୧୮ ବର୍ଷ ପରେ ଅର୍ଦ୍ଧ ଚନ୍ଦ୍ରାକୃତିରେ ଦେଖାଯିବେ ୫ ଗ୍ରହ
ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଶୁକ୍ରବାର ରାତିରୁ ଅର୍ଦ୍ଧ ଚନ୍ଦ୍ରାକୃତିରେ ମହାକାଶରେ ଦେଖାଯିବେ ୫ ଗ୍ରହ । ଏହି ଗ୍ରହଗୁଡିକ ହେଲେ ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି ।
ନୂଆଦିଲ୍ଲୀ: ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଶୁକ୍ରବାର ରାତିରୁ ଅର୍ଦ୍ଧ ଚନ୍ଦ୍ରାକୃତିରେ ମହାକାଶରେ ଦେଖାଯିବେ ୫ ଗ୍ରହ । ଏହି ଗ୍ରହଗୁଡିକ ହେଲେ ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି ।

୨୦୦୪ରେ ଶେଷଥର ଏହି ଗ୍ରହକୁ ଏକତ୍ର ଦେଖା ଯାଇ ପାରିଥିଲା । ସୂର୍ଯ୍ୟଙ୍କ ପ୍ରଖର କିରଣରେ ପ୍ରାୟତଃ ଲୁଚି ଯାଉଥିବା ବୁଧ ଗ୍ରହକୁ ଦେଖିହେବ । ଏହା ପରେ ଏହି ଗ୍ରହଗୁଡିକ ୨୦୪୦ରେ ପୁନର୍ବାର ଏକତ୍ର ଦେଖାଯିବେ । ଶୁକ୍ରବାର ରାତିରୁ ଆରମ୍ଭ ହେବାକୁ ଥିବା ଏହି ମହାଜାଗତିକ ଦୃଶ୍ୟ ବିଭିନ୍ନ ସ୍ଥାନ ଅନୁସାରେ ସୋମବାର ପର୍ଯ୍ୟନ୍ତ ଦେଖାଯିବ ।
ସୂର୍ଯ୍ୟଙ୍କଠାରୁ ଦୂରତା ଅନୁସାରେ ଗ୍ରହଗୁଡିକ କ୍ରମାନ୍ୱୟରେ ଦେଖାଯିବେ । ୨୪ ଜୁନ ସକାଳ ୩ଟା୩୯ରୁ ୨୭ ଜୁନ ୪ଟା୪୩ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବେ । ସ୍କାଏ ସଫାରୀ, ସ୍କାଏ ୱାଚିଂ ପରି ଆପଗୁଡିକ ଏହାର ସିଧା ପ୍ରସାରଣ କରୁଛନ୍ତି ।
More From
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications