ବୃଷ ରାଶିର ବାର୍ଷିକ ରାଶିଫଳ ୨୦୨୫ (Taurus Yearly Horoscope 2025)
Horoscope 2025: ୨୦୨୫ ଆରମ୍ଭ ଆପଣଙ୍କ ବୃତ୍ତିଗତ ଜୀବନରେ ଭଲ ଅଗ୍ରଗତି ହେବ । ଆପଣ ବ୍ୟବସାୟରେ ମଧ୍ୟ ଅଗ୍ରଗତି କରିବେ ଏବଂ ଆପଣଙ୍କର ଚାକିରି ପରିବର୍ତ୍ତନ କରିପାରିବାର ସୁଯୋଗ ରହିଛି । ଆପଣ ଜୀବନରେ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଯଦି ବିଦେଶ ଜୀବାର ଯୋଜନା କରୁଛନ୍ତି ତେବେ ଦେଖା ଦେଉଥିବା ସମସ୍ୟା ଦୂର ହେବ ଏବଂ ବିଦେଶ ଯାତ୍ରା କରିପାରନ୍ତି । ବିଦେଶରେ ପାଠ ପଢିବାର ସୁଯୋଗ ମିଳିପାରେ । ଏଥିସହ ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନେ ମଧ୍ୟ ଉପକୃତ ହେବେ। 29 ମାର୍ଚ୍ଚରୁ ଅନେକ ପରିବର୍ତ୍ତନ ହେବ ।
ଶିକ୍ଷା
ବୃଷ ରାଶିର ଛାତ୍ରମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିବ । କାରଣ ବୃହସ୍ପତି ଆପଣଙ୍କ ରାଶିରେ ମେ'ମାସ ପର୍ଯ୍ୟନ୍ତ ରହିବେ ଏବଂ ସେ ପର୍ଯ୍ୟନ୍ତ ଆପଣଙ୍କର ଭଲ ସମୟ । ଏହି ସମୟରେ ଆପଣ ଯେ କୌଣସି ପାଠ୍ୟକ୍ରମରେ ଆଡମିଶନ ନେଇପାରିବେ । ବିଦେଶରେ ଅଧ୍ୟୟନ କରିପାରିବାର ସୁଯୋଗ ମଧ୍ୟ ମିଳିବ ।

ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କଲେ ୨୦୨୫ ବର୍ଷ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ବଡ଼ ସମସ୍ୟା ସୃଷ୍ଟି ହେବ ନାହିଁ । ଶୁକ୍ର ଷଷ୍ଠ ଘରର କାରକ ଭାବରେ କେନ୍ଦ୍ରରେ ଅବସ୍ଥିତ ତେଣୁ ଆପଣଙ୍କର କୌଣସି ଗମ୍ଭୀର ସମସ୍ୟା ଦେଖାଦେବ ନାହିଁ । ହେଲେ ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ହୋଇପାରେ । ତେଣୁ ଆପଣଙ୍କୁ ଏଥି ପ୍ରତି ଯତ୍ନ ନେବାକୁ ପଡିବ ।
ବୈବାହିକ ଜୀବନ: ଶୁକ୍ର,ଶନି ଏବଂ ମଙ୍ଗଳ ଗ୍ରହର ମିଳନ କିଛି ମାତ୍ରାରେ ମିଶ୍ରିତ ଫଳାଫଳ ଦେବ । ବର୍ଷର ପ୍ରଥମ ଚାରି ମାସରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ ପରିବାର ପାଇଁ ସମୟ ନିଶ୍ଚୟ କାଢନ୍ତୁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications