ମାଡ଼ି ଆସୁ ପଛେ ବଡ ବିପଦ କିନ୍ତୁ ଭୁଲରେ ବି କେବେ ବିକିବେ ନାହିଁ ଏହି ୩ ଜିନିଷ, ଜାଣନ୍ତୁ କଣ କଣ ?

ପ୍ରତ୍ୟେକ ବ୍ୟକ୍ତିକୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ମିଳିଥାଏ । କିନ୍ତୁ ଆନେକ ବ୍ୟକ୍ତି ଭାଗ୍ୟକୁ ଆଦରି ରହିଥାନ୍ତି । ସଂକଟ ସମୟରେ ସେମାନେ ବ୍ୟାଙ୍କ କିମ୍ବା ଅନ୍ୟ ଲୋକଙ୍କ ଠାରୁ ଉଧାର ନେଇଥାନ୍ତି । କିନ୍ତୁ ବିଷ୍ଣୁ ପୁରାଣ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି ଯାହା ବ୍ୟକ୍ତିକୁ କେବେ ବିକ୍ରି କରିବା ଉଚିତ ନୁହେଁ । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ସବୁବେଳେ ସମସ୍ୟା ମଧ୍ୟରେ ଘେରି ରହିଥାଏ ।

sell

୧. ହିନ୍ଦୁ ଧର୍ମରେ ଗାଈକୁ ମା'ର ମାନ୍ୟତା ଦିଆଯାଇଛି । ବିଷ୍ଣୁ ପୁରାଣ ଅନୁଯାୟୀ ଗାଈର କ୍ଷୀର କେବଳ ବାଛୁରୀ ପାଇଁ ଅଟେ । କେହି ଯଦି ଲାଭ ପାଇଁ ଗାଈର କ୍ଷୀର ବିକ୍ରି କରନ୍ତି ତେବେ ସେ ପାପର ଅଂଶୀଦାର ଅଟନ୍ତି । ଆପଣ ଗାଈ କ୍ଷୀର ବ୍ୟବସାୟ କରୁଥିଲେ ମୋଟ୍ ରୋଜଗାରର ଏକ ଅଂଶ ଭଲ କାମ ପାଇଁ ଲଗାଇବା ଉଚିତ ।

୨. ଜୀବନରେ ଯେତେ ସଂକଟ ଦେଖାଗଲେ ମଧ୍ୟ ଗୁଡ଼ ବିକ୍ରି କରନ୍ତୁ ନାହିଁ । ଗୁଡ଼କୁ ଶୁଭତା ଏବଂ ଖୁସିର ପ୍ରତୀକ ଭାବେ ବିବେଚିତ କରାଯାଇଛି । କେହି ଜଣେ ଘରକୁ ଆସି ଗୁଡ଼ ମାଗିଲେ ତେବେ ଏହା ପରିବର୍ତ୍ତେ ତାଙ୍କ ଠାରୁ କେବେ ଟଙ୍କା ନିଅନ୍ତୁ ନାହିଁ ।

୩. କେବେ ଟଙ୍କା ନେଇ ଅନ୍ୟକୁ ସୋରିଷ ତେଲ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଦୁର୍ଭାଗ୍ୟ ପିଛା ଛାଡ଼ି ନଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+