Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଚଳିତ ବର୍ଷ କେଉଁ ବାହାନରେ ହେବ ମା'ଙ୍କ ଆଗମନ

Shardiya Navaratri 2023: ଶାରଦୀୟ ନବରାତ୍ରୀ 15 ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ଯେଉଁଥି ପାଇଁ ସବୁଠି ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମର ନବରାତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ପର୍ବ । ନଅ ଦିନରେ ମା'ଙ୍କର 9ଟି ରୂପର ପୂଜର୍ଚ୍ଚନା କରାଯାଏ । ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ତା, ସ୍କନ୍ଧମାତା, କାଥ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ । ଏଥର ମା ଦୁର୍ଗାଙ୍କ ଆଗମନ ହାତୀ ଉପରେ ହେବ । ଏଥର ଏହି ନବରାତ୍ରୀ ଅତ୍ୟନ୍ତ ଶୁଭ ଅଟେ । 26 ବର୍ଷ ପରେ ନବରାତ୍ରୀର ଏହି ଶୁଭ ସମୟ ପଡିବା ପାଇଁ ଯାଉଛି ।

ଚଳିତ ବର୍ଷ ମା' ଦୁର୍ଗାଙ୍କ ଆଗମନ ହାତୀ ଉପରେ ହେଉଛି । ଯାହା ଶୁଭ ସଙ୍କେଚ ଭାବରେ ବିବେଚନା କରାଯାଏ । ସେହିପରି ବିଦାୟ କୁକୁଡା ଉପରେ ହେବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନବରାତ୍ରୀ ଶନିବାର କିମ୍ବା ମଙ୍ଗଳବାର ଦିନ ଆରମ୍ଭ ହେଲେ ମା'ଙ୍କ ଆଗମନ ଘୋଡା ଉପରେ ହୋଇଥାଏ ।

 Navaratri 2023

ଯଦି ନବରାତ୍ରିର ପ୍ରଥମ ଦିନ ଗୁରୁବାର କିମ୍ବା ଶୁକ୍ରବାର ଦିନ ପଡେ ତେବେ ଆଗମନ ଡୋଲିରେ ହୋଇଥାଏ ଏବଂ ଯଦି ମାଙ୍କ ଆଗମନ ବୁଧାବର ଦିନ ହୁଏ ତେବେ ଡଙ୍ଗାରେ ବିରାଜ ମାନ ହୋଇ ଆସନ୍ତି । ଧାର୍ମିକ ବିଶ୍ୱାସ ରହିଛି ଯେ, କୁକୁଡା ଉପରେ ମା'ଦୁର୍ଗାଙ୍କ ବିଦାୟ ହେବା ଶୁଭ ବିବେଚନା କରାଯାଏ ନାହିଁ । ଏହା ପ୍ରାକୃତିତ ବପର୍ଯ୍ୟୟକୁ ସୂଚିତ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+