ଆଜିର ରାଶିଫଳ : ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶି
ଦୈନିକ ରାଶିଫଳ ଏବଂ ଜ୍ୟୋତିଷ ପଠନରେ ଗ୍ରହ ନକ୍ଷତ୍ର ମାନେ ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରିବେ । ଏହି ବିଷୟରେ ଅଧିକ ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ଦୈନିକ ରାଶିଫଳ ସହିତ ଯୋଡି ହୋଇ ରୁହନ୍ତୁ ।
ଦୈନିକ ରାଶିଫଳ ଏବଂ ଜ୍ୟୋତିଷ ପଠନରେ ଗ୍ରହ ନକ୍ଷତ୍ର ମାନେ ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରିବେ । ଆପଣଙ୍କ ଦିନ କିପରି ବିତିବ । କିପରି ରହିବ ଦାମ୍ପତ୍ୟ ଜୀବନ । ଏହି ସବୁ ବିଷୟରେ ଅଧିକ ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ଦୈନିକ ରାଶିଫଳ ସହିତ ଯୋଡି ହୋଇ ରୁହନ୍ତୁ ।

ମେଷ: ଆଜି ପାଇଁ ଆପଣଙ୍କ ଦିନଟି ପ୍ରୋତ୍ସାହରେ ଭରପୁର ରହିବ । ଆପଣ ସୁସ୍ଥ ରହିବେ । ଆପଣଙ୍କ ଭାଗ୍ୟ କଳ୍ପନା ଦୁନିଆରେ ଘୁରିବ ଏବଂ ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ । ଆପଣ ସାହିତ୍ୟ, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।
ବୃଷ: ଆପଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟସ୍ତ ରହିପାରନ୍ତି । ବିଶେଷ କରି ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିପାରେ । ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ଉଲ୍ଲସିତ ଅନୁଭବ କରିବେ । ଏକ ଭଲ ସମୟ ଆରମ୍ଭ ହେଉଛି, ତେଣୁ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବା ଆବଶ୍ୟକ । ସୃଜନାତ୍ମକ କାମରେ ମନୋନିବେଶ କରନ୍ତୁ । ଧାର୍ମିକ କାର୍ଯ୍ୟକଳାପ ରେ ସାମିଲ ହୋଇପାରନ୍ତି।
ମିଥୁନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣଙ୍କ ଉଦ୍ୟମ ଯୋଗୁଁ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେସଙ୍ଗେ ପ୍ରତିଦ୍ୱନ୍ଦୀମାନେ ପରାଜିତ ହେବେ । ନିଜକୁ ସଞ୍ଜତ କରନ୍ତୁ, ନଚେତ ପଛରେ ପଶ୍ଚାତାପ କରିପାରନ୍ତି । ନିଜ ମାଆଙ୍କର ସ୍ୱାସ୍ଥ୍ୟଜନିତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ଧୈର୍ଯ୍ୟ ଧରନ୍ତୁ, ଏହି ଅବସ୍ଥା ନିଶ୍ଚୟ ସୁଧୁରିଯିବ ।
କର୍କଟ: ଏହି ଦିନ ଆପଣଙ୍କ ପାଇଁ ଅନେକ ଗଚ୍ଛିତ କରି ରଖିଛି ଯେହେତୁ ବନ୍ଧୁମାନଙ୍କ ସହିତ ଆପଣ ଏକ ଆଶ୍ଚର୍ଯ୍ୟଜନକ ସମୟ ବିତାଇବେ ।ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ ।
ସିଂହ: ଆଜିର ଦିନ ହେଉଛି ଧ୍ୟାନ କେନ୍ଦ୍ରୀଭୂତ କରିବା ଏବଂ ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଦିନ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱ ପୁର୍ଣ୍ଣ ରହିବ। ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ଆପଣ ଅତ୍ୟଧିକ ଖର୍ଚ୍ଚ କରିବେ ନାହିଁ ।
କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ରହିବେ। କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୁର୍ବରୁ ଦୁଇଥର ଚିନ୍ତା କରନ୍ତୁ ନଚେତ୍ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କ ପ୍ରତି ରୋଷ ହୋଇପାରନ୍ତି । ଆପଣଙ୍କ ଆର୍ଥିକ ସମସ୍ୟା ବିପଦରେ ପଡିପାରେ ।
ତୁଳା: ଦିନଟି ବଡ କଷ୍ଟରେ କଟିବ । ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବା ଏଡାନ୍ତୁ । ଏକ ନୂଆ କାର୍ଯ୍ୟ ଆଜି ଆରମ୍ଭ କରିବା ଏକ ଭଲ ଚିନ୍ତାଧାରା ହେବ ନାହିଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଏକ ସମୟରେ ଆପଣଙ୍କ ଉପରେ ଚିନ୍ତା ବଢିଯିବ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।
ବିଛା: : ନ ହେବା କାମ ମଧ୍ୟ ହୋଇଯିବ । ନୂଆ ପ୍ରକଳ୍ପ ଆସିବାର ଅଛି, ସମୟ ସୀମା ପୂରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ପ୍ରଶଂସାରେ ବୁଡି ରହିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ ।
ଧନୁ: ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ, କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ, ତେଣୁ ସହ କର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ, ଦିନର ଦ୍ୱିତୀୟ ଭାବରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇ ପାରନ୍ତି ।
ମକର: ଆକ୍ରମଣାତ୍ମକ ହେବା ଆପଣଙ୍କୁ କୌଣସି ମତେ ସାହାଯ୍ୟ କରିବ ନାହିଁ । ଲମ୍ୱା ଆଲୋଚନା କରନ୍ତୁ ନାହିଁ, ଶାନ୍ତ ରହନ୍ତୁ ଏବଂ ଯେତେବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ, କାରଣ ଆପଣଙ୍କର କୌଣସି ପ୍ରିୟଜନ ଗୁରୁତର ରୋଗରେ ପଡ଼ିପାରନ୍ତି ।
କୁମ୍ଭ: ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ, ନଚେତ ଅପମାନିତ ହେବାକୁ ପଡିପାରେ । କୌଣସି କାର୍ଯ୍ୟର ପୁରୋଧା ହୁଅନ୍ତୁ ନାହିଁ । ଧୈର୍ଯ୍ୟଧରି ଶୁଭବେଳାକୁ ଅପେକ୍ଷା କରନ୍ତୁ । ମାନସିକ ଅସ୍ଥିରତା ଶୀଘ୍ର ଦୂର ହେବ ।
ମୀନ : ସହକର୍ମୀମାନେ ସେମାନଙ୍କର ସହାୟତାର ହାତ ବଢାଇବେ ନାହିଁ । ଏପରିକି ଆପଣଙ୍କ ଧର୍ମପତ୍ନୀ ମଧ୍ୟ ସହଯୋଗ କରିବେ ନାହିଁ । ତେଣୁ ଧୈର୍ଯ୍ୟର ସହିତ ଏହାର ସମାଧାନ କରନ୍ତୁ । ଆଇନ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ପାଇଁ ଆଜି ଦିନଟି ଶୁଭ ନୁହେଁ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications