ସାବଧାନ, ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, କରିଦେବ ସର୍ବନାଶ !

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ସେହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ । ଘରର ଜିନିଷକୁ ସଜାଇ ରଖିବା ପାଇଁ ମଧ୍ୟ ବାସ୍ତୁ ନିୟମ ରହିଛି । ସେହିପରି ଘରକୁ ସ୍ୱଚ୍ଛ ରଖିବା ପାଇଁ ମଧ୍ୟ କିଛି ନିୟମ ରହିଛି । ବାସ୍ତୁ ନିୟମକୁ ଦୃଷ୍ଟିରେ ରଖି ଘରକୁ ସ୍ୱଚ୍ଛ ରଖିବା ଆବଶ୍ୟକ । ଘର ସଫାସୁତୁରା ରହିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଘରର କୋଣରେ, ବିଭିନ୍ନ କକ୍ଷରେ କାନ୍ଥରେ ବୁଢିଆଣୀ ଜାଲ ନିଶ୍ଚୟ ଦେଖିଥିବେ । ଏହା ରହିବା ଦ୍ୱାରା ଆଦୌ ଧନ ସଞ୍ଚୟ ହୋଇ ପାରିନଥାଏ । ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ ।

bastu

ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ଘରେ ଆଦୌ ଶାନ୍ତି ରହିନଥାଏ । ମା'ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ । କେବଳ ଧନ ଖର୍ଚ୍ଚ ହୋଇଥାଏ । କରଜ ଲାଗି ରହିଥାଏ । ଏହାସହ ବୁଢିଆଣାୀ ଜାଲ ରହିଲେ ପରିବାର ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହୋଇ ଥାଆନ୍ତି।

ଘରର ଶୋଇବା କକ୍ଷରେ ବୁଢୀଆଣୀ ଜାଲ ରହିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ । ତେଣୁ ଏହାକୁ ତୁରନ୍ତ ସଫା କରନ୍ତୁ । ଶୟନ କକ୍ଷରେ ବୁଢିଆଣୀ ଜାଲ ରହିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ।

ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ । ଠାକୁର ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ର୍ଦୁଭାଗ୍ୟ ଆସିଥାଏ । ରୋଷେଇ ଘରେ ଏହା ରହିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+