ରବିବାର ରାଶି ଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
ମେଷ ରାଶି: ଆଜି ଦିନ ଆପଣଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ରହିବ । ଏକା ସମୟ ବିତାଇବା ପାଇଁ ଚାହିଁବେ । ବାକି ରହି ଯାଇଥିବା କାର୍ଯ୍ୟ ସମାପ୍ତ ହେବ । ଛାତ୍ରଛାତ୍ରୀମାନେ ନିଜ ଜ୍ଞାନ ବୃଦ୍ଧି ପାଇଁ ଇଚ୍ଛା ପ୍ରକାଶ କରିବେ । ଅଜଥା ଟଙ୍କା ଖର୍ଚ୍ଚାନ୍ତ ହେବେ । ଆପଣ ଆପଣଙ୍କ ଜୀବନସାଥୀଙ୍କ ପାଇଁ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଯେଉଁମାନେ କିଛି କାମ ପାଇଁ ଚିନ୍ତିତ ଅଛନ୍ତି ସେମାନଙ୍କୁ ନୂଆ କାର୍ଯ୍ୟ ମିଳିବ ।
ବୃଷ ରାଶି: ବୃଷ ରାଶିର ଲୋକମାନଙ୍କ ପାଇଁ ଆଜି ଏକ ଶକ୍ତିଶାଳୀ ଦିନ । ଷ୍ଟକ୍ ବଜାରରେ ନିବେଶ କରିଥିବା ବ୍ୟକ୍ତି ଲାଭରେ ରହିବେ । ବ୍ୟବସାୟୀଙ୍କୁବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଭାଇ ଭଉଣୀମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀଙ୍କୁ କୌଣସି କାମ ପାଇଁ ବାହାରକୁ ଯିବାକୁ ପଡ଼ିପାରେ।

ମିଥୁନ ରାଶି: ଆଜିର ଦିନଟି ଆପଣଙ୍କୁ ପାଇଁ ମିଶ୍ରିତ ରହିବ । ସ୍ୱାସ୍ଥ୍ୟ ପ୍ରତି ଟିକିଏ ଧ୍ୟାନ ଦିଅନ୍ତୁ । ଠକାମିର ଶିକାର ହୋଇ ପାରନ୍ତି । ଘରକୁ
ଅତିଥିଙ୍କ ଆଗମନ ହୋଇପାରେ। ବରିଷ୍ଠ ସଦସ୍ୟମାନଙ୍କ ଆଶୀର୍ବାଦରେ, ଆପଣଙ୍କର ସମସ୍ତ କାମ ସମାପ୍ତ ହେବ। ଖାଦ୍ୟ ଏବଂ ପାନୀୟ ବିଷୟରେ ଅସାବଧାନ ହେବା ଉଚିତ୍ ନୁହେଁ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।
କର୍କଟ ରାଶି: ଆଜିର ଦିନଟି ମିଶ୍ରିତ ରହିବ । ବିଶେଷ ଲୋକଙ୍କୁ ଭେଟିବାର ସୁଯୋଗ ମିଳିବ। ବନ୍ଧୁମାନଙ୍କ ସହିତ ଦେଖା ହୋଇପାରେ । ପାରିବାରିକ ବିବାଦ ସୃଷ୍ଟି ହୋଇପାରେ ।
ସିଂହ ରାଶି: ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିପାରନ୍ତି। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ଛାତ୍ରମାନେ ବିଦେଶ ଯାତ୍ରା କରିପାରନ୍ତି ।
କନ୍ୟା ରାଶି: ଆଜିର ଆପଣଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସମାଲୋଚନାର ଶିକାର ହୋଇପାରନ୍ତି । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ ।
ତୁଳା ରାଶି: ଆଜି ବିଭିନ୍ନ କାମ ସାରିବା ପାଇଁ ବ୍ୟସ୍ତ ରହିବେ। ଭାଇ ଭଉଣୀମାନଙ୍କ ସହିତ ଥିବା ମତଭେଦ ଦୂର ହେବ । ଛୋଟ ଛୋଟ କଥାରେ ଅଯଥାରେ ରାଗନ୍ତୁ ନାହିଁ । ନଚେତ୍ ସମସ୍ୟା ବଢ଼ିବ। ଚିନ୍ତା ନକରି କୌଣସି କାମ ଆରମ୍ଭ କରନ୍ତୁ ନାହିଁ।
ବିଛା ରାଶି: ଆଜି ସଫଳତାର ସହ ଆପଣଙ୍କର ସମସ୍ତ କାର୍ଯ୍ୟ ଶେଷ ହେବ । ଆପଣ ପରିବାରର ସଦସ୍ୟଙ୍କଠାରୁ ଉପହାର ପାଇପାରନ୍ତି। ବ୍ୟବସାୟିକ ମାମଲାରେ ଚିନ୍ତା କରି କାର୍ଯ୍ୟ କରନ୍ତୁ । କାହାଠୁ ଟଙ୍କା ଧାର ନିଅନ୍ତୁ ନାହିଁ ।
ଧନୁ ରାଶି: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଯଦି ବୈବାହିକ ଜୀବନରେ କିଛି ସମସ୍ୟା ଚାଲିଛି, ତେବେ ତାହା ବଢ଼ିପାରେ। ଆପଣ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ, ଫଳରେ ଅନେକ ସମସ୍ୟାର ସମାଧାନ କରିବେ। ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକମାନେ ବହୁତ ସକ୍ରିୟ ରହିବେ ।
ମକର ରାଶି: ଆଜି ଚିନ୍ତା ମଧ୍ୟରେ ସମୟ ବିତିବ । ଯାନବାହାନ ବ୍ୟବହାର କରିବା ସମୟରେ ସତର୍କ ରହିବାକୁ ପଡିବ। ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।
କୁମ୍ଭ ରାଶି: କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଆଜି ଏକ ମିଶ୍ରିତ ଦିନ ହେବ। ଆପଣଙ୍କ ବିରୋଧୀମାନେ ସକ୍ରିୟ ରହିବେ, ଏବଂ ଆପଣଙ୍କୁ ସେମାନଙ୍କଠାରୁ ଦୂରେଇ ରହିବାକୁ ପଡିବ। ବ୍ୟବସାୟରେ ଆଶା କରାଯାଇଥିବା ପରି ଲାଭ ନ ପାଇବା ଯୋଗୁଁ ଆପଣ ଟିକେ ଚିନ୍ତିତ ହେବେ।
ମୀନ ରାଶି: ଯଦି ଆପଣଙ୍କର ଆଖି ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆପଣଙ୍କୁ ଟିକେ ସତର୍କ ରହିବା ପଡିବ । ଭବିଷ୍ୟତରେ ଆପଣଙ୍କୁ କିଛି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ, ତେଣୁ ଆପଣ ଆପଣଙ୍କର ଖର୍ଚ୍ଚକୁ ସୀମିତ ରଖନ୍ତୁ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications