Get Updates
Get notified of breaking news, exclusive insights, and must-see stories!

ରାଶିଫଳ : ଜାଣନ୍ତୁ କେମିତି ବିତିବ ଆଜିର ଦିନ

ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ଆଜି କେମିତି ରହିବ ଆପଣଙ୍କ ଦିନ ? ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

rashi phla

ମେଷ: ଦିନଟି ଭଲରେ କଟିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଏଥିପ୍ରତି ଧ୍ୟାନ ରଖନ୍ତୁ । ନିଜ ପସନ୍ଦର କାମ କରନ୍ତୁ। ଭଲ ବନ୍ଧୁଙ୍କ ସହ ସମୟ ବିତାଇ ପାରନ୍ତି। ଭଲ କାମରେ ନିଜକୁ ଲିପ୍ତ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କର ଲାଭ ହେବ। ଜୀବନସାଥୀଙ୍କ ଠାରୁ ସରପ୍ରାଇଜ ପାଇପାରନ୍ତି। ପାରିବାରିକ ସଂପର୍କ ଭଲ ରହିବ । ଦୁହିଁଙ୍କ ଭିତରେ ପ୍ରେମ ବଢିବ ।

ବୃଷ : ସକରାତ୍ମକ ଚିନ୍ତାଧାରା ବଢ଼ାନ୍ତୁ। ଆପଣଙ୍କ ଭଲ ବ୍ୟବହାରରେ ପରିବାର ମଧ୍ୟ ଖୁସି ହେବେ। ଜୀବନସାଥିଙ୍କ ସ୍ଵାସ୍ଥ୍ୟ ବସ୍ଥା ଖରାପ ରହିବ। ଏଥିନେଇ ମନ ଭାରାକ୍ରାନ୍ତ ରହିପାରେ । ଅଫିସରେ କାର୍ଯ୍ୟଭାର ବେଶୀ ରହିବ । ଏନେଇ ଅଧିକ ସମୟ ଅଫିସରେ ରହିବା ପାଇଁ ପଡିପାରେ ।

ମିଥୁନ: ସାମାଜିକ ଏବଂ ଧାର୍ମିକ ସମାରହୋ ପାଇଁ ଖୁବ୍ ଭଲ ଦିନ । ଦିନଟିର ଭଲରେ ଉପଯୋଗ କରନ୍ତୁ । ଅର୍ଥ ସଂଚୟ କରିବା ନେଇ ଭାବି ପାରନ୍ତି । ପରିବାର ସହ ସମୟ ବିତିବ ।

କର୍କଟ: ଜୀବନସାଥୀଙ୍କ ଅବହେଳା ଆପଣଙ୍କୁ କଷ୍ଟ ଦେଇପାରେ। କାର୍ଯ୍ୟଭାର ସତ୍ତ୍ବେ ମଧ୍ୟ ଅଚାନକ ଆପଣଙ୍କର ଛୁଟି ନେବାର ପ୍ଲାନ୍ ବନିପାରେ। ଜୀବନସାଥୀଙ୍କ ପାଇଁ ବେଶୀ ଖର୍ଚ୍ଚାନ୍ତ ହେବେ । କୌଣସି ବଦଭ୍ୟାସ ଥିଲେ ଦୂର ହେବ ।

ସିଂହ: ଆଜିର ଦିନଟି ଆର୍ଥିକ ସ୍ଥରରେ ବେଶୀ ଖରାପ ରହିବ ନାହିଁ। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି। ଦିନଟି ଅନ୍ୟ ଦିନ ଅପେକ୍ଷା ଭଲରେ ବିତିବ। ପରିବାର ସହ ସବୁଠୁ ଭଲ ସମୟ ବିତାଇବେ। ଜୀବନସାଥୀଙ୍କ ସହ ଏତେ ଭଲ ସମୟ ବିତିବ ନାହିଁ ।

କନ୍ୟା: ଦିନଟି ଲାଭ ଦାୟକ ହେବ । ଅଯଥା ଖର୍ଚ୍ଚ ବନ୍ଦ କରିବା ଦ୍ଵାରା ଧନ ସଞ୍ଚୟ କରିପାରିବେ। ଏହିକଥା ଆଜି ଆପଣ ନିଜେ ବୁଝିବେ। ପ୍ରେମ ପାଇଁ ଦିନଟି ଖୁବ ଭଲ । ଯଦି କାହାକୁ ମନର କଥା କହିବାକୁ ଚାହୁଁଛନ୍ତି ତେବେ ଆଜି ହିଁ କହି ଦିଅନ୍ତୁ ।

