ଚଳିତ ସପ୍ତାହ ଏହି ୩ଟି ରାଶି ରୁହନ୍ତୁ ସତର୍କ
ବୃଷ ରାଶି: ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି । କ୍ୟାରିଅର ଏବଂ ବ୍ୟବସାୟକୁ ନେଇ ସତର୍କ ରୁହନ୍ତୁ । ପରିଶ୍ରମ ଅନୁସାରେ ଆପଣଙ୍କୁ ଫଳ ମିଳିବ ନାହିଁ, ଚାପ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ । ଚାକିରୀ କ୍ଷେତ୍ରରେ ଟିକେ ଭାବି ଚିନ୍ତି କାମ କରନ୍ତୁ ।
କନ୍ୟା: ଶନିଙ୍କ ସପ୍ତମ ଦୃଷ୍ଟି କନ୍ୟା ରାଶିରେ ରହିବ। ଏହି କାରଣରୁ ଆପଣ ଚାପ ଏବଂ ଚିନ୍ତିତ ଅନୁଭବ କରିପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତିରେ ରକ୍ତଚାପ ସମସ୍ୟାରେ ପୀଡିତ ହୋଇପାରନ୍ତି।

ଧନୁ: ଶନିଙ୍କ ଗୋଚର ପରେ ଶନିଙ୍କ ଦୃଷ୍ଟି ଧନୁ ରାଶି ଉପରେ ରହିବ। ବୈବାହିକ ଜୀବନକୁ ନେଇ ଚାପରେ ରହିବେ । ନିଜ ସମ୍ପର୍କକୁ ନେଇ ସତର୍କ ରୁହନ୍ତୁ, ଅନ୍ୟ ସହ ନିଜ ପାରିବାରିକ କଳହ ବିଷୟରେ ଆଲୋଚନା କରନ୍ତୁ ନାହିଁ । ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।












Click it and Unblock the Notifications