ଏପରି କରନ୍ତୁ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା, ହେବ ଧନର ବର୍ଷା

Maa Lakshmi: ଧନର ଦେବୀ ହେଉଛନ୍ତି ମା'ଲକ୍ଷ୍ମୀ । ମାଆ'ଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ କବଳ ଅଭାବ ଦୂର ହୋଇ ନଥାଏ ବରଂ ଜୀବନରେ ଶୁଖ ସମୃଦ୍ଧି ବଜାୟ ରହିଥାଏ। ତେବେ କୁହାଯାଏ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ନିଜ ଘରକୁ ସଫା ରଖିବା ଉଚିତ । ଦେବୀ ଲକ୍ଷ୍ମୀ ସ୍ୱଚ୍ଛତା ପସନ୍ଦ କରନ୍ତି ଏବଂ ଏପରି ଘରେ ବାସ କରନ୍ତି । ସେହିପରି ପୁରୁଷ ମାନେ ଘରର ମହିଳା ମାନଙ୍କୁ ସମ୍ମାନ ଦେବା ଉଚିତ୍ ।

କାରଣ ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ, ସେଠାରେ ସୁଖ, ଶାନ୍ତି, ସମୃଦ୍ଧତା ଏବଂ ଧନର କୌଣସି ଅଭାବ ରହି ନଥାଏ । ସେହିପରି ସକାଳ ସଞ୍ଜରେ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ ଏବଂ ଆଳତୀ କରିବା ପାଇଁ ଭୁଲନ୍ତୁ ନାହିଁ ।

Goddess Lakshmi

ଦେବୀ ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ଘରେ ପ୍ରତ୍ୟେକ ଦିନ ଶଙ୍ଖ ବଜାନ୍ତୁ । ଫୁଲ ଫଳ ଅର୍ପଣ କରନ୍ତୁ । ଘରର ମୁଖ୍ୟ ଦ୍ୱାରରେ ଏକ ଦୀପ ଜାଳନ୍ତୁ । ସେହିପରି ଯଦି ଧନର ଅଭାବ ଯଦି ଲାଗି ରହୁଛି ତେବେ ଏକ ଲୁହା ପାତ୍ରରେ ପାଣି, ଚିନି, କ୍ଷୀର ଏବଂ ଘିର ମିଶ୍ରଣ ଓସ୍ତ ଗଛ ମୂଳରେ ଢାଳିବା ଉଚିତ୍ । ଯେଉଁ ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୁଏ ତାଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+