ତୁଳା: ସାରା ଦିନ ଅଫିସରେ ବିତାଇବା ପରେ ସନ୍ଧ୍ୟା ସମୟରେ ଆରାମ କରନ୍ତୁ। ନିଜକୁ କିଛି ସମୟ ଦିଅନ୍ତୁ । ଭାଗିଦାରୀ ବ୍ୟବସାୟ ଅର୍ଥ ନିବେଶ କରନ୍ତୁ ନାହିଁ। ଅନେକ ସମୟ ପିଲାଙ୍କ ସହ ବିତିପାରେ।

ବିଛା: ବନ୍ଧୁଙ୍କ ସହ ସାଙ୍ଗ ହେଇ ଛୁଟି କଟାଇବା ନେଇ ଚର୍ଚ୍ଚା ହେଇପାରେ। ଆପଣଙ୍କ କଥା କହିବା ଶୈଳୀ ଓ କ୍ଷମତା ଫଳପ୍ରଦ ହେବ। ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ମିଳିପାରେ। ମା ବାପାଙ୍କ ମନ ପସନ୍ଦର ଖାଦ୍ୟ ଘରକୁ ଆଣନ୍ତୁ । ଏହା ଦ୍ବାରା ଘରେ ସକାରାତ୍ମକ ମହୋଲ ତିଆରି ହେବ। ସେମାନେ ଖୁସି ହେବେ ।

ଧନୁ: ମନରୁ ନକରାତ୍ମକ ଭାବନା ଦୂର କରନ୍ତୁ । ଦେଖିବେ ଖୁବ ଭଲ ଅନୁଭବ କରିବେ । ଜରୁରୀ କାମକୁ ସମୟ ନଦେଇ ଅଯଥା ସମୟ ବର୍ବାଦ କରିବା ଆପଣଙ୍କ ପାଇଁ ଘାତକ ହେବ। ଜୀବନସାଥୀଙ୍କ ମିଶି କିଛି ରୋମାଞ୍ଚକ କାର୍ଯ୍ୟ କରିପାରନ୍ତି।

ମକର: ଶାରୀରିକ ବ୍ୟାୟାମ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଦିନ ଆରମ୍ଭ ରୁ ଅର୍ଥହାନୀ ହୋଇପାରେ। ବିବାହ ପ୍ରସ୍ତାବ ନେଇ ଦିନଟି ଖୁବ୍ ଭଲ। ନିଜକୁ ଅଧିକ ସମୟ ଦେବେ। ଫିଲ୍ମ ଦେଖନନ୍ତୁ ନଚେତ ଏକ ଭଲ ବହି ପଢି ଆପଣ ଦିନଟି ବିତାନ୍ତୁ । ଆପଣଙ୍କ ଜୀବନସାଥି ଆପଣଙ୍କ ପାଇଁ କିଛି ଖାସ୍ କରି ପାରନ୍ତି।

କୁମ୍ଭ: ବାଦ ବିବାଦରୁ ବଞ୍ଚି ରୁହନ୍ତୁ। ଆଜି ଘରେ ବିବାହକୁ ନେଇ ଆଲୋଚନା ହୋଇପାରେ। ଅଜଣା ବ୍ୟକ୍ତିଙ୍କ କଥାରେ ଆପଣ ପୁଞ୍ଜି ନିବେଶ କରିଥିଲେ, ଆଜି ତାର ଭଲ ଫଳ ପାଇବେ । ଦିନଟି ଭଲରେ କଟିବ ।

ମୀନ: ସାବଧାନ ରୁହନ୍ତୁ । ଜୀବନସାଥୀଙ୍କ ସହ କିଛି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବନ୍ଧୁ ଏବଂ ଜୀବନସାଥୀଙ୍କ ଠାରୁ ସୁଖ ଲାଭ କରିବେ । କିନ୍ତୁ ଦିନ ସାରା କୌଣସି କଥା ଆପଣଙ୍କୁ ଅନ୍ୟମନସ୍କ ରଖିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+