ନୂଆ ବର୍ଷରୁ ଚମକିବ ଏହି ୩ ରାଶିର ଭାଗ୍ୟ ; ହେବ ଧନର ବର୍ଷା, ଜାଣନ୍ତୁ କେଉଁ କେଉଁ ରାଶିରେ

କିଛି ଦିନ ପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୫। ଏହି ବର୍ଷ ଶୁକ୍ର ଗ୍ରହଙ୍କ ଚଳନରେ ୧୦ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ଇବ। ହେଲେ ୩ ରାଶି ଏଭଳି ଅଛନ୍ତି, ଯାହାଙ୍କ ଭାଗ୍ୟ ଏବେ ଚମକିପାରେ। କେବଳ ଏତିକି ନୁହେଁ ଏସବୁ ରାଶିର ଧନସମ୍ପତ୍ତିରେ ବୃଦ୍ଧି ଘଟିପାରେ। ଆସନ୍ତୁ ଜାଣିବା:

Vastu tips

ମେଷ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ର ଗ୍ରହଙ୍କ ଗୋଚର ଲାଭପ୍ରଦ ସାବ୍ୟସ୍ତ ହୋଇପାରେ। ଏ ସମୟରେ ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁମିଳିପାରେ। ସେହିଭଳି ସ୍ବାସ୍ଥ୍ୟରେ ସୁଧାର ହୋଇପାରେ। ଯେଉଁମାନେ ଅବିବାହିତ ଅଛନ୍ତି, ସେମାନଙ୍କ ବିବାହ ହୋଇପାରେ। ଚାକିରି କ୍ଷେତ୍ରରେ ବରିଷ୍ଠଙ୍କ ସହଯୋଗ ମିଳିବ। ପ୍ରମୋଶନର ଯୋଗ ସୃଷ୍ଟି ହେଉଛି। ପରିବାରରେ ଖୁସିର ବାତାବରଣ ରହିବ।

ବିଛା ରାଶି: ଶୁକ୍ରଗ୍ରହର ଗୋଚର ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। ଏଥିସହ ଆୟର ନୂଆ ନୂଆ ଉପାୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆୟ ବଢ଼ିବ। ଅଟକିଥିବା ଧନ ମିଳିବ। ସମ୍ପର୍କ ମଜଭୂତ ହେବ। ପ୍ରେମ ଜୀବନରେ ରୋମାଞ୍ଚ ମିଳିବ। ଆପଣ କୌଣସି ବାହନ ଏବଂ ସମ୍ପତି କିଣିପାରନ୍ତି। ଯଦି ଆପଣ ସିଙ୍ଗଲ ତେବେ ଆପଣଙ୍କ ଜୀବନରେ କେହି ଆସିପାରନ୍ତି। ଏହି ବର୍ଷ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ।

ଧନୁ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଶୁଭ ରହିବ। ଏହି ସରେ ପୈତୃକ ସମ୍ପତ୍ତିର ସୁଖ ମିଳିପାରେ। ଚାକିରିଆ ଲୋକଙ୍କୁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଚାକିରିଆମାନଙ୍କ ପ୍ରମୋଶନ ଏବଂ ପଦୋନ୍ନତି ହୋଇପାରେ। ସେହିଭଳି ପରିବାର ସହ ଯାତ୍ରା କରିପାରନ୍ତି। ପୁରୁଣା ରୋଗରୁ ରକ୍ଷା ପାଇବେ। ଅଟକି ଥିବା ଧନ ଫେରସ୍ତ ମିଳିବ। ସମ୍ପର୍କ ମଜଭୂତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+