ଆଜିର ରାଶିଫଳ: କିପରି ବିତିବ ଆପଣଙ୍କ ଆଜିର ଦିନ ?
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ବୃଷ: ଅନୈତିକ କାର୍ଯ୍ୟରୁ ନିଜକୁ ବଞ୍ଚାଇ ରଖନ୍ତୁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନୁଅନ୍ତୁ ନାହିଁ । କାରଣ ଏହା ଫଳପ୍ରଦ ହୋଇ ନପାରେ । ନିଜକୁ ଖୁସି ରଖିବା ପାଇଁ ଆପଣ ବେଶୀ ଚିନ୍ତା କରନ୍ତୁ ନାହିଁ। କିଛି ନୂଆ ସ୍ଥାନ ବୁଲି ଯାଆନ୍ତୁ । ବନ୍ଧୁ ମିଳନ ହୋଇପାରେ ।
ମିଥୁନ: ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ସମୟ ବିତାନ୍ତୁ । ଦେଖିବେ କିଛି ମାନସିକ ଦୁଃଶ୍ଚିନ୍ତା ରହିବ ନାହିଁ।
କର୍କଟ: ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ସରିବ । ନକରାତ୍ମକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ ସେମାନେ ଆପଣ ଅସୁବିଧାରେ ପକାଇବେ ।
ସିଂହ: ପରିବାରରେ ଶାନ୍ତି ବଜାୟ ରହିବ । ଅଫିସ୍ରେ ପରିବେଶ ଅନୁକୂଳ ରହିବ । ବାହାର ଖାଦ୍ୟରୁ ଦୂରେଇ ରହନ୍ତୁ, ନଚେତ ଦେହ ଖରାପ ହେବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭଦାୟକ ହେବ । ଲାଭ ମିଳିପାରେ ।
କନ୍ୟା: ପରିବାର ସଦସ୍ୟ ଯଶହାନୀ ହୋଇପାରେ। ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ। ତେଣୁ ପରିପକ୍ୱତାର ସହିତ ସମସ୍ୟା ସମାଧାନ କରନ୍ତୁ ଏବଂ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରନ୍ତୁ ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଭଲ ରହିବ ନାହିଁ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କୁହନ୍ତୁ । କୌଣସି ପାଖ ସ୍ଥାନକୁ ବି ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
ବିଛା: ଦିନଟି କଷ୍ଟକର ହେବ। ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍ କରିଦେବ । କିନ୍ତୁ କିଛି ସମୟ ପରେ ଏହି ସମୟ ପରିବର୍ତ୍ତିତ ହୋଇଯିବ । ପରିବାର ଭିତରେ ଅର୍ଥହୀନ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।
ଧନୁ: ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ । ଗୁରୁଜନ ଭଲ ପରାମର୍ଶ ଦେବେ । ଯାହା ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ। ତେଣୁ ଏଥିରେ ଅବହେଳା ନକରି ଭଲ ଭାବେ ଗୁରୁଜନଙ୍କ କଥା ଶୁଣନ୍ତୁ।
ମକର: ବ୍ୟବସାୟୀକ ଦୃଷ୍ଟି କୋଣରୁ ଦିନଟି ଭଲରେ କଟିବ । ନୂଆ କାର୍ଯ୍ୟ ଶୁଭାରମ୍ଭ କରିବାକୁ ଚାହୁଁଥିଲେ ଆଜି କରନ୍ତୁ । ଦିନଟି ଅନୁକୂଳ ରହିବ । ସୁସ୍ବାଦୁ ଖାଦ୍ୟ ପାଇ ଆନନ୍ଦିତ ହୋଇପାରନ୍ତି । ବନ୍ଧୁଙ୍କ ସହିତ ବୁଲି ଯାଇ ପାରନ୍ତି। ବିଦ୍ୟାର୍ଥୀ ସଫଳ ହେବେ ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଭଲ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । କିନ୍ତୁ ସଂଧ୍ୟା ସମୟରେ ପରିସ୍ଥିତି କଷ୍ଟକର ହେବ । ଘରର ପରିବେଶ ଶାନ୍ତରୁ ଅପ୍ରିତିକର ଆଡକୁ ଗତି କରିବ । ପିଲାମାନେ ଜିଦ୍ କରିବେ । ଯାହା ଦ୍ବାରା ଆପଣ ଶାସନ କରିବେ ।
ମୀନ: ଆଜି ହଠାତ୍ ଆର୍ଥିକ ଲାଭର ଯୋଗ ରହିଛି । ଆପଣ ଆଜି ପ୍ରାଇଜ୍ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ହେବାର ସମ୍ଭାବନା ରହିଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଆନନ୍ଦିତ ହେବେ । ପରିବାର ସହିତ ସମୟ ବିତାଇବେ ।












Click it and Unblock the Notifications