Get Updates
Get notified of breaking news, exclusive insights, and must-see stories!

ମେଷ ରାଶିର ବାର୍ଷିକ ରାଶିଫଳ ୨୦୨୫ (Aries Yearly Horoscope 2025)

ମେଷ ରାଶି: 2025 ବର୍ଷ ଆପଣଙ୍କ ପାଇଁ ଶୁଭ ରହିବ। ହେଲେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ କରିବା ପାଇଁ ପଡିବ । ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ଏହି ବର୍ଷ ଆରମ୍ଭ କରି ପାରିବେ, ଆୟରେ ବୃଦ୍ଧି ହେବ । ସେହିପରି ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ନିଜ ଚଞ୍ଚଳ ସ୍ୱଭାବ ପରିବର୍ତ୍ତନ କରନ୍ତୁ । ବର୍ଷ ପ୍ରଗତି ସହିତ ଆରମ୍ଭ ହେବ, ଯାହା ଅଭିବୃଦ୍ଧି ଏବଂ ଅଗ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବ ।

ହେଲେ ବର୍ଷର ଶେଷ ଛଅ ମାସରେ ବ୍ୟବସାୟ ଏବଂ କର୍ମକ୍ଷେତ୍ର ରାଜନୀତିରେ ସ୍ଥିରତା ରହିବ । ହେଲେ ଆପଣଙ୍କର ଧୈର୍ଯ୍ୟ ପରୀକ୍ଷା ହେବ । ସତର୍କ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରୁହନ୍ତୁ । ବର୍ଷ ଆରମ୍ଭରୁ ଟିକେ ସତର୍କ ରୁହନ୍ତୁ । କୌଣସି କମ ଆରମ୍ଭ କରିବା ପୂର୍ବରୁ ଚିନ୍ତା କରନ୍ତୁ । ତେବେ ଅଜଥା ଚିନ୍ତା କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ଅନୁସାରେ ଶାରୀରିକ ପରିଶ୍ରମ କରନ୍ତୁ ।

horoscope 2025

ଶିକ୍ଷା ଦୃଷ୍ଟିରୁ ଏହି ବର୍ଷ ଭଲ ରହିବ । ହେଲେ ଏହି ବର୍ଷ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଫ୍ୟାସନ ଡିଜାଇନର୍ ମାନଙ୍କୁ ଭଲ ସୁଯୋଗ ମିଳିବ ସେହିପରି ଟୁଲ ଟ୍ରାଭେଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦେଶ ଯିବାର ମୌକା ମିଳିବି ।

ଆର୍ଥିକ ଦୃଷ୍ଟିରୁ, ଆପଣ ନିୟନ୍ତ୍ରିତ ଖର୍ଚ୍ଚ କରନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ପ୍ରଥମ ଛଅ ମାସରେ ସଫଳତା ପାଇପାରନ୍ତି ସ୍ଥାୟୀ ଲାଭ ପାଇଁ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ସେହିପରି ଆଣଙ୍କ ପ୍ରେମ ଜୀବନ ମିଶ୍ରିତ ରହିବ । ବିବାହର ସାମାନ୍ୟ ବିଳମ୍ବ ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+