Chandra Grahan 2022: କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
Chandra Grahan 2022: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଆଜି ଆକାଶରେ ମହାଜାଗତିକ ଦୃଶ୍ୟ ଦେଖାଯିବ । ଭୋର୍ ୫ ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଚନ୍ଦ୍ରଗ୍ରହଣ ଦିବା ୨ଟା ୩୯ ମିନିଟରେ ସ୍ପର୍ଶ ହେଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନ ଆଦି କରିବା ନିଷେଧ । ବାଳକ, ବୃଦ୍ଧା ଓ ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ । ତେବେ ଦେଖନ୍ତୁ କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ ।

କେଉଁ ସହରରେ କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
ଦିଲ୍ଲୀ - ସନ୍ଧ୍ୟା 05.32 ରୁ 06.18ରେ ଦୃଶ୍ୟମାନ ହେବ
କୋଲକାତା - ସନ୍ଧ୍ୟା 04.56 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
ମୁମ୍ବାଇ - ସନ୍ଧ୍ୟା 06.05 ରୁ 06.18 ପର୍ଯ୍ୟନ୍ତ
ରାଞ୍ଚି - ସନ୍ଧ୍ୟା05.07 ରୁ 06.18 ପର୍ଯ୍ୟନ୍ତ
ପାଟନା- ସନ୍ଧ୍ୟା 05.05 ରୁ 06.18 ଯାକେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
ଗୁଆହାଟି -ସନ୍ଧ୍ୟା 04.37 ରୁ ଅପରାହ୍ନ 06.18 ପର୍ଯ୍ୟନ୍ତ
ଅହମ୍ମଦାବାଦ - ଅପରାହ୍ନ06.00 ରୁ 06.18ମନିଟ୍ ଯାଏଁ
ଜୟପୁର- ସନ୍ଧ୍ୟା 05.41 ରୁ 06.18 ପର୍ଯ୍ୟନ୍ତ
ଲକ୍ଷ୍ନୌ - ସନ୍ଧ୍ୟା 06.00 ରୁ 06.18 ମନିଟ୍ ଯାଏଁ
ଚଣ୍ଡିଗଡ଼ - ସନ୍ଧ୍ୟା 05.20 ରୁ - 06.18 ମନିଟ୍ ପର୍ଯ୍ୟନ୍ତ
ଭୋପାଳ - ସନ୍ଧ୍ୟା 05.40 ରୁ 06.18 ପର୍ଯ୍ୟନ୍ତ
ଚେନ୍ନାଇ -ସନ୍ଧ୍ୟା 05.42 ରୁ 06.18 ଯାଏଁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦେଖିପାରିବେ
ଯଦି ଆପଣ ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ଆଗ୍ରହୀ, ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଭାରତର ପୂର୍ବ ଭାଗରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ । ସେହିପରି ଅନ୍ୟ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ଅପରାହ୍ନ ୨ଟା ୩୮ ମିନଟରେ ଗ୍ରହଣ ସ୍ପର୍ଶ ହେବ ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ଏଥିପାଇଁ ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା ୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications