ସାବଧାନ ପଣାସଂକ୍ରାନ୍ତି ପର ଠାରୁ ବଦଳୁଛି ଏହି ରାଶିର ଭାଗ୍ୟ : ମାଡ଼ି ଆସିବ ଦୁଃଖର ପାହାଡ଼ !

ପଣାସଂକ୍ରାନ୍ତି ଠାରୁ କିଛି ରାଶିରେ ପରିବର୍ତ୍ତନ ହେବାକୁ ଯାଉଛି

ଆସୁଛି ଓଡିଆ ନବବର୍ଷ ବା ପଣା ସଂକ୍ରାନ୍ତି। ତେବେ ପଣାସଂକ୍ରାନ୍ତି ଠାରୁ କିଛି ରାଶିରେ ପରିବର୍ତ୍ତନ ହେବାକୁ ଯାଉଛି। କିଛି ରାଶି ଗ୍ରହମାନଙ୍କ ଗତିବିଧି ପରିବର୍ତ୍ତନ କରିବାର ପ୍ରଭାବ ଆପଣଙ୍କ ଉପରେ ପକାଇପାରେ । ହେଲେ ମାତ୍ର ତିନଟି ରାଶିର ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି।
ଏହି ତିନି ରାଶିର ଜୀବନରେ ଦୁଃଖର ପାହାଡ ମାଡି ଆସିବ ଏବଂ ଅନେକ ସମସ୍ୟା ମଧ୍ୟ ମାଡି ଆସିବ । ତେଣୁ ଆପଣ କିପରି ସତର୍କ ରହିବେ ଜାଣନ୍ତୁ

ମେଷ ରାଶି: ଓଡିଆ ନବ ବର୍ଷ ଏହି ରାଶିର ଲୋକମାନଙ୍କ ପାଇଁ ଭଲ ହେବ କିନ୍ତୁ ସେମାନଙ୍କର ଅସୁବିଧା ସେମାନଙ୍କ ପିଛା ଛାଡିବ ନାହିଁ। ଏହି ରାଶିର ଲୋକମାନେ ଟଙ୍କା ଏବଂ ପରିବାର ଦୃଷ୍ଟିରୁ ଯତ୍ନବାନ ହେବା ଆବଶ୍ୟକ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଗାମୀ ସମୟରେ କିଛି ବିପଦ ଆପଣଙ୍କ ଉପରକୁ ଆସିପାରେ ସେଥିପାଇଁ ଯତ୍ନ ବାନ ହୁଅନ୍ତୁ। ଏହି ସବୁ ବିପଦର ପ୍ରତିକାର ପାଇଁ ପ୍ରତି ସଂକ୍ରାନ୍ତିରେ ଶିବ ମନ୍ଦିର ଯାଇ ଶିବଙ୍କୁ ପୂଜା କରନ୍ତୁ।

ରାଶିଫଳ

କନ୍ୟା ରାଶି: ଏହି ରାଶିର ଲୋକମାନେ ନିଜର ଜୀବନ ସାଥିଙ୍କ ପାଇଁ ସାମାନ୍ୟ ଅସୁବିଧାକୁ ସାମ୍ନା କରିବେ। ଜୀବନସାଥିଙ୍କ ସହିତ ଝଗଡା ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଏହି ରାଶିର ଲୋକମାନେ ନିଜର ପ୍ରେମ ଜୀବନରେ ଯତ୍ନବାନ ହେବା ନିହାତି ଆବଶ୍ୟକ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ପାଇଁ ମତାନ୍ତର ହୋଇପାରେ। ଆଗାମୀ ଦିନଗୁଡିକରେ ଘରେ କଳହ ସୃଷ୍ଟି ହୋଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତି ଗୁରୁବାର ଗାଇକୁ ଦୁବ ଘାସ ଖାଇବାକୁ ଦିଅନ୍ତୁ।
ଧନୁ ରାଶି: ଆସୁଥିବା ଓଡିଆ ନୂଆ ବର୍ଷ ଟଙ୍କା ଦୃଷ୍ଟି କୋଣରୁ ଏହି ଲୋକମାନଙ୍କର ସର୍ବାଧିକ ସମସ୍ୟାର ସମୁଖିନ ହେବେ । ଏହି ରାଶିର ଲୋକମାନେ ଅଧିକ ସଚେତନ ହେବା ନିହାତି ଆବଶ୍ୟକ। ଏଥିସହିତ ସ୍ୱାସ୍ଥ୍ୟ ସମସ୍ୟାର ସମୁଖିନ ହୋଇ ପାରନ୍ତି ଏବଂ ଦାମ୍ପତ୍ୟ ଜୀବନରେ ଆପଣ ଜଣେ ସାଥିଙ୍କର ସହିତ ମଧ୍ୟ ଖରାପ ସମ୍ପର୍କ ରଖିପାରନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କୁ ପୂଜା କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+