୁ ପର ପାଇଁ ରଖିଦେବେ । ଦିନ ସାରିବା ପୂର୍ବରୁ ଉଠନ୍ତୁ ଓ କାର୍ଯ୍ୟରେ ଲାଗି ଯାଆନ୍ତୁ, ନଚେତ ଆପଣଙ୍କୁ ଅନୁଭବ ହେବକି ପୁରା ଦିନ ନଷ୍ଟ ହୋଇ ଗଲା ।

ବୃଷ: ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ। ମାତା-ପିତାଙ୍କ ସହିତ ନିଜର ଖୁସି ବାଣ୍ଟନ୍ତୁ । ତାଙ୍କୁ ଅନୁଭବ ହେବାକୁ ଦିଅନ୍ତୁ କି ଆପଣଙ୍କ ମନରେ ତାଂକ ପାଇଁ କେତେ ମହତ୍ୱ ଅଛି,ଏହା ଦ୍ଵାରା ତାଙ୍କର ଏକୁଟିଆ ଥିବାର ଭାବନା ଆପେ ହିଁ ସରି ଯିବ ।

astrology

ମିଥୁନ: ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କହଳ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

କର୍କଟ: ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ ।

ସିଂହ: କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି । କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ ।

କନ୍ୟା: ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ । ସେ ଆପଣଙ୍କ ଜୀବନରେ ଏକ ଆର୍ଶୀବାଦ ସଦୃଶ ପାଲଟିବେ । ଅସୁବିଧା ସମୟରେ ଠିଆ ହେବେ । ବ୍ୟବସାୟୀ ଲାଭାବାନ ହେବେ ।

ତୁଳା : ଆଜି ଦିନରେ ନିଜର ଜୀବନ ସାଥୀଙ୍କ ଉପରେ କରା ଯାଇଥିବା ସନ୍ଦେହ ଆସୁଥିବା ଦିନରେ ଆପଣଙ୍କ ବୈବାହିକ ଜୀବନ ଉପରେ କୁପ୍ରଭାବ ଦେଇ ପାରେ । ଆଧୁନିକ ଯୁଗର ମନ୍ତ୍ର ହେଉଛି- ଭଲସେ କାମ କର ଭଲସେ ପାର୍ଟି କର । କିନ୍ତୁ ଏହା ମନେ ରଖନ୍ତୁ କି ଆବଶ୍ୟକତାରୁ ଅଧିକ ପାର୍ଟି କରିବା ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

ବିଛା : ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ ।

ଧନୁ: ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳିପାରେ। ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ ।

ମକର: ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇପାରେ । କାମକାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ହୋଇ ପାରେ । ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ପଛ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଃଖୀ ହେବାର ସମ୍ଭାବନା ଅଛି ।

କୁମ୍ଭ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳିପାରେ । କିନ୍ତୁ ନିଜର ଉତ୍ସହାକୁ ନିୟନ୍ତ୍ରଣରେ ରଖନ୍ତୁ । କାରଣ ଅତି ଖୁସି ହେବା ବିପଦ ସ୍ତୃଷ୍ଟି କରିପାରେ । ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳିପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ପ୍ରେମ ଆଜି ଆପଣଙ୍କୁ ଉତ୍ତେଜିତ କରିବା ତେଣୁ ଯାହାକୁ ବି ଆପଣ ଭଲ ପାଉଛନ୍ତି ତାଙ୍କୁ ଆଜି ଯୋଗାଯୋଗ କରନ୍ତୁ ଓ ଦିନର ଲାଭ ଉଠାନ୍ତୁ ।

ମୀନ: ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ । ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ - ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ପିଲା ମାନଂକୁ ତାଙ୍କଠୁ ଜଡ଼ିତ ସମସ୍ୟାରେ ସାହାଯ୍ୟ କରିବା ଆବଶ୍ୟକ । ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ । ଦିନରେ ସ୍ବପ୍ନ ଦେଖିବା ବି ଖରାପ ନୁହେଁ - ସର୍ତ ଏହା କି ଏହି ମାଧ୍ୟମ ଆପଣ କିଛି ସୃଜନଶୀଳ ବିଚାର ପ୍ରାପ୍ତ କରି ପାରନ୍ତି । ଏମିତି ଆଜି ଆପଣ କରି ପାରିବେ କାରଣ ଆଜି ଆପଣଙ୍କ ପାଖରେ ସମୟର ଅଭାବ ରହିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